ଭିଖାରି ଭଳି ତ ବହୁତ ବଞ୍ଚିଲ, ୧୨ ମଇଠାରୁ ରାଜାଙ୍କ ଭଳି ଜୀବନ ବଞ୍ଚିବେ ଏହି ୬ଟି ରାଶି ଲୋକ

ରାଶି ଓ ଗ୍ରହ ଆମ ଜୀବନରେ ବହୁତ ବଡ ବଡ ପରିବର୍ତ୍ତନର କାରଣ ଅଟନ୍ତି । ଯେବେବି କୌଣସି ଗ୍ରହର ରାଶି ପରିବର୍ତ୍ତନ ହୁଏ ତ ଏହାର ପ୍ରଭାବ ସମସାତ ୧୨ଟି ରାଶି ଉପରେ ନିଶ୍ଚୟ ପଡେ । ତେବେ ଏହା ସେହି ରାଶି ଓ ଭାବ ଉପରେ ନିର୍ଭର କରେ କି ଏହା କେଉଁ ରାଶିକୁ ଓ କେଉଁ ଭାବକୁ ଚାଲିଛନ୍ତି । ସେହି ହିସାବରେ ଏହା ଆପଣଙ୍କୁ ଫଳ ପ୍ରଦାନ କରେ  । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି କିଛି ରାଶି ବିଷୟରେ କହିବୁ ଯେଉଁମାନେ ରାଜଯୋଗ ଭୋଗ କରିବାକୁ ଯାଉଛନ୍ତି ।

ମିଥୁନ, ବୃଷ ରାଶି :

ଜମି ଏବଂ ସମ୍ପତି କାର୍ଯ୍ୟ ରେ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଆର୍ଥିକ ଲାଭ ସହ ଅପ୍ରତ୍ଯାଶିତ ଜାଗା ମଧ୍ୟ ଖୋଲିବାର ସମ୍ଭାବନା ଅଟେ । ଆପଣଙ୍କୁ ବ୍ୟବସାଇକ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହବ, ଆପଣଙ୍କ ଆର୍ଥିକ ରୂପରେ ସୁରକ୍ଷିତ ରହିବେ, ବ୍ୟବସାୟ ଏବଂ ଚାକିରି କ୍ଷେତ୍ର ରେ ଶୁଭ ସମାଚାର ଶୁଣିବାକୁ ପାଇବାର ସମ୍ଭାବନା ଅଟେ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା ରାଶି ଏବଂ ସିଂହ ରାଶି :

ଆପଣ ଭଗବାନ ବିସ୍ନୁଙ୍କୁ ପୂଜା କରି ଦିନ ଆରମ୍ଭ କରନ୍ତୁ, ବ୍ୟବସାୟ ବଢିବାକୁ ଲାଗିବ । ଆଜି ଆପଣଙ୍କୁ ଆପଣଙ୍କ ସାଙ୍ଗମାନେ ଆପଣଙ୍କୁ ପ୍ରତି କ୍ଷେତ୍ର ରେ ସାହାଜ୍ଯ କରିବେ । ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ, ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ପ୍ରୟାଶ କରିବେ ଏବଂ ସଫଳତା ମଧ୍ୟ ପ୍ରାପ୍ତ କରିବେ । ସାମାଜିକ ରୂପରେ ଲୋକପ୍ରିୟତା ଓ ପ୍ରତିଷ୍ଠା ପ୍ରାପ୍ତ ହବ । ଗାଡି ସାବଧାନ ହୋଇ ଚଲାନ୍ତୁ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

କୁମ୍ଭ ରାଶି ଏବଂ ମକର ରାଶି :

ଜୀବନସାଥି ସହ ସମ୍ପର୍କ ମଧୁର ରହିବ, ଆପଣଙ୍କ ଧ୍ୟାନ ଲକ୍ଷ ଉପରେ ରହିବ । କେହି ଆପଣଙ୍କ ପାଇଁ ଆର୍ଥିକ ସମସ୍ୟା ଗଢି ପାରେ ସତର୍କ ହୋଇ ରହିବା ଉଚିତ ଅଟେ । ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ । ବିସ୍ନୁ ଠାକୁରଙ୍କୁ ଧୂପ ଦୀପ ଦେଖେଇ ଚନ୍ଦନ ଓ ଭୋଗ ସହ ପୂଜା କରନ୍ତୁ, ପରିବାର ଓ ସାଙ୍ଗମାନଙ୍କ ସାହାଜ୍ଯ ପ୍ରାପ୍ତ କରି ଆପଣଙ୍କ ବହୁତ ପ୍ରଶନ ରହିବେ । ଅଫିସ ଲୋକଙ୍କ ସହ ଭଲ ସମ୍ପର୍କ ବନେଇ ରଖନ୍ତୁ ଆପଣଙ୍କ ପାଇଁ ଲାଭକାରୀ ରହିବ । ଆଜି ସଂଘର୍ଷ ପରେ କୌଣସି କାର୍ଯ୍ୟ ପୂର୍ଣ ହୋଇବ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ ।

Leave a Reply

Your email address will not be published. Required fields are marked *