ଭୁଲରେ ବି ଅନ୍ୟ ଠାରୁ ନିଅନ୍ତୁ ନାହିଁ ଏହି ୬ଟି ଜିନିଷ ଉଦ୍ଧାର, ନହେଲେ ପଡିଯିବେ ବହୁତ ବଡ ଅସୁବିଧାରେ…

ମଣିଷର ନିଜର ଏକ ତାକତ ରହିଥାଏ ।ଏହି ତାକତ ଆମ ଆଖପାଖରେ ରହୁଥିବା ଲୋକ ଏବଂ ଆମ ଦ୍ଵାରା ଉପଯୋଗ ହେଉଥିବା ଜିନିଷକୁ ପ୍ରଭାବିତ କରିଥାଏ । ଅନ୍ୟ କାହାର ଜିନିଷକୁ ଉପଭୋଗ କରିବା ଆମ ପାଇଁ ଦୁର୍ଭାଗ୍ୟ ଏବଂ ଆର୍ଥିକ ଚିନ୍ତାର କାରଣ ହୋଇଥାଏ । ଏଥିପାଇଁ ଆମକୁ ଆମ ନୀତିଦିନିଆ ଜୀବନରେ ସଜାକ ହୋଇ ରହିବାକୁ ହେବ ଏବଂ ଭୁଲରେ ବି ଅନ୍ୟର ଏହି ୬ଟି ଜିନିଷକୁ ଉପଯୋଗ କରିବା ନାହିଁ ।

ଏହି ସବୁ ଜିନିଷ ଏମିତି କି ଯାହା ଅମେ ଦିନ ରାତି ବ୍ୟବହାର କରିଥାଉ ।

ଏଥିରେ ପଜେଟିବ ଏବଂ ନେଗେଟିବ ଏନର୍ଜି ଆସିଥାଏ । ଶେଠୀ ପାଇଁ ଯଦି କୌଣସି ଅନ୍ୟ ବ୍ୟାକୀ ଏହାକୁ ବ୍ୟବହାର କରିଥାଏ ତାହେଲେ ତାକୁ ବି ଏହି ଏନର୍ଜି ପ୍ରଭାବିତ କରିଥାଏ । ଯେତବେଳେ ଆମେ କାହା ଠାରୁ ତାର ଜିନିଷ ମାଗି ବ୍ୟବହାର କରିଥାଉ ତାହେଲେ ତାର ନେଗେଟିବ ଏନର୍ଜି ଆମ ଉପରେ ପଡିଥାଏ ।

କାହାଠାରୁ ଭୁଲରେ ମାଗନ୍ତୁ ନାହିଁ ଏହି ୬ଟି ଜିନିଷ

୧ -କଲମ

କେବେ ବି କାହାଠାରୁ କଲମ ମାଗିକି ନିଅନ୍ତୁ ନାହିଁ । ଯଦି ଆପଣଙ୍କୁ ନିହାତି ଦରକାର ବୋଲି କଲମ ନେବାକୁ ପଡିଥାଏ ତାହେଲେ କାମ ସାରିବା ପରେ ତାକୁ ଫେରାଇ ଦେବେ । ବାସ୍ତୁ ଅନୁସାରେ କାହା ଠାରୁ କଲମ ଧର ନେବା ପଇସା କମର କାରଣ ହୋଇଥାଏ ।

୨ -ରୁମାଲ

କୌଣସି ବ୍ୟକ୍ତି ରୁମାଲ ବ୍ୟବହାର କରିବା ସେ ଦୁଇଜଣଙ୍କ ଭିତରେ ଝଗଡା ଲାଗିବାର କାରଣ ହୋଇଥାଏ । ଏହା ଛଡା ଯଦି ଆପଣ କାହାର ରୁମାଲ ନେଇଥାନ୍ତି ତାହେଲେ ଆପଣଙ୍କୁ ପଇସାର ବହୁତ ନୁକସାନି ହେଇପାରେ ।

୩ -ଘଣ୍ଟା

ହାତରେ ପିନ୍ଧା ଯାଉଥିବା ଘଣ୍ଟା ବି ମଣିଷ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ଅନ୍ୟର ଘଣ୍ଟା ନେଇ ବ୍ୟବହାର କାଲେ ସେ ବ୍ଯକ୍ତିର ଏନର୍ଜି ଆମ ପାଖକୁ ପଳାଇ ଆସିଥାଏ ,ଯାହା ଫଳରେ ଆମକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

୪ -ବିଛଣା

କେବେବି ଅନ୍ୟର ବେଡ ରୁମ କି ବିଛଣା ବ୍ୟବହାର କରିବେ ନାହିଁ । ଏମିତି କାଲେ ବାସ୍ତୁ ଦୋଷ ପଡିଥାଏ ।

୫ -ଉଦ୍ଧାର ପଇସା

କେବେ ବି କାହାଠାରୁ ଧାର ନେବେ ନାହିଁ । ଯଦି କିଛି ନିହାତି ଦରକାର ପଡେ ଠାହେଲେ ନେବେ ଏବଂ ତାକୁ ବହୁ ଶୀଘ୍ର ତାକୁ ଫେରାଇ ଦେବେ ନହେଲେ ଆପଣଙ୍କ ପାଇଁ ଏହା ଦୁର୍ଭାଗ୍ୟ ଆଣିଥାଏ । ବାସ୍ତୁ ଅନୁସାରେ ଅନ୍ୟର ପଇସାକୁ ଭୁଲ ବାଟରେ ଉଡାଇବାକୁ ନକରାତ୍ମକ ଶ୍ରେଣୀରେ ରଖାଯାଇଛି । ଏଥିପାଇଁ ମଧ୍ୟ ପଇସା ବି ଚୋରୀ କରିବା ଉଚିତ ନୁହେଁ ।

୬ -ସାର୍ଟ

କେବେବି କାହାର ସାର୍ଟ ପିନ୍ଧନ୍ତୁ ନାହିଁ । ବାସ୍ତୁ ଅନୁସାରେ ଅନ୍ୟର ସାର୍ଟ ପିନ୍ଧିଲେ ତାର ସବୁ ନକରାତ୍ମକ ଶକ୍ତି ଆମ ପାଖକୁ ଆସିଥାଏ ।

Leave a Reply

Your email address will not be published. Required fields are marked *