ଭୁଲରେବି ଖାଲି ପେଟରେ ଏହି ୫ ଟି ଜିନିଷ ଖାଆନ୍ତୁ ନାହିଁ, ହୋଇପାରେ ଭୟଙ୍କର ରୋଗ- Health Tips

ଆମେ ଯେପରି ଖ୍ୟାଦ୍ୟ ଖାଇଥାଉ ଆମ ଶରୀର ଉପରେ ସେହି ପରି ପ୍ରଭାବ ପଡିଥାଏ । ଆମ ଶରୀର ଉପରେ ବେଶୀ ପ୍ରଭାବ ପଡିଥାଏ ଯାହା ଆମେ ଖାଲି ପେଟରେ ଖାଇଥାଉ । ସକାଳେ ବା  ଯେବେ ମଧ୍ୟ ଆମେ ଖାଲି ପେଟରେ ଖାଉ, ତେବେ ଆମ ଶରୀର ଠିକ ଗୋଟେ ବ୍ୟାଟେରୀ ପରି ହୋଇଥାଏ ।

ଯାହାକୁ ଆମେ ଚାର୍ଜ କରିବା ପାଇଁ ଖାଦ୍ୟ ଖାଇଥାଉ । ବହୁତ ଜିନିଷ ଅଛି ଯାହାକୁ ଖାଇବା ଦ୍ଵାରା ଆମ ଶରୀର ବହୁତ ଲାଭବାନ ହୋଇଥାଏ ଓ ଏମିତି କିଛି ଜିନିଷ ଅଛି ଯାହାକୁ ଖାଲି ପେଟରେ ଖାଇବା ଦ୍ଵାରା ଆମ ଶରୀରକୁ କ୍ଷତି ପହଞ୍ଚି ଥାଏ ।

ଯେମିତି ଆମେ ଫଳ କିମ୍ବା ପନିପରିବା ଜିନିଷ ଖାଇବା ଦ୍ଵାରା  ଆମ ଶରୀର ପାଇଁ ତାହା ଅନେକ ପ୍ରୋଟିନ ଯୋଗାଇଥାଏ । ହୋଇପାରେ ତାକୁ ଆମେ ଖାଲି ପେଟରେ ଖାଇବା ଦ୍ଵାରା ଆମ ଶରୀରକୁ କ୍ଷତି ହୋଇପାରେ ଏବଂ ଆପଣ ରୋଗିଣା ହୋଇପାରନ୍ତି । ଜାଣନ୍ତରେ ହେଉକି ଅଜାଣତରେ ବହୁତ ଲୋକ ଏପରି କିଛି ଭୁଲ କରିଥାନ୍ତି ଯାହା ଦ୍ଵାରା ଆମ ଶରୀରରେ ଛୋଟ ବଡ ସମସ୍ୟା ଦେଖାଦେଇଥାଏ । ଯାହାର କାରଣ ମଧ୍ୟ ଜଣା ପଡେ ନାହିଁ । ଆଜି ଆମେ ଜାଣିବା କେଉଁ ଜିନିଷ ଖାଲି ପେଟରେ ଖାଇବା ଉଚିତ କେଉଁ ଟା ଉଚିତ ନୁହେଁ ।

ଟମାଟୋ, ସପୁରି, କମଳା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ପ୍ରତେକ ବ୍ୟକ୍ତି ଦିନକୁ ଥରେ ଏହି ଜିନିଷ ଖାଇବା ଉଚିତ କିନ୍ତୁ କିଛି ଲୋକ ନିଜର ଓଜନ କମାଇବା ପାଈଁ କିମ୍ବା ଏନର୍ଜିକୁ ବଢାଇବା ପାଇଁ ଟମାଟୋ, କମଳା ସପୁରିକୁ ଜୁଷ କରି ପିଇଥାନ୍ତି । ଆପଣ ଜାଣନ୍ତି ଏହାକୁ ଖାଲି ପେଟରେ ଖାଇବା ପାଇଁ ଏଥିରେ ଥିବା ଟାଇଟେନ ଏସିଡ, ଲ୍ୟାକଟିକ ଏସିଡ ପେଟରେ ଗ୍ୟାଷ୍ଟିକ ଓ ଅଲସର ଭଳି ରୋଗ କରିଥାଏ । ଏଣୁ କେବିବି ଏହାକୁ ଖଳିପେଟରେ ସେବନ କରନ୍ତୁ ନାହିଁ, ଆପଣ ଏହା ବଦଳରେ ସେଓ କି ତରଭୁଜ ସେବନ କରିପାରିବେ ।

ଅନେକ ଲୋକ ତାଙ୍କ ଦିନର ଆରମ୍ଭ ଚା କିମ୍ବା କଫିରୁ, କରିଥାନ୍ତି ବହୁତ ଲୋକ ସକାଳୁ ଉଠିବା ମାତ୍ରେ ଚା ଓ କଫି ପିଇଥାନ୍ତି । କିନ୍ତୁ ଚାରେ ଥିବା କ୍ୟାଫିନର ପ୍ରଭାବ ଆମ ମସ୍ତିସ୍କ ଉପରେ ପଡିଥାଏ । ଯାହା ଫଳରେ ଆମର ଏମିତି ଅଭ୍ୟାସରେ ପରିଣତ ହୋଇଯାଏ ଯେଉଁ ଦିନ ଆମେ ଚା ନ ପିଅନ୍ତି ସେଦିନ ଆମର ମୁଣ୍ଡ ବିନ୍ଧା ହୋଇଥାଏ । ଯେଉଁ ଦିନ ଆମେ ଖାଲି ପେଟରେ ରହିଥାନ୍ତି ସେଦିନ ଆମ ପେଟରେ ଏସିଡର ମାତ୍ରା ବଢିଯାଇଥାଏ ।

ଯାହା ଫଳରେ ଆମକୁ ଭୋକ ଲାଗିଥାଏ ଯଦି ଆମେ ଭୋକକୁ ଦୂର ନକରି ଚା’ କି କଫି ପିଇଥାଉ ଓ ଭୋକକୁ ମାରିଦେଇଥାଉ ଆମ ପେଟରେ ଏସିଡର ମାତ୍ରା ବଢିଯାଇଥାଏ । ଯାହା ଫଳରେ ହାଇପର ଏସିଡିଟି, ସ୍କିନରେ ଇନଫେକସାନ ହୋଇଥାଏ । କେସ ଉପୁଡିବା ଭଳି ସମସ୍ୟା ଦେଖାଦେଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *