ବିବାହରେ ଏହିଭଳି ନମୁନାକୁ ଦେଖିଲେ ଆପଣ ହସି ହସି ଗଡିବେ, ଥରେ ଦେଖନ୍ତୁ ଏହି Video… ଆପଣଙ୍କ ଦିନ ଖୁସିରେ କଟିବ

ବିବାହ ଏକ ଏମିତି ଶବ୍ଦ ଅଟେ ଯାହା ବିଷୟରେ ଶୁଣିବା ମାତ୍ରେ ହିଁ ଯବାନ ପୁଅ ଓ ଝିଅମାନଙ୍କ ମନରେ ଲଡୁ ଫୁଟିବା ଆରମ୍ଭ ହୋଇଯାଏ । ସମ୍ପର୍କୀୟ ଖୁସିରେ ନାଚିବାକୁ ଲାଗନ୍ତି । ଯଦି ଭାରତୀୟ ପରମ୍ପରା ବିଷୟରେ କହିବା ତେବେ ଏଠି ବିବାହକୁ ନେଇ ବହୁତ ନିୟମ ପାଳନ କରାଯାଏ । ଯେଉଁଥିରେ ନାଚ, ଗୀତ ଓ ଥଟ୍ଟା ମଜା ସବୁଥାଏ । କିନ୍ତୁ ବେଳେ ବେଳେ ବିବାହରେ କିଛି ଏମିତି ଘଟଣା ଘଟିଯାଏ ଯାହାକୁ ଦେଖିବା ମାତ୍ରେ ହିଁ ଲୋକମାନେ ହସିବାକୁ ଲାଗନ୍ତି ।

ସର୍ବେ ପ୍ରଥମେ ଏହି ଦୃଶ୍ୟକୁ ଦେଖନ୍ତୁ ଯିଏକି ନିଜର ବନ୍ଧୁର ବିବାହରେ ଏତେ ଖୁସି ଅଛି କି ସେ ନାଚୁ ନାଚୁ ଉଡିବାକୁ ଚେଷ୍ଟା କରୁଛି । କିନ୍ତୁ ସେ ଉଡି ପାରୁ ନାହିଁ । ଏହି ମହିଳାଙ୍କୁ ଦେଖନ୍ତୁ ବିବାହ ଦିନ ହିଁ କନ୍ୟା ଜଣକ ଏତେ ରାଗି ଯାଇଥିଲା କି କ୍ୟାମେରା ମ୍ୟାନ ବି ତାକୁ ଦେଖି ଡରିଗଲା ।

ଏହି ବିବାହରେ ଯେତେବେଳେ ଯୌତୁକ କଥା ସାମ୍ନାକୁ ଆସିଲା ତେବେ ଝିଅ ନିଜର ଭାବି ସ୍ଵାମୀ ଓ ତାର ପିତା ଦୁଇ ଜଣକୁ ଦୌଡି ସାହାର୍ଯ୍ୟରେ ଚୌକିରେ ବାନ୍ଧି ଦେଲେ ଓ ତାକୁ ମାରିବାକୁ ଆରମ୍ଭ କରିଦେଲେ । ଏହି ବ୍ୟକ୍ତିକୁ ଦେଖନ୍ତୁ ଯିଏକି ବିବାହ ପରେ ପରିବାର ଫୋଟରେ ହିରୋ ହେବା ଚକ୍କରରେ ପଛରେ ହ୍ୟାଙ୍ଗରରେ ଝୁଲି ଯାଉଛନ୍ତି ।

କିନ୍ତୁ କିଛି ସମୟ ମଧ୍ୟରେ ତଳେ ପଡି ବ୍ୟକ୍ତି ଜଣକ ନିଜର ହାଡ ଭାଙ୍ଗି ଦେଉଛନ୍ତି । ଏହି ଦୃଶ୍ୟରେ ଜଣେ ଫଟୋଗ୍ରାଫାର ବରକୁ କନ୍ୟାକୁ ଉପରକୁ ଉଠାଇ ପୁଣି ଥରେ ଧରିବାକୁ କହୁଛି । କିନ୍ତୁ ବର ର ବାଲାନ୍ସ ଚାଲିଗଲା ଓ ବାହାଘରର ପ୍ରଥମ ଦିନରେ ହିଁ ସ୍ତ୍ରୀକୁ ପାଣିରେ ଫୋପାଡି ଦେଲେ ।

ଏହି ଦୃଶ୍ୟରେ ଯେତେବେଳେ ପୁଅ ଓ ଝିଅ ବାହାରକୁ ଆସିଲେ ତେବେ କ୍ୟାମେରା ମ୍ୟାନ ତାକୁ ପୋଜ ଦେବାକୁ କହିଲା । କିନ୍ତୁ ଏମାନେ ଯେତେବେଳେ ଅଲଗା ଅଲଗା ପୋଜ ଦେଥିଲେ ତେବେ ଦୁଇ ଜଣ ହିଁ ତଳେ ପଡି ଗଲେ ।

ବିବାହ ସମୟରେ ବିଶେଷ କରି ମହିଳାମାନେ ଅଧିକ ନାଚିଥାନ୍ତି । ଏମିତିରେ ଏହି ମହିଳାଙ୍କୁ ଦେଖନ୍ତୁ ଯିଏ ନାଚିବାରେ ଏତେ ମଗ୍ନ ହୋଇଯାଇଥିଲେ କି ତାକୁ କେହି ବି କଣ୍ଟ୍ରୋଲ କରି ପାରୁ ନାହାନ୍ତି । କିଛି ବିବାହରେ ନାଚ ଗୀତ ନୁହେଁ ମଦ ପିଇବାର ଏକ ଭଲ ସମୟ ବୋଲି ଲୋକମାନେ ଚିନ୍ତା କରିଥାନ୍ତି । ଏମିତିରେ ଏହି ବରର ସାଙ୍ଗମାନେ ବରକୁ ଏତେ ମଦ ପିଆଇ ଦେଇଛନ୍ତି କି ବର କନ୍ୟା ଓ ଶାଳି ମଧ୍ୟରେ ଫରକ କରିବା ଭୁଲି ଗଲା ।

ବରମାଲା ପିନ୍ଧାଇବା ସମୟରେ ବର ସ୍ତ୍ରୀ ସ୍ଥାନରେ ତାର ଭାଉଣୀକୁ ବରମାଳା ପିନ୍ଧାଇ ଦେଲେ । କିନ୍ତୁ ଶେଷରେ ସେ ନିଜ ସ୍ତ୍ରୀକୁ ହିଁ ବରମାଳା ଦେଲେ । ଏଠି ଦେଖନ୍ତୁ ଜଣେ ମା ନିଜର ପୁଅର ବାହାଘରରେ ଏତେ ଖୁସି ଅଛନ୍ତି କି ସେ ନିଜର ପୁଅ ଓ ବୋହୁର ସ୍ଵାଗତ ନାଚି ନାଚି କରୁଛନ୍ତି ।

Leave a Reply

Your email address will not be published. Required fields are marked *