ଭୃଷଙ୍ଗ ପତ୍ର ଯାହା ମୂଳରୁ ଭଲ କରେ ଏହି 5ଟି ବଡ ରୋଗ- Acharya Balkrishna

ଭୃସଙ୍ଗ ପତ୍ରକୁ ଆମେ ବିଭିନ୍ନ ପ୍ରକାର ର ଖାଦ୍ୟ ପ୍ରସ୍ତୁତ କଲା ବେଳେ ବ୍ୟବହାର କରିଥାଉ । ଏହା ଖାଦ୍ୟ ର ସ୍ଵାଦ କୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହା କୁ ରୋଷେଇ କାଯ୍ୟ ରେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ ଓ ସୁନ୍ଦରତା ପାଇଁ ମଧ୍ୟ ବ୍ୟବହାର କରିପାରିବା ।

ଭୃସଙ୍ଗ ପତ୍ର ର ମଧ୍ୟ ଅନେକ ଗୁଡ଼ିଏ ଆୁର୍ବେଦିକ୍ ଗୁଣ ଅଛି । ଯେଉଁଲୋମାନେ ୟାର ଆୁର୍ବେଦିକ୍ ଗୁଣ ବିଷୟରେ ଜାଣିଛନ୍ତି ସେମାନେ ଭୃସଙ୍ଗ ପତ୍ର କୁ କୁ ପ୍ରତିଦିନ ବ୍ୟବହାର କରୁଛନ୍ତି । ଯେଉଁଲୋମାନେ କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି ଭୃସଙ୍ଗ ପତ୍ର ତାଙ୍କ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ । ୟାକୁ ସେବନ କଲେ କ୍ୟାନସର ରୋଗ ରୁ ରକ୍ଷା ପାଇପାରିବେ ।

Image Courtesy: Google

୧: ଯେଉଁ ମାନଙ୍କ ଶରୀର ରେ କୋଲେଷ୍ଟୋଲ୍ ର ପରିମାଣ ଅଧିକ ଅଛି । ସେହି ବ୍ୟକ୍ତି ମାନେ ପ୍ରତିଦିନ ଭୃସଙ୍ଗ ପତ୍ର ସେବନ କଲେ ଏ ରୋଗରୁ ଲାଘବ ମିଳିବ । ଯାହା ଆପଣ ଙ୍କ ଶରୀରରେ ଥିବା କୋଲେଷ୍ଟୋଲ୍ ର ପରିମାଣକୁ କମାଇଦିଏ ।

୨: ଯେଉଁ ଲୋକମାନେ ହୃଦୟ ସମ୍ବନ୍ଧିତ କୌଣସି ରୋଗ ରେ ପୀଡ଼ିତ ଅଛନ୍ତି, ସେମାନେ ଭୃସଙ୍ଗ ପତ୍ର ପ୍ରତିଦିନ ଖାଇଲେ ସେ ସବୁରୁ ଉପଶମ ମିଳେ ।

Image Courtesy: Google

୩: ଯଦି ଆପଣ ଙ୍କ ର କେଶ ଉପୁଡୁଥିଲେ , ରୁପି ହେଉଥିଲେ ଆପଣ ପ୍ରତିଦିନ ଭୃସଙ୍ଗ ପତ୍ର ସେବନ କରନ୍ତୁ । ଏହାକୁ ସେବନ କରିବା ଦ୍ଵାରା କେଶ ସମ୍ବନ୍ଧିତ ସମସ୍ତ ଅସୁବିଧା ରୁ ରକ୍ଷା ପାଇବେ । ଏହା କେଶ କୁ କଳା, ଲମ୍ବା, ଓ ଘନ କରିବା ରେ ସାହାଯ୍ୟ କରେ ।

୪: ଅଧିକ ରୁ ଅଧିକ ଲୋକ ଡାଇବେଟିସ ଭଳି ରୋଗ ରେ ପୀଡ଼ିତ ହେଉଛନ୍ତି । ପ୍ରତିଦିନ ଭୃସଙ୍ଗ ପତ୍ର ସେବନ ଆପଣଙ୍କ ର ଶୁଗାର ଲେଭେଲ୍ କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଏହାକୁ ସେବନ କରିବା ଦ୍ଵାରା ଆପଣ ଲାଭଦାୟକ ହେବେ ।

Image Courtesy: Google

୫: ଆପଣଙ୍କ ର ପେଟ ରେ ଗ୍ୟାସ୍ , ଓ ଲିଭର ରେ କିଛି ଅସୁବିଧା ଥିଲେ ଆପଣ ପ୍ରତିଦିନ ଭୃସଙ୍ଗ ପତ୍ର ସେବନ କରନ୍ତୁ । ଭୃସଙ୍ଗ ପତ୍ର ପ୍ରତିଦିନ ସେବନ କଲେ ଏହା ଆପଣଙ୍କ ପେଟ କୁ ସଫା ରଖେ ଓ ହଜମ ଶକ୍ତି କୁ ବୃଦ୍ଧି କରେ । ଏହାକୁ ପ୍ରତିଦିନ ଆପଣଙ୍କ ଖାଦ୍ୟ ରେ ବ୍ୟବହାର କରଂତୁ ଦେଖିବେ କେତେ ଉପଶମ ମିଳିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *