ବିବାହ ବନ୍ଧନରେ ବାନ୍ଧି ହେଲେ ଲିପ୍ସା ମିଶ୍ର, ଦେଖନ୍ତୁ ବିବାହର ସମ୍ପୁର୍ଣ୍ଣ Video

ଓଲିଉଡ ଅଭିନେତା ଦେବାଶିଷ ଓ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ଆପଣ ସମସ୍ତେ ଚିହ୍ନି ଥିବେ । ଅଭିନେତା ଦେବାଶିଷ ବହୁତ ଫିଲ୍ମରେ ଅଭିନୟ କରିବା ସହ ବହୁତ ରିୟାଲିଟି ଶୋରେ ଜଜ ରୂପରେ ବି ନଜର ଆସିସାରିଛନ୍ତି । ଯଦି ତାଙ୍କର ଓଲିଉଡ କ୍ୟାରିୟର ବିଷୟରେ କହିବା ତେବେ ସେ ଓଡିଆ ଆଲବମ ମାଧ୍ୟମରେ ଓଲିଉଡ ଦୁନିଆରେ ପ୍ରବେଶ କରିଥିଲେ । କହିଦେଉଛୁ କି ଅଭିନେତା ଦେବାଶିଷ ସାର୍ଥକରେ ପ୍ରସାରିତ ହେଉଥିବା ରଜ କୁଇନ ଶୋରେ ଜଜ ରୂପରେ ନଜର ଆସିଥିଲେ ।

ଏହି ଶୋ ଯୋଗୁ ସେ ପ୍ରାୟତଃ ଚର୍ଚାରେ ମଧ୍ୟ ରହୁଥିଲେ । କାରଣ ଏହି ଶୋରେ ତାଙ୍କର ଝିଅମାନଙ୍କ ପ୍ରତି ବ୍ୟବହାର ଯୋଗୁ ଲୋକମାନେ ତାଙ୍କୁ ବହୁତ କିଛି କହିଥିଲେ । ଯେଉଁ କାରଣରୁ ସେ ଏହି ଶୋ କାରଣରୁ ଓ ଶୋରେ ନିଜର ମନ୍ତବ୍ୟ କାରଣରୁ ପ୍ରାୟତଃ ଚର୍ଚାର ବିଷୟ ହୋଇ ରହୁଥିଲେ ।

ଯଦି ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବିଷୟରେ କହିବା ତେବେ ଲିପ୍ସା ମିଶ୍ର ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ଛଡା ସେ ବହୁତ ସିରିଏଲରେ ବି ନଜର ଆସିସାରିଛନ୍ତି । ବର୍ତ୍ତମାନ ସେ ହେ ପ୍ରଭୁ ସିରିଏଲରେ ଅଭିନୟ କରୁଛନ୍ତି । ହେ ପ୍ରଭୁରେ ଅଭିନେତ୍ରୀ ଲିପ୍ସା ଦାସଙ୍କ ଦମଦାର ଅଭିନୟ ବି ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସୁଛି । ଏହି କାରଣରୁ ଏହି ସିରିଏଲର ଟିଆରପି ବି ଉଚ୍ଚରେ ଅଛି ।

କିନ୍ତୁ କହିଦେଉଛୁ କି ବର୍ତ୍ତମାନ ଅଭିନେତା ଦେବାଶିଷ ଓ ଅଭିନେତ୍ରୀ ଲିପ୍ସା ଦାସ ବିବାହ କରିସାରିଛନ୍ତି । କିନ୍ତୁ ଯେମିତି କି ଆପଣମାନେ ଜାଣିଛନ୍ତି କି ଦେବାଶିଷ ପୂର୍ବରୁ ହିଁ ମୋନାଲିସାଙ୍କୁ ବିବାହ କରିଥିଲେ । ମୋନାଲିସାଙ୍କୁ ବିବାହ କରିବା ସତ୍ବେ ସେ କାହିଁକି ଲିପ୍ସା ମିଶ୍ରଙ୍କୁ ବିବାହ କରିଛନ୍ତି ଓ ଏହା ପଛର ଅସଲ କାରଣ କଣ ? କହିଦେଉଛୁ କି ଅଭିନେତା ଦେବାଶିଷ ଓ ଅଭିନେତ୍ରୀ ଲିପ୍ସା ମିଶ୍ର ଗୋଟିଏ ଫିଲ୍ମର ସେଟରେ ବିବାହ କରୁଛନ୍ତି ।

ଆସନ୍ତା କିଛି ଦିନ ମଧ୍ୟରେ ଏକ ନୂଆ ଫିଲ୍ମ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ଅଭିନେତା ଦେବାଶିଷ ଓ ଅଭିନେତ୍ରୀ ଲିପ୍ସା ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମର ନାଁ ହେଉଛି ରଙ୍ଗିଲା ବୋହୁ ୨ ।

ଏହି ଫିଲ୍ମର ଏକ ସିନରେ ଦୁଇ ଜଣ ପରସ୍ପରକୁ ବିବାହ କରିଛନ୍ତି । ଯାହାର କି ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଏହି ଫିଲ୍ମରେ ଲିପ୍ସା ମିଶ୍ର ବୋହୁ ଭୂମିକାରେ ନଜର ଆସିବେ ଓ ସେ ଦେବାଶିଷଙ୍କ ଘରେ ଏକ ମର୍ଡେନ ବୋହୁ ଭୂମିକାରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *