୧୦୦ ବର୍ଷ ପରେ ପ୍ରଥମ ଥର କ୍ରୋଧିତ ଅଛନ୍ତି ଶନି ଦେବ, କାଲୀ ଠାରୁ ସାବଧାନ ରୁହନ୍ତୁ ଏହି ରାଶିର ଲୋକ

ଶନିଦେବ ଆସନ୍ତା ସମୟରେ ମାର୍ଗୀ ଚାଲି ଠାରୁ ବକ୍ରୀ ଚାଲି ଚାଲିବାକୁ ଯାଉଛନ୍ତି ଆପଣ ମାନେ ଏହା ଜାଣି ଆଶ୍ଚର୍ଯ୍ୟ କରିବେ କିନ୍ତୁ ବକ୍ରୀ ଚାଲି ଅର୍ଥାତ ଓଲଟା ଚାଳିବେ । ତେବେ ଶନି ଦେବ ଧାର୍ମିକ ଲୋକଙ୍କ ପାଇଁ ଭଗବାନ ଅଟନ୍ତି କିନ୍ତୁ ପାପ କରୁଥିବା ଲୋକଙ୍କ ପାଇଁ ଦଣ୍ଡ ଅଟନ୍ତି ।

ଭଗବାନ ଶନି ଦେବ ନିଜ ଭକ୍ତ ମାନଙ୍କ ଉପରେ କୃପା କରନ୍ତି କିନ୍ତୁ ଭୁଲ କରୁଥିବା ଲୋକଙ୍କୁ ବି କେବେ ଛାଡିବେ ନାହିଁ । ତେବେ କଣ ଆପଣ ଜାଣିଛନ୍ତି ଭଗବାନ ଶନିଦେବ କିଛି ରାଶିଙ୍କ ଉପରେ କୁପିତ ଅଛନ୍ତି ଯାହା ଦ୍ଵାରା ତାଙ୍କ ସମୟ ଖରାପ ରହିବାକୁ ଯାଉଛି ଆଉ ଏହାକୁ ସାବଧାନ ହୋଇ ପାରି କଲେ ଆପଣ ମାନଙ୍କ ପାଇଁ ଭଲ ରହିବ କାହିଁକିନା ସାବଧାନ ନ ରହିଲେ କିଛି ଅଧିକ ମାତ୍ରାରେ ହାନି ହୋଇପାରେ ଆଶଙ୍କା ଅଛି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ସାବଧାନ ହୋଇ ରହିବା ଉଚିତ ହୋଇଥାଏ । ସବୁଠାରୁ ଉଚିତ ରହିବ ଆପଣ ସନ୍ଧ୍ୟା ସମୟରେ ଶନି ଚାଳିଶା ପାଠ କରନ୍ତୁ ଏହା ଛଡା ସବୁ ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ ।

ଗୋଟିଏ ପକ୍ଷରେ ଆପଣ ସାମାଜିକ ସମାରୋହରେ ଭାଗ ଲେବାପାଇଁ ଚ଼ାହିଁବେ ଏବଂ ଅନ୍ୟ ପକ୍ଷରେ ଆପଣ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ କାର୍ଯ୍ୟ ଯେପରି ଠିକ୍ ସମୟରେ ପୁର୍ଣ୍ଣ ହୁଅନ୍ତୁ । କିଛି ଦିନ ପୂର୍ବରୁ ମାନସିକ ଚ଼ିନ୍ତା ଯୋଗୁଁ ଆପଣ କିଛି ଭଲ ଅନୁଭବ କରୁନଥିଲେ କିନ୍ତୁ ଆସନ୍ତା ସମୟ ଆପଣଙ୍କର ସବୁ ଚ଼ିନ୍ତା ଦୁର ହୋଇଯାଇଛି ।

ଆସନ୍ତା ସମୟ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ । ଦୈନିକ କାର୍ଯ୍ୟଗୁଡ଼ିକରେ ସ୍ୱଳ୍ପ ଅବରୋଧ ଆସିପାରେ । ଆସନ୍ତା ସମୟ  ଆପଣ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି ।ଆସନ୍ତା ସମୟ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ ।  ଆପଣଙ୍କ ବିଦେଶୀ ବନ୍ଧୁ ଆପଣଙ୍କୁ ସେଠାକୁ ଯିବାକୁ ନିମନ୍ତ୍ରଣ କରିପାରନ୍ତି କିମ୍ବା ଆପଣଙ୍କ କାର୍ଯ୍ୟ ଯୋଗୁଁ ବିଦେଶ ଯାଇପାରନ୍ତି ।

ଘରେ ଶାନ୍ତିର ବାତାବରଣ ହେବ ।  କିନ୍ତୁ ଆସନ୍ତା ସମୟ ଆପଣ ନିଜ କାର୍ଯ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଉତ୍ତମ ଆଭୂଷଣ ଏବଂ ବାହନ କିଣିବେ । ଆପଣ ଦେଖିବେ ଆସନ୍ତା ସମୟ ଆପଣଙ୍କର ବିଦେଶୀ ଲୋକଙ୍କ ସହ ଆତ୍ମୀୟତା ବଢିବ । କୌଣସି କାର୍ଯ୍ୟ କିମ୍ବା ପ୍ରୋଜେକ୍ଟରେ ସରକାରଙ୍କର ତରଫରୁ ଲାଭ ମିଳିବ । ଅଫିସ୍ ରେ ମହତ୍ତ୍ଵପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ବିଚାର-ବିମର୍ଶ ହେବ । ଆଜି ଆମେ ଆପଣଙ୍କୁ ଯେଉଁ ରାଶିଙ୍କ ବିଷୟରେ କହିଲୁ ସେ ହେଉଛନ୍ତି ବୃଷ ରାଶି ।

Leave a Reply

Your email address will not be published. Required fields are marked *