ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କଣ ଅଛି ଆଜିର Gold Rate

ସୁନା ଆଉ ରୂପା ସବୁବେଳେ ମୂଲ୍ଯବାନ ହୋଇଥାଏ କାହିଙ୍କିନା ଏହା ଏମିତି ଏକ ସନ୍ତକ ଯାହା ଜୀବନ ସାରା ରଖିଲେ ବା ପିନ୍ଧିଲେ ନଷ୍ଟ ହୁଏ ନାହିଁ ଆଉ ଆପଣଙ୍କ ପରେ ଆପଣଙ୍କ ସନ୍ତାନ ମଧ୍ୟ ଏହାକୁ ବ୍ୟବହାର କରି ପାରିବେ ।

ତେବେ କଣ ଆପଣ ଜାଣିଛନ୍ତି ଆଜିଆର ସୁନା ରେଟ କେତେ କଣ ଅଛି ଆଉ କାଲୀ ଠାରୁ ଏହା କେତେ ବଢିଛି ବା କମିଛି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା । ତେବେ ରୂପା ଦାମ ଆଜି କିଛି ଏହି ପ୍ରକାର ଅଛି ଆଜି ରୂପା ଗୋଟେ ଗ୍ରାମକୁ 72 ଅଛି, ୮ ଗ୍ରାମ ରୂପା ଦାମ 576 ଟଙ୍କା ଅଛି, ୧୦ ଗ୍ରାମ ରୂପା ଦାମ 720 ଟଙ୍କା ଅଛି, ଆଉ ୧୦୦ ଗ୍ରାମ ସୁନା ଦାମ 7,200 ଟଙ୍କା ଅଛି ଏହା ଛଡା ଗୋଟେ କେଜି ରୂପା ଦାମ 72,000 ଟଙ୍କା ଅଛି ।

୨୨ କେରେଟ ସୁନା ଦାମ :

ସୁନା ଦାମ ବର୍ତମାନ ଆହୁରି କମିବ ବୋଲି ଅଧ୍ୟୟନ କର୍ତା କହିଛନ୍ତି ତେବେ ବର୍ତମାନ ପାଇଁ କୋଲକାତା ଗୋଟେ ଗ୍ରାମ ୨୨ କେରେଟ ସୁନା ଦାମ 4,817 ଅଛି କିନ୍ତୁ କଣ ଆପଣ ଜାଣିଛନ୍ତି ଏହା କାଲୀ 4,838 ଟଙ୍କା ଥିଲା ତେବେ 21 ଟଙ୍କା କମି ଯାଇଛି । ୮ ଗ୍ରାମ ସୁନା ଦାମ 38,536 ଟଙ୍କା ଅଛି ତେବେ କାଲୀ ଏହା 38,704 ଟଙ୍କା ଥିଲା ଯାହା 168 ଟଙ୍କା କମି ଯାଇଛି ।

ତେବେ ୧୦ ଗ୍ରାମ ସୁନା ଦାମ 48,170 ଟଙ୍କା ଅଛି ଆଉ କାଲୀ ଏହା 48,380 ଥିଲା ଯାହା ଆଜି 210 ଟଙ୍କା କମି ଯାଇଛି । ତେବେ ୧୦୦ ଗ୍ରାମ ସୁନା ଦାମ 4,81,700 ଅଛି କିନ୍ତୁ କାଲୀ ଏହା 4,83,800 ଥିଲା ଯାହା ଆଜି 2,100 ଟଙ୍କା କମି ଯାଇଛି ।

୨୪ କ୍ୟାରେଟ ସୁନା ଦାମ :

ଗୋଟେ ଗ୍ରାମ ସୁନା ଦାମ 5,075 ଟଙ୍କା ଅଛି ଯାହା କାଲୀ 5,095 ଟଙ୍କା ଥିଲା ତେବେ ଗୋଟେ ଗ୍ରାମ ସୁନାରେ 21 ଟଙ୍କା କମି ଯାଇଛି । ୮ ଗ୍ରାମ ସୁନା ଦାମ 40,600 ଟଙ୍କା ଅଛି ଯାହା କାଲୀ 40,768 ଥିଲା ଆଜିକା ଦାମ ଅନୁଯାଇ 168 ଟଙ୍କା ଅଧିକ ଥିଲା । ୧୦ ଗ୍ରାମ ସୁନା ଦାମ ଅନୁଯାଇ 50,750 ଟଙ୍କା ଅଛି ଯାହା କାଲୀ 50,960 ଥିଲା 210 ଟଙ୍କା କମି ଯାଇଛି । ତେବେ ୧୦୦ ଗ୍ରାମ ସୁନା ଦାମ 5,07,500 ଟଙ୍କା ଅଛି ଯାହା କଲି 5,09,600 ଥିଲା ଆଜି 2,100 ଟଙ୍କା କମି ଯାଇଛି ।

Leave a Reply

Your email address will not be published. Required fields are marked *