ଚୁପଚାପ କରନ୍ତୁ ଏହି ଗଛ ଦ୍ଵାରା ଶୀଘ୍ର ବିବାହ ପାଇଁ ମହାଉପାୟ, 1 ମାସରେ ବନିବ ବିବାହ ଯୋଗ

ଗୁପ୍ତ ନବରାତ୍ର ଏକ ଏପରି ନବରାତ୍ରି ଅଟେ ଯାହାକି ଏହି ଦିନ ଦଶ ମହାବିଦ୍ୟାଙ୍କୁ ପୂଜା କରାଯାଏ । ମହା ଦୂର୍ଗାଙ୍କୁ ପୂଜା କରାଯାଏ । କିଛି ଲୋକ ଏହିଦିନ ସାଧନା ମଧ୍ୟ କରିଥାନ୍ତି । ସେମାନେ ମାଙ୍କର ମନ୍ତ୍ରକୁ ଜପ କରି ସବୁ କିଛି ପାଇଥାନ୍ତି । ଦଶ ମହା ବିଦ୍ୟା ହେଉଛି ମହାଦେବଙ୍କ ପତ୍ନୀ ପାର୍ବତୀଙ୍କ ରୂପ ଅଟେ । କୁହା ଯାଇଥାଏ ଏହି ମାତା ପାର୍ବତୀ ହିଁ ଦଶ ମହାବିଦ୍ୟାର ମାତା ସତୀଙ୍କର ଦଶ ରୂପ ଅଟେ ।

ଆପଣଙ୍କର ଯେଉଁ ସମସ୍ୟା ହେଉନା କାହିଁକି ବହୁତ ଶୀଘ୍ର ଦୂରେଇଯିବ । ଯଦି ଆପଣଙ୍କର ବିଭାହରେ ବିଳମ୍ବ ହେଉଥିବ ବା କିଛି ଆସୁବିଧା ଦେଖା ଦେଉଥିବ ତେବେ ସେଥିରୁ ବହୁତ ଶୀଘ୍ର ମୁକ୍ତି ପାଇବେ । ଏହିଦିନ ମାନଙ୍କରେ ଆପଣ ଯଦି ମାଙ୍କର ପୂଜା କରୁଛନ୍ତି ଓ ସିଧି କରୁଛନ୍ତି ତେବେ ଦଶ ମହାବିଦ୍ୟାଙ୍କର ଆଶ୍ରିବାଦ ଫଳରେ ନିଜ ଭାଗ୍ୟ ମଧ୍ୟ ପରିବର୍ତନ କରିପାରିବେ ଓ ଆପଣଙ୍କୁ ସବୁ ଜିନିଷ ମିଳିଯିବ ।

ଆମ ହିନ୍ଦୁ ଧର୍ମରେ ଗଛ ଲତାକୁ ବହୁତ ମହତ୍ୟ ଦିଆ ଯାଇଛି । କେଉଁ ସମୟରେ ନିଜର ସ୍ୱାସ୍ଥ୍ୟ ପାଇଁ ଓ ଆଉ କେଉଁ ସମୟରେ ନିଜ ଉପରେ ପଡିଥିବା ବିପଦ ହେଊ । ଆପଣ ମାନେ ଛୋଟ ଛୋଟ ଉପାୟ କରି ସେଥିରୁ ଆପଣ ମୁକ୍ତି ପାଇ ପାରିବେ । ତୁଳସୀ ଗଛକୁ ଓ କଦଳୀ ଗଛ ଆମ ହିନ୍ଦୁ ଧର୍ମରେ ବହୁତ ମାନି ଥାଉ । ଆଜି ଆମେ ଆପଣଙ୍କୁ କହିବୁ ବିବାହ ବିଷୟରେ ।

ଯେଉଁ ମାନଙ୍କର ବୃହସ୍ପତି ଗ୍ରହ ଖରାପରେ ରହିଥାନ୍ତି ତେବେ ବିଭାହରେ ବିଳମ୍ବ ଆସିଥାଏ ଓ ବିଭାହୀତ ଜୀବନରେ ମଧ୍ୟ ବହୁତ ଅସୁବିଧା ଦେଖା ଦେଇଥାଏ । ଯଦି ଆପଣଙ୍କର ବୃହସ୍ପତି ଗ୍ରହ ଟିକେ ବି ଭଲ ଥିବ ତେବେ ଏପରି ଅସୁବିଧା ଦେଖା ଦେବ ନାହିଁ । ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । କଦଳୀ ଗଛର ଛେରକୁ ଆପଣ ଏକ ହଳଦିଆ କପଡାର ବାଧ୍ୟ ମଧ୍ୟ ଲଗାଇ ପାରିବେ ।

ଯେଉଁ ମାନେ କଦଳୀ ଗଛ ଲଗାଉଛନ୍ତି ସେମାନେ ସବୁ ବେଳ ପାଇଁ ମନେ ରଖିବା ଉଚିତ କି କଦଳୀ ଗଛକୁ ସକାଳ ସମୟରେ ହିଁ ଲଗାଇବେ । ଯାହା ଦ୍ଵାରା କେବେ ହେଲେ ଘରେ ଅଶାନ୍ତି ଦେଖାଦେବ ନାହିଁ । ଗୁରୁଙ୍କର ଶୁଭ ଦୃଷ୍ଟି ରହିଥିଲେ ଲୋକେ ବହୁତ ବୃଦ୍ଧିମାନ ଓ ଗୁଣବାନ ବ୍ୟକ୍ତି ହୋଇଥାଏ ।

ଯେଉଁ ମାନେ ବିଭାହ କରିବାକୁ ସେମାନେ ଏହି ସମୟରେ ଦୂର୍ଗା ମାତାଙ୍କ ପୂଜା କରି ଓ ତାଙ୍କର ମନ୍ତ୍ର ଜପ କରି ତାଙ୍କ ଠାରୁ ସିଧି ପ୍ରାପ୍ତି କରି ପାରିବେ ଓ ପୁରୁଷ ମାନେ ମଧ୍ୟ ଏହିପରି କରିବା ଫଳରେ ଆପଣଙ୍କ ପାଇଁ ବହୁତ ଲାଭ ହେବ । ଯଦି ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତେବେ ମାଙ୍କର ଉପାସନା କରନ୍ତୁ ନିଶ୍ଚୟ ଫଳ ପ୍ରଦ ହେବେ । କାତ୍ୟାନି ମାଙ୍କର ଷଷ୍ଠ ଅବତାର ଅଟେ ।

ଯଦି ଆପଣ ତାଙ୍କର ବୀଜ ମନ୍ତ୍ର ଜପ କରୁଛନ୍ତି ତେବେ ମାତାଙ୍କ ଆଶ୍ରିବାଦ ଫଳରେ ସବୁ ଜିନିଷ ପାଇ ପାରିବେ । ଅର୍ଥାତ ଯଦି ଆପଣଙ୍କୁ ଚାକିରି ମିଳୁ ନାହିଁ ବା ବିଭାହ ହେଇ ପାରୁ ନାହିଁ, ବ୍ୟବସାୟ ଭଲ ଭାବରେ ହେଉ ନାହିଁ । ମା ଙ୍କର ଏହି ବୀଜ ମନ୍ତ୍ରକୁ ଜପ କରିବା ଫଳରେ ସବୁ କିଛି ପାଇବେ ।

ଏହି ଉପାୟକୁ ଆପଣ ରାତି ୧୦ ପରେ କରିବାର ଅଛି । ପ୍ରଥମେ ଆପଣ ହଳଦୀ ପାଣିରେ ଗାଧୋଇବେ ଓ ଲାଲୀ ବସ୍ତ୍ର ପିନ୍ଧିବେ । ନିଜ ଶରୀରରେ ଯେପରି କୌଣସି ସୁଗନ୍ଧିତ ଜିନିଷ ନରହେ ଏହାର ଧ୍ୟାନ ରଖିବେ ।

Leave a Reply

Your email address will not be published. Required fields are marked *