କାମଶାସ୍ତ୍ର ଅନୁସାରେ ଯଦି ଆପଣକ ସ୍ତ୍ରୀଙ୍କ ଭିତରେ ଅଛି ଏହି ଲକ୍ଷଣ ତାହେଲେ ଆପଣ ହେଉଛନ୍ତି ସୌଭାଗ୍ୟଶାଳି

ମହିଳାମାନଙ୍କ ଭିତରେ ବହୁତସାରା ଗୁଣ ଏମିତି ରହିଥାଏ, ଯାହାର କେହି ମୁକାବିଲା କରିପାରନ୍ତି ନାହିଁ । ସ୍ତ୍ରୀମାନଙ୍କର ଗୁଣକୁ ମାପିବା ସେତିକି ମୁସ୍କିଲ ହୋଇଥାଏ, ଯେତେ ପାଣିର ଗଭୀରତା ମାପିବାକୁ ହୋଇଥାଏ । କାମଶାସ୍ତ୍ର ଆନୁସାରେ ସ୍ତ୍ରୀ ମାନଙ୍କର ସେହି ଲକ୍ଷଣ ବିଷୟରେ କୁହାଯାଇଛି, ଯାହା ଯଦି କୌଣସି ସ୍ତ୍ରୀମାନଙ୍କ ପାଖରେ ଥାଏ ତାହେଲେ ତାଙ୍କୁ ସର୍ବଗୁଣ ସମ୍ପର୍ଣ୍ଣା ବୋଲି କୁହାଯାଇଥାଏ । ଯଦି ଏହିପରି ମହିଳା ଆପଣଙ୍କର ସ୍ତ୍ରୀ ହୋଇଯାନ୍ତି ତାହେଲେ ଦୁନିଆରେ ଆପଣଙ୍କୁ ଭାଗ୍ୟଶାଳୀ ବ୍ୟକ୍ତି ଭାବେ ମନାଯାଇଥାଏ ।

ଚାଲନ୍ତୁ ଜାଣିବା କାମଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କର ଏମିତି କୋଉ ଗୁନା ଆପଣଙ୍କୁ ସୌଭାଗ୍ୟଶାଳୀ ବ୍ୟକ୍ତି ବନାଇ ପାରିବ ।

୧ -ସ୍ଵାମୀକୁ ଭଲ ପାଉଥିବା ସ୍ତ୍ରୀ

ସ୍ତ୍ରୀ କେବଳ ସ୍ଵାମୀକୁ ଭଲପାଉଥିବା ଦରକାର ,ବରଂ ତାଙ୍କ ଭିତରେ ରୋଷେଇ କରିବାର କଳା ବି ଥିବା ଦରକାର । ଏଥିପାଇଁ କି ସ୍ତ୍ରୀ ଭୋକିଲା ଏବଂ ବେଶାହାର ଲୋକଙ୍କୁ ଖାଇବାକୁ ଦେଇଥାନ୍ତି ,ତାଙ୍କୁ ବାସ୍ତବରେ ଉତ୍ତମ କୁହାଯାଇଥାଏ ।

୨ -ବିବାହ କରିବାର ଯୋଗ

କାମଶାସ୍ତ୍ର ଆନୁସାରେ ସ୍ତ୍ରୀ ମାନଙ୍କୁ କୋମଳତାର ରୂପ ବୋଲି କୁହାଯାଇଥାଏ । କିନ୍ତୁ ଯେଉଁ ସ୍ତ୍ରୀ ଜରୁରୀ ସମୟରେ ନିଜର କଠୋରତା ଦେଖାଇଥାଏ ,ଏହା ସହିତ ନିଜ ସ୍ଵାମିର ସାଥ ଦେଉଥିବ ,ଖରାପ ସମୟରେ ତାଙ୍କ ସାହାର ହୋଇପାରିବ ଏବଂ ଭଲପାଇବା ଦ୍ଵାରା ପରିବାର ଦୁଖଃ ଦୂର କରିପାରୁଥିବ ସେହି ସ୍ତ୍ରୀ ବିବାହ ପାଇଁ ଯୋଗ୍ୟ ହୋଇଥାଏ ।

୩ -ଭଲପାଇବା ସୃଷ୍ଟି କରୁଥିବା ସ୍ତ୍ରୀ

ଭଲପାଇବା ସୃଷ୍ଟି କରୁଥିବା ସ୍ତ୍ରୀ ଏବଂ ନିଜ ସ୍ଵାମିର ସାଥ ଦେଉଥିବା ସ୍ତ୍ରୀ କୁ ଏକ ଭଲ ସ୍ତ୍ରୀ ବୋଲି କୁହାଯାଇଥାଏ ।

୪ -ସୁରକ୍ଷାତ୍ମକ ବ୍ୟବହାର

କାମଶାସ୍ତ୍ର ଆନୁସାରେ ଜୋଉ ସ୍ତ୍ରୀ ନିଜ ଭାଇ ଭଉଣୀଙ୍କ ସାଙ୍ଗରେ ଭଲ ବ୍ୟବହାର କରିଥାଏ ,ନିଜ ପିଲାକୁ ଭଲ ଶିକ୍ଷା ଦେଇଥାଏ ,ସେହିଁ ଉତ୍ତମ ସ୍ତ୍ରୀ ହୋଇଥାଏ ।

୫ -ପରିବାରର ଧ୍ୟାନ

ଯେଉଁ ସ୍ତ୍ରୀ ଭଲପାଇବା ଦ୍ଵାରା ତା ସ୍ଵାମିର ପରିବାରକୁ ଖୁସିରେ ରଖିଥାଏ ସେହି ସ୍ତ୍ରୀ ପରିବାର ପାଇଁ ସୁଖ ଏବଂ ସମ୍ବୃଧି ହୋଇ ଆସିଥାଏ ।

୬ -ସୌଭାଗ୍ୟଶାଳୀ ସ୍ତ୍ରୀ

ଯେଉଁ ସ୍ତ୍ରୀ ଆର୍ଥିକ ରୂପେ ପରିବାରକୁ ସହଯୋଗ ଦେଇଥାଏ ତାକୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଥାଏ । ଏହା ସହିତ ଯାହାର ସ୍ଵର ଦେବୀ ସରସ୍ଵତୀ ପରି ହୋଇଥାଏ ତାକୁ ସୌଭାଗ୍ୟଶାଳୀ ବୋଲି କୁହାଯାଇଥାଏ ।

୭ -ଧାର୍ମିକ ସ୍ତ୍ରୀ

ଯେଉଁ ସ୍ତ୍ରୀ ନିଜ ପରମ୍ପରା ଏବଂ ସଂସୃତିକୁ ନିଷ୍ଠାର ସହିତ ପାଳନ କରିଥାଏ ,ତାହାକୁ ପରିବାର ପାଇଁ ଶୁଭ କୁହାଯାଇଥାଏ । ଏହି ପରି ସ୍ତ୍ରୀ ତା ସ୍ଵାମି ପାଇଁ ସୌଭାଗ୍ୟର ଦ୍ଵାରା ଖୋଲିଥାଏ ।

୮ -ଭଲ ବ୍ୟବାହାର

ବିବାହ କରିବା ପାଇଁ ସ୍ତ୍ରୀ ଭିତର ଏଏହି ଗୁଣ ରହିବା ନିହାତି ଦରକାର ଏବଂ ଏହା ସାହାଯ୍ୟରେ ସେ ନିଜଠାରୁ ବଡ ଓ ଛୋଟ ଦୁଇପ୍ରକାର ଲୋକଙ୍କୁ ସାମ୍ନା କରିବାକୁ ଆସୁଥିବ । ଯେଉଁ ସ୍ତ୍ରୀ ଅନ୍ୟର ସାମ୍ନା କରିପାରେ ନାହିଁ ତାହେଲେ ସେ କେବେବି ନିଜ ସ୍ଵାମୀ ଏବଂ ତାଙ୍କ ପରିବାରକୁ କେବେ ଖୁସିରେ ରଖିପାରିବେ ନା ହିଁ ।

୯ -ଦୁନିଆଦାରୀର ଜ୍ଞାନ ରହିବା

ଯଦି କୌଣସି ସ୍ତ୍ରୀ ବାହାରକୁ ଯାଇ କାମ କରୁନାହାଁ ନ୍ତି , ତାହେଲେ ବି ତାଙ୍କର ଦୁନିଆର ସବୁ ବିଷୟରେ ଜାଣିବା ଦରକାର ।

ଏମିତିରେ ଆପଣଙ୍କୁ ସେ ଝା ସାଥିତ ବିବାହ କରିବା ଦରକାର ,ଯାହା ପରିବାରର ନା ସମାଜରେ ମାନ ସଂମ୍ମାନ ଥିବ ।

Leave a Reply

Your email address will not be published. Required fields are marked *