ଭୁଲରେ ବି ଜଳଖିଆ ରେ ଏହି ଖାଦ୍ୟ ଖାଆନ୍ତୁ ନାହିଁ, ହୋଇ ପାରେ ଆପଣଙ୍କୁ ବହୁତ ବଡ ଅସୁବିଧା

ଯଦି ସକାଳର ଆରମ୍ଭ ଭଲ ହୋଇ ଥାଏ ତେବେ ପୁରା ଦିନ ଭଲ ଯାଏ ବୋଲି କୁହା ଯାଏ, ଓ ଭଲ ଦିନ ଆରମ୍ଭ କରିବା ପାଇଁ ସବୁ ଠାରୁ ଆବଶ୍ୟକ ଜିନିଷ ଆପଣଙ୍କ ସକାଳ ଜଳଖିଆ ହୋଇ ଥାଏ ଯାହା ହେଲ୍ଦି ଓ ହେବି ହବା ଉଚିତ । ଯଦି ଆମେ ଭଲ ଜଳଖିଆ କରି ଥାଉ ତେବେ ଆମ ଦିନ ବହୁତ ଭଲ ଯାଇ ଥାଏ, ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହା ଜଳଖିଆ ରେ ଖାଇବା ଉଚିତ ନୁହଁ ।

ଖାଦ୍ୟ ଓ ଭଲ ଦିନ ସମ୍ପର୍କ ପେଟରୁ ହୋଇ ଥାଏ କାହିଁକିନା ପେଟ ଭର୍ତି ରହିଲେ ଆମ ମନ କୌଣସି ପ୍ରକାର କାମ ପାଇଁ ଲାଗି ଥାଏ କିନ୍ତୁ ପେଟ ଖାଲି ରହିଲେ ଆମେ କୌଣସି କାମ ଧ୍ୟାନ ଦେଇ କରି ପାରୁ ନା ।

ଆହାର ଆମ ଜୀବନ ର ମୁଖ୍ୟ ଜିନିଷ କିନ୍ତୁ ସଠିକ ସାମୀରେ ସଠିକ ଆହାର ସେବନ ନକଲେ ଏହାର କିଛି ମୂଲ୍ୟ ନଥାଏ ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କ ସକାଳ ଜଳିକ୍ଷା ପାଇଁ ଉଚିତ ନୁହ । ସର୍ବ ପ୍ରଥମେ ଏହା ଜାଣି ରଖନ୍ତୁ ଯେ ସକାଳ ଜଳିକ୍ଷା ରେ ଆପଣଙ୍କୁ କେବେ ବି ପନି ପାରିବା ଯୁସ ଇତ୍ୟାଦି ଭୁଲରେ ବି ସେବନ କରିବା ଉଚିତ ନୁହ ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହବ ଯେ ପାରିବା ଯୁସରେ ବିଟାମିନ, ମିନିରଲ୍ସ ଏବଂ ଏନ୍ଟିଆକ୍ସିଡେଣ୍ଟ ହୋଇ ଥାଏ କିନ୍ତୁ ଏହାକୁ ଜଳିକ୍ଷା ରେ ଖାଇବା ଉଚିତ ନୁହ କାହିଁକିନା ଏଥିରେ ଫାଇବର ଏବଂ ପ୍ରୋଟିନ ନଥାଏ ଯାହା କାରଣରୁ ଆପଣଙ୍କୁ ଭବିଷ୍ୟତ ରେ ସୁଗର ସମ୍ବନ୍ଧିତ ସମସ୍ଯା ହୋଇ ପାରେ ।

ପ୍ରାୟତଃ ଦେଖା ଯାଇଛି ଯେ ସକାଳ ଜଳିକ୍ଷା ପାଇଁ ବହୁତ ଲୋକ ବିସ୍କୁଟ, କୁକିଜ ଇତ୍ୟାଦି ଖାଇବା ପସନ୍ଦ କରି ଥାନ୍ତି, ପ୍ରାୟତଃ ଛୁଆମାନେ କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଯଦି ଆପଣ ମଧ୍ୟ ଏହାକୁ ସକାଳ ଜଳିକ୍ଷା ରେ ଖାଉଛନ୍ତି ତେବେ ଏହାକୁ ଛାଡି ଦିଅନ୍ତୁ । ଆପଣଙ୍କ ପାଇଁ ସକାଳେ ଦହି ବା ଅଣ୍ଡା ଧଳା ଅଂସ ଖାଇବ ଉଚିତ ହୋଇ ଥାଏ ଏହା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାର ପ୍ରୋଟିନ ପ୍ରାପ୍ତ ହୋଇ ଥାଏ । ଏହା ସେବନ ଦ୍ଵାରା ଆପଣଙ୍କ ଓଜନ ଭଲ ସନ୍ତୁଳିତ ହୋଇ ରହି ଥାଏ ଓ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହି ଥାଏ ।

Leave a Reply

Your email address will not be published. Required fields are marked *