ବିବାହ ବନ୍ଧନରେ ବାନ୍ଧି ହେବେ କମେଡି କିଙ୍ଗ Gulua, ଦେଖନ୍ତୁ ତାଙ୍କ ନିର୍ବନ୍ଧର Full Video

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନେତା ଓ ଅଭିନେତ୍ରୀ ମାନେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ବିସଦେଶ କରି ଯେଉଁ କଳାକାର ମାନେ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି ସେମାନେ ନିଜର ବ୍ୟତିଗତ ଜୀବନୀକୁ ନେଇ ବେଶ ଚର୍ଚ୍ଚା ରେ ରହୁଛନ୍ତି । ସେମାନେ ନିଜର ବିବାହର ସବୁ ରସମ ସୋସିଆଲ ମିଡିଆରେ ସେୟାର କରିବାର ନଜର ଆସୁଛନ୍ତି । ଯେଉଁ ମାନେ ବିବାହ କରିବାକୁ ଯାଉଛନ୍ତି ସେମାନେ ମଧ୍ୟ ନିଜର ସବୁ ସେଲିବ୍ରେସନ ବିଷୟରେ ଗଣ ମାଧ୍ୟମରେ ସେୟାର କରୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ କମେଡି କିଙ୍ଗ ଗୁଲୁଆଙ୍କ ବିବାହ ବିଷୟରେ କିଛି ଅନୋଖା କଥା କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଗୁଲୁଆ ଙ୍କୁ ଜବରଦସ୍ତ କାମେଡି କରିବାର ନିଶ୍ଚୟ ଦେଖିଥିବେ । ସେ ତାଙ୍କର କମେଡି ଦ୍ଵାରା ଲୋକ ମାନଙ୍କୁ ହସାଇ ହସାଇ ଗଡାଇ ଦେଇଥାନ୍ତି । ତାଙ୍କର କମେଡି କୁ ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି । ତାଙ୍କୁ କାମେଡି କିଂ ଭାବେ ମଧ୍ୟ ଜଣାଯାଏ ।

ବର୍ତ୍ତମାନ ସେ ତାଙ୍କର ବାନ୍ଧବୀ ବର୍ଷା ଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଯାହା ସେ ନିଜର ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି । ଦୁହିଙ୍କର ନିର୍ବନ୍ଧ ମଧ୍ୟ ରୀତିନୀତି ଅନୁସାରେ ଶେଷ ହୋଇ ସାରିଛି । ଏକ ଇଣ୍ଟରବିୟୁ ରେ ଗୁଲୁଆ କହିଥିଲେ ଯେ ଯେତେବେଳେ ତାଙ୍କର ଖରାପ ସମୟ ଚାଲିଥିଲା ସେହି ସମୟରେ ତାଙ୍କର ବାନ୍ଧବୀ ବର୍ଷା ତାଙ୍କୁ ବହୁତ ସାହାଜ୍ଯ କରିଥିଲେ । ବର୍ଷା ଙ୍କ ସାହାଜ୍ଯ ଓ ସହଯୋଗ ପାଇଁ ଆଜି ସେ ଏହି ସ୍ଟେଜ ରେ ପହଞ୍ଚି ପାରିଛନ୍ତି ।

 

ଯେଉଁଥିରେ ସେ ବହୁତ ଭଲ ଇନକମ କରିବାର କହିଛନ୍ତି । ନିଜ ଜୀବନରେ ସଫଳତା ପଛରେ ସବୁ କ୍ରେଡିଟ ଗୁଲୁଆ ତାଙ୍କ ବନ୍ଧୁ ବର୍ଷା ଙ୍କୁ ଦେଇହକନ୍ତି । ଦୁହିଙ୍କର ନିର୍ବନ୍ଧ ପାର୍ଟି ରେ ଦୁହିଙ୍କର ବନ୍ଧୁ ଓ ପରିଜନ ମାନେ ସାମିଲ ହୋଇଥିଲେ । ଖୁବ ଧୁମଧାମ ରେ ଦୁହେଁ ନିଜର ଏନଗେଜମେଣ୍ଟ ପାର୍ଟି ସେଲିବ୍ରେସନ କରିବାର ନଜର ଆସିଛନ୍ତି ।

ଦୁହିଙ୍କ ପାର୍ଟି ରେ ଯାତ୍ରୀ କୁଇନ ରାନୀ ପଣ୍ଡା ମଧ୍ୟ ସାମିଲ ହୋଇଥିଲେ । ଦୁହିଙ୍କର ନିର୍ବନ୍ଧ ପାର୍ଟି ରେ ଦୁହେଁ କେକ କାଟିବା ସହ ପରସ୍ପର କୁ କେକ ଖୁଆଉ ଥିବାର ନଜର ଆସିଛନ୍ତି । ଦୁହେଁ ପରସ୍ପର କୁ ଜୀବନ ସାଥି ରୂପେ ପାଇ ବହୁତ ଖୁସି ଅଛନ୍ତି ବୋଲି ମତ ଦେଇଛନ୍ତି । ରାନୀ ପଣ୍ଡା ମଧ୍ୟ ଦୁଇ ଯୋଡିଙ୍କୁ ତାଙ୍କର ବୈବାହିକ ଜୀବନ ପାଇଁ ବେଷ୍ଟ ୱିଶ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଗୁଲୁଆ ଓ ବର୍ଷାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *