ବିବାହିତ ଦମ୍ପତି ଏହି ଯୋଜନାରେ ମାତ୍ର ଥରେ କରନ୍ତୁ ଆବେଦନ, ବର୍ଷକୁ ମିଳିବ 51 ହଜାର

ନମସ୍କାର ବନ୍ଧୁଗଣ, ମୋଦୀ ବିବାହିତ ଲୋକଙ୍କ ପାଇଁ ପେନସନ ର ଏକ ଭଲ ପ୍ଳାନ ଆଣିଛନ୍ତି । ଏହି ଯୋଜନା ଅନ୍ତର୍ଗତ ବିବାହିତା ଦମ୍ପତି କୁ ବର୍ଷକୁ ମିଳିବ 51 ହଜାର ଟଙ୍କା । ଆପଣମାନେ ଜାଣିଛନ୍ତି ଆଜିକାଲି ଲୋକ ମାନେ ସରକାରୀ ଚାକିରି କୁ ଏଥିପାଇଁ ଭଲ ପାଆନ୍ତି କାରଣ ଏଥିରେ ଭଲ ପେନସନ ମିଳିବାର ଆଶଙ୍କା ଥାଏ ।

ଅନ୍ୟ ପଟେ ବେସରକାରି କରୁଥିବା ଲୋକଙ୍କ ପାଖରେ ପେନସନର ବିକଳ୍ପ ତ ଥାଏ କିନ୍ତୁ ଘର ଚଳାଇବା ପାଇଁ ସେହି ପରିମାଣ ବହୁତ କମ ହୋଇପଡେ । ଏଭଳି ସ୍ଥିତିରେ ଆପଣ ଚାହିଁଲେ ମୋଦୀ ସରକାରଙ୍କର ଏହି ଯୋଜନା ଉପରେ ଆବଦେନ କରିବା ଉଚିତ । ଯାହା ଦ୍ଵାରା ଆପଣ ବାର୍ଷିକ ସ୍ଥିର ପେନସନର ଲାଭ ଉଠାଇ ପାରିବେ । ଆପଣ ଏହି ଯୋଜନାରେ 31 ମାର୍ଚ୍ଚ 2023 ଭିତରେ ଆବେଦନ କରି ପାରିବେ ।

ଯଦି ଆପଣ ଠିକ ସମୟରେ ନିବେଶ କରନ୍ତି ତେବେ ଆପଣ ବର୍ଷକୁ 51 ହଜାର ଟଙ୍କା ପାଇ ପାରିବେ । ଯଦି ଉଭୟ ସ୍ଵାମୀ ସ୍ତ୍ରୀ ଏହି ଯୋଜନାରେ ଆବେଦନ କରନ୍ତି ତେବେ ଆପଣଙ୍କୁ ପ୍ରଧାନ ମନ୍ତ୍ରୀ ଭୟ ବନ୍ଦନା ଯୋଜନାରେ ପ୍ରାୟ 3 ଲକ୍ଷ 7 ଜର ଟଙ୍କା ଜମା କରିବାକୁ ହେବ । ଏହି ଉପାୟରେ ଆପଣଙ୍କର ମୋଟ ନିବେଶ 6 ଲକ୍ଷ 15 ହଜାର ଟଙ୍କା ହୋଇଯିବ । ଏହି ଯୋଜନାରେ ସରକାର 7.40% ସୁଧା ପ୍ରଦାନ କରୁଛନ୍ତି ।

ଏହି ଉପାୟରେ ନିବେଶ କରି ଆପଣ ବାର୍ଷିକ 51 ହଜାର ଟଙ୍କା ପେନସନ କରି ପାରିବେ । ଯଦି ଆପଣ ଏହି ପେନସନ ମାସିକ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ 4100 ଟଙ୍କା ପେନସନ ମିଳିବ । ଆପଣ ଏହି ଯୋଜନାରେ ଯାହା ବି ଜମା କରିବେ ଆପଣଙ୍କୁ 10 ବର୍ଷ ପରେ ଫେରସ୍ତ କରିବେ ସରକାର । ଆପଣଙ୍କୁ ଏହି ଯୋଜନାରେ ମାତ୍ର 10 ବର୍ଷ ଯାଏଁ ନିବେଶ କରିବାକୁ ପଡିବ ।

ଏହା ପରେ ଆପଣଙ୍କ ଇଛା ଅନୁଯାୟୀ ବା ପ୍ରତି ମାସ ବା ବର୍ଷ ପେନସନ ଦେବା ଆରମ୍ଭ କରିବ । ଆଦି ଆପଣ ଏହି ପଲିଶି କୁ ମଝିରେ ସରେଣ୍ଡର କରନ୍ତି ତେବେ ଆପଣ ଏହି ଯୋଜନା ଅଧୀନରେ ଯାହା ଇ ନିବେଶ କରିଥିବେ ତାହା ଆପଣଙ୍କୁ ଫେରସ୍ତ କରି ଦିଆଯିବ । ଏବେ ଆସନ୍ତୁ ଜାଣିବା ଭୟ ବନ୍ଦନା  ଯୋଜନ କଣ । ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା ଯାହା ଏକ ସାମାଜିକ ସୁରକ୍ଷା ଯୋଜନା ।

ଏହି ଯୋଜନାରେ ପେନସନ ଭୋଗୀଙ୍କୁ ମାସିକ, ତ୍ରୈମାସିକ, ବାର୍ଷିକ ଭିତ୍ତି ରେ ପେନସନ ଦିଆଯାଏ । ଉଭୟ କେନ୍ଦ୍ର ସରକାର ଓ ଜୀବନ ବୀମା ଅଫ ଇଣ୍ଡିଆ ଏହି ଯୋଜନାକୁ ଏକାଠି ପରିଚାଳିତ କରନ୍ତି । 60 ବର୍ଷ କିମ୍ବା ତା ଠାରୁ ଅଧିକ ଲୋକ ଏହି ଯୋଜନା ଅଧୀନରେ ଆବେଦନ କରିପାରିବେ । ଏହି ଯୋଜନାରେ ନିବେଶକ 15 ଲକ୍ଷ ଟଙ୍କା ଯାଏଁ ନିବେଶ କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *