ସ୍ଵାମୀ ହୋଇଯିବେ କାଙ୍ଗାଳ! ଭୁଲରେବି ମହିଳାମାନେ ମଧ୍ୟରାତ୍ରିରେ ଏହି 5 ଟି କାମ କରନ୍ତୁ ନହିଁ

ଆଜି ଆମେ ଜାଣିବା ଏମିତି କିଛି କାମ ଅଛି ସନ୍ଧ୍ୟାପରେ କରିବା ଅନୁଚିତ ହୋଇଥାଏ । ଆଜି କଳିର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ସମସ୍ତେ ଭିନ୍ନ ଭିନ୍ନ ସମୟରେ କାମ କରିଥାନ୍ତି । ନିଜର ସମୟ ଅନୁଯାଇ କିଏ ସକାଳର କାମକୁ ସନ୍ଧ୍ୟାବେଳେ କରେ ତ ଓ ଆଉ କେତେକ ଅଳସୁଆ ସ୍ଵଭାବର ହୋଇ କାମସବୁକୁ  ବିଳମ୍ବରେ କରିଥାନ୍ତି । ବନ୍ଧୁଗଣ ଏପରି କିଛି କାମ ଅଛି  ଭୁଲରେବି ସନ୍ଧ୍ଯା ସମୟରେ କରିବା ଅନୁଚିତ । ଏମିତି କିଛି ଜିନିଷ ଅଛି ଆପଣ ଯଦି ସନ୍ଧ୍ୟା ସମୟରେ ଦେଇଥାନ୍ତି ଏହା ଶାସ୍ତ୍ରଅନୁସାରେ ବହୁତ ବଡ ଭୁଲ ହୋଇଥାଏ ।

ଶାସ୍ତ୍ରରେ କୁହାଯାଇଛି କିଏ ଯଦି ଆପଣଙ୍କୁ କିଏ ଦାନ ଆକାରରେ ମାଗିଥାନ୍ତି ତାହେଲେ ସେମାନଙ୍କୁ ଦିଅନ୍ତୁ । ତାହାଦ୍ୱାରା ଆପଣଙ୍କର ପୁଣ୍ୟ ହୋଇଥାଏ । ଏମିତି କିଛି ବସ୍ତୁ ଅଛି ଦାନ କରିବା ଦ୍ଵାରା ଗୃହରେ ଦାରିଦ୍ର୍ୟତା ମାଡିଆସିଥାଏ । ତା ଛଡା ମାତା ଲକ୍ଷ୍ମୀ ମଧ୍ୟ ସେ ଗୃହକୁ ଛାଡି ପଳେଇଥାନ୍ତି । ଭୁଲରେ ବି ସନ୍ଧ୍ୟା ସମୟରେ ଭୁଲରେ ବି ଏହି କମ କରନ୍ତୁ ନାହିଂ ।  ଯାହା କରିବା ଦ୍ଵାରା ଆପଣ ବିପଦରେ ପଡିଥାନ୍ତି । ଆସନ୍ତୁ ଜାଣିବା ସେଇସବୁ କାର୍ଯ୍ୟ ବିଷୟରେ ।

Image Courtesy: Google

ସନ୍ଧ୍ୟାସମୟରେ ଦୁଗ୍ଧ, ଦହି, ଛେନା ଜାତୀୟ ଜିନିଷ କାହାକୁ ଦିଅନ୍ତୁ ନାହିଁ

ଯଦି ଏହିସବୁ ଜିନିଷ ଦେଉଛନ୍ତି ତ ସୂର୍ଯ୍ୟାସ୍ତ ପୂର୍ବରୁ ଦିଅନ୍ତୁ, ସୂର୍ଯ୍ୟାସ୍ତ ପରେ ଦେବଦ୍ଵାର ମାତା ଲକ୍ଷ୍ମୀ ସେଇ ଘର ଛାଡି ପଳାଇଥାନ୍ତି । ତା ଛଡା ସେଇ ଗୃହରେ ଅଶାନ୍ତି ଲାଗିରହିବା ସହିତ ଧନର କମି ମଧ୍ୟ ହୋଇଥାଏ । ସନ୍ଧ୍ୟା ସମୟରେ ଏହି ସବୁ ଜିନିଷ କାହାକୁ ଦିଅନ୍ତୁ ନାହିଁ ।

Image Courtesy: Google

ସନ୍ଧ୍ୟା ସମୟରେ କାହା ଘରକୁ ଯାଆନ୍ତୁ ନାହିଁ

ଏହି କାମଟି ପ୍ରାୟ ସମସ୍ତଙ୍କ ଘରେ ହୋଇଥାଏ । ଘରର ମହିଳାମାନେ ଘରେ ଏକା ଏକା ବସି ବୋର ହୋଇଥାନ୍ତି, ତେଣୁ ପାଦୋଷୀଙ୍କ ଘରକୁ ବୁଲିବାକୁ ଚାଲି ଯାଇଥାନ୍ତି । କିନ୍ତୁ ବନ୍ଧୁଗଣ ଆପଣମାନେ ଜାଣିଛନ୍ତିକି ଶାସ୍ତ୍ରନୁସରେ ଏମିତି କାର୍ଯ୍ୟ କରିବା ଭୁଲ ଅଟେ ।ଘରର ମହିଳା ଯେଉନମାନଙ୍କୁ ଘରର ଲକ୍ଷ୍ମୀର ମାନ୍ୟତା ଦିଆଯାଇଛି ସେ ଯଦି ସନ୍ଧ୍ୟା ସମୟରେ ଅନ୍ୟକାହା ଘରକୁ ଯାଏ ଲକ୍ଷ୍ମୀ କୋପ କରିଥାନ୍ତି । ସେହିପରି ଘରେ ମାତା ଲକ୍ଷ୍ମୀ ରହିବାକୁ ପସନ୍ଦ କରିନଥାନ୍ତି ।

Image Courtesy: Google

ଲୁହା

ବନ୍ଧୁଗଣ ମନେ ରଖନ୍ତୁ ସୂର୍ଯ୍ୟାସ୍ତ ପରେ କାହାକୁ ବି ଲୁହାର ଜିନିଷ ଦିଅନ୍ତୁ ନାହିଁ । ଆମ ହିନ୍ଦୁ ଶାସ୍ତ୍ରରେ ଏପରି କୁହାଯାଇଛି ଯଦି କୌଣସି ବ୍ୟାକ୍ତିର ମୃତ ଶବକୁ ଯେତେବେଳେ ନିଆଯାଏ ସେତେବେଳେ ସାବଳ କୋଦାଳର ଆବଶ୍ୟକ ହୋଇଥାଏ । ତେଣୁ ଆପଣ ଭୁଲରେବି ସନ୍ଧ୍ୟା ସମୟରେ ଲୁହା ଜିନିଷ ଦିଅନ୍ତୁ ନାହିଁ । ଏପରିକି ବ୍ଲେଡଟୀ ହାଉ ମଧ୍ୟ କାହାକୁ ଦିଅନ୍ତୁ ନାହିଁ ।

Image Courtesy: Google

ସୂର୍ଯ୍ୟାସ୍ତ ପରେ ସାବୁନୁ କି ଶର୍ଫରେ ଲୁଗା ସଫା କରନ୍ତୁ ନାହିଁ

ଏହିକଥାକୁ ଧ୍ୟାନରେ ରଖିବେ ସୂର୍ଯ୍ୟାସ୍ତ ପରେ ଲୁଗା ପାଟାକୁ ସର୍ଫ ବ ସାବୁନିରେ ସଫା କରିବେ ନାହିଁ। ଏହି ସବୁ ଜିନିଷ ସନ୍ଧ୍ୟା ସମୟରେ କରିବା ଅନୁଚିତ । ସନ୍ଧ୍ୟା ସମୟରେ ଝାଡୁ କରିବା ଅନୁଚିତ, ଯଦି ରାତିରେ ଝାଡୁକରୁଛନ୍ତି  ତ ଘରର ଅଳିଆ ବାହାରକୁ ନିଅନ୍ତୁ ନାହିଁ ଗୋଟେ କୋଣରେ ରଖନ୍ତୁ । ଏପରିକରିବା ଦ୍ଵାରା ମାତା ଲକ୍ଷ୍ମୀ ସେଇଘର ଛାଡି ପଳେଇଥାନ୍ତି । ଘରର ସ୍ତ୍ରୀଲୋକ ସନ୍ଧ୍ୟା ପରେ ଏହି ସବୁ କମ କରିବା ଅନୁଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *