ସ୍ତ୍ରୀ ଥାଇ ବି ଯଦି ସ୍ଵାମୀ ଦେଖୁଥାଏ ପର୍ନ ତାହେଲେ ଏହା ମାନେ ସେ…

ଆମେ ସମସ୍ତେ ଜାଣିଛେକି ଦୁନିଆରେ ଭଲ ପାଇବା ଏକ ଏମିତି ଜିନିଷ ହୋଇଥାଏ ଯାହାକୁ ଖାଲି ଅନୁଭବ କରି ହୋଇଥାଏ । ଲୋକ ଏମିତି ଭାବିଥାନ୍ତି କି ଯଦି ଆମେ ଯାହାକୁ ଭଲ ପାଉଛୁ ଆମେ ତା ସହିତ ରିୟଲ ହେଇଥାଉ । ଯଦି ଏହାକୁ ଆପଣ ପ୍ରାକ୍ଟିକାଲି ଦେଖିବେ ତାହେଲେ ଏହା ବିଲକୁଲ ଭୁଲ ହିଁ ହୋଇଥାଏ । କାରଣ ସବୁ ପାର୍ଟନର ଜଣେ ଅନ୍ୟ ଜଣକୁ ବହୁତ କଥା ଲୁଚାଇଥାନ୍ତି ଏବଂ ବହୁତ କାମ ଏମିତି ହୋଇଥାଏ ଯାହା ତାଙ୍କୁ ଲୁଚିକି କରିବାକୁ ପଡିଥାଏ ।

ଏହି କଥାରେ ଆପଣ ସ୍ମୋକିଂ ଏବଂ ଡ୍ରିଙ୍କିଙ୍ଗ ବି ନେଇପାରିବେ । ଯାହା ଆପଣ ନିଜ ସାଥିଙ୍କ ସହିତ ଶେୟାର କରିବାକୁ ପସନ୍ଦ କରନ୍ତି ନାହିଁ ।

କାରଣ ତାଙ୍କୁ କୋଉଠିନା କୋଉଠି ଦର ଥାଏ କି ସେମାନେ ତାଙ୍କ ଜୀବନସାଥୀଙ୍କୁ ହରାଇଦେବେ । ଏଥିରେ ଗୋଟେ କଥା ଆହୁରି ବି ହୋଇଥାଏ ସେ ହେଉଛି ଆଶ୍ଳିସ ଭିଡିଓ ଦେଖିବା । ଲୋକମାନେ କହିଥାନ୍ତି କି ମୋ ସାଥି ଆଶ୍ଳିଷ ଭିଡିଓ ଦେଖିଥାଏ ତେବେ ଲୋକ ଭବିଥାନ୍ତି କି ସେ ବହୁତ ଖରାପ ଏବଂ ବେକାର ମଣିଷ ହୋଇଥାଏ । କିଛି ଲୋକ ଏମିତି ବି ଅଛନ୍ତି କି ଯିଏ କି ବିବାହ ପରେ ବି ଆଶ୍ଳିଷ ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି ।

ବିବାହ ପରେ ବି ଯଦି ସ୍ଵାମୀ ଏହି ଭିଡିଓ ଦେଖିଥାନ୍ତି ତାହେଲେ ସ୍ତ୍ରୀ ମାନଙ୍କ ମନରେ ଅଲଗା ଅଲଗା ପରକାରର ଭାବନା ଆସିଥାଏ ତାଙ୍କୁ ଲାଗିଥାଏ କି ତାଙ୍କ ସ୍ଵାମୀ ତାଙ୍କ ପ୍ରତି ଆଟ୍ରାକ ହୋଇନଥାନ୍ତି ନହେଲେ ସେ ତାଙ୍କୁ ଭଲ ପାଇନଥାନ୍ତି । ଆସନ୍ତୁ ଜାଣିବା ବିବହିତ ପୁରୁଷ ଆଶ୍ଳିଷ ଭିଡିଓ କାହିଁକି ଦେଖିଥାନ୍ତି ।

ଆସିଥାଏ ଏପରି ଭାବନା

ଯେବେ କୋଣସି ସ୍ତ୍ରୀ ତା ସ୍ଵାମୀକୁ ଆଶ୍ଳିଷ ଭିଡିଓ ଦେଖିବା ସମୟରେ ଧରିନେଇଥାଏ ତାହେଲେ ତା ମନରେ ଏହି ଭାବନା ଆସିଥାଏ କି କଣ ଏମିତି ଜରୁରୀ ପଡିଲାକି ତାଙ୍କ ସ୍ଵାମୀ ଏପରି ଭିଡିଓ ଦେଖୁଛନ୍ତି ନା ପୁଣି ସେ ତାଙ୍କର ଆବଶ୍ୟକତାକୁ ପୂରଣ କରିପାରୁନାହାଁନ୍ତି । କଣ ସେ ଆଉ କୋଉ ସ୍ତ୍ରୀ ପ୍ରତି ଆକର୍ଷିତ ହେଉଛନ୍ତି ।

ଗୋଟିଏ ମତଲବ ହୋଇନଥାଏ

ଯଦି ଆପଣ ଏପରି କିଛି ଭାବୁଛନ୍ତି ତାହେଲେ ଆପଣ ଭୁଲ । ଯଦି ଆପଣଙ୍କ ସ୍ଵାମୀ ଏହି ଆଶ୍ଳିଷ ଭିଡିଓ ଦେଖୁଥାନ୍ତି ଏହା କାରଣ ଏହା ହୋଇନଥାଏ କି ସେ ଏହାର ଅଭ୍ୟସ୍ତ ହୋଇଯାଇଛନ୍ତି ।

ଉତେଜନା ର କଥା

ମହିଳାମାନଙ୍କୁ ଜଣା ଥିବା କି ପୁରୁଷ ମାନଙ୍କ ଭିତରେ ଅଧିକ ଉତେଜନା ରହିଥାଏ ।

ଏଣ୍ଟରଟେନମେଣ୍ଟ ପାଇଁ

ଯଦି କୌଣସି ପୁରୁଷ ଏପରି ଭିଡିଓ ଦେଖିଥାନ୍ତି ତାହେଲେ ଏହାର ମାନେ ନୁହେକି ସେ ମହିଳାମାନଙ୍କୁ ସଂମମା କରନ୍ତି ନାହିଁ ବରଂ ସେ ତାର ମଜା ପାଇଁ ଏମିତି ଭିଡିଓ ଦେଖିଥାଏ ।

ଅସଭ୍ୟ ନୁହେଁ

ଏମିତି ବିଲକୁଲ ନୁହେଁ କି ଯେଉଁ ପୁରୁଷ ଏହି ଭିଡିଓ ଦେଖିଥାଏ ସେ ସଭ୍ଯ ହୋଇନଥାଏ ଏହା ଭାବିବା ଭୁଲ ହୋଇଥାଏ । ଯଦି ମଣିଷ ସତରେ ଏମିତି କାମ କରିପାରେ ତାହେଲେ ଦେଖିବାରେ ଭୁଲ କଣ ଅଛି ।

Leave a Reply

Your email address will not be published. Required fields are marked *