୨ ଥର ଲଗାନ୍ତୁ ହାତ, ଗୋଡ, ଅଣ୍ଟା ଏବଂ ଗଣ୍ଠି କଷ୍ଟ ଭଲ ହୋଇଯିବ, ୯୦ ବର୍ଷ ପର୍ଯ୍ୟନ୍ତ ଦୌଡିବ- Health Tips

ବନ୍ଧୁଗଣ ମଣିଷର ବୟସ ଅନୁଶାରେ ତାହାର ଶରୀରରେ କଷ୍ଟ ଅଧିକ ବଢିଥାଏ । ମାତ୍ର ଅନେକ କ୍ଷେତ୍ରରେ ଆମେ ଦେଖିବାକୁ ପାଇଥାଉ ଯେ ଏହି କଷ୍ଟ ଯୁବା ଅବସ୍ଥାର ବ୍ୟକ୍ତି ମାନଙ୍କୁ ମଧ୍ୟ ହୋଇଥାଏ । ବନ୍ଧୁଗଣ ହଟାତ ଶରୀରର ପୀଡା ଏତେ ବଢିଯାଏ ଯେ ଆମେ ହଇରାଣ ହୋଇଯାଉ । କୌଣସି କାମରେ ମନ ଲାଗେ ନାହିଁ । ଏବଂ କ୍ରମଶ ଅନେକ ଔଷଧ ମଧ୍ୟ ସେବନ କରିଥାଉ ।

ବନ୍ଧୁଗଣ ଆଜି ଆମେ କିଛି ଏଭଳି ପଦ୍ଧତି ବିଷୟରେ ଜଣେଇବାକୁ ଯାଉଛୁ ଯେ ଆପଣଙ୍କର ତାହା ଅନେକ ଉପକାର କରିବ । ଆପଣଙ୍କୁ ତାହା ବହୁତ ଆରାମ ଦାୟକ ଦେବ ଏବଂ ଆପଣଙ୍କର ନାନା ପ୍ରକାର ଗଣ୍ଠି ସମସ୍ଯା କ୍ଷୟ ହେବ ଆସନ୍ତୁ ଜାଣିବା ସେହି ପଦ୍ଧତିଟି କଣ ଅଟେ ।

ବନ୍ଧୁଗଣ ଏହି ଜିନିଷଟିକୁ ଆପଣ ନିଜ ଘରେ ଥିବା ସମସ୍ତ ଆବଶ୍ୟକ ବସ୍ତୁ ମାନଙ୍କୁ ନେଇ ବାନାଇ ପାରିବେ । ଏହି ତେଲଟି ଆପଣଙ୍କର ବହୁତ ଉପକାର କରିବ । ଆପଣଙ୍କ ଶରୀରର ହାଡ ତଥା ଗଣ୍ଠି ଗୁଡିକୁ ମଜବୁତ କରିବ । ବନ୍ଧୁଗଣ ସେହି ଉପକରଣ ଗୁଡିକ ହେଉଛି; ସୋରିଷ ତେଲ, ଖଣ୍ଡେ ଅଦା, ଅଧ ଚାମଚ ଜୁଆଣୀ, ୫ ରୁ ୬ ଟି ଲବଙ୍ଗ, ଖଣ୍ଡେ ଡାଲଚିନି, ୬ ରୁ ୭ ଟି ରସୁଣ ପାଖୁଡା, ସର୍ବ ଶେଷ ସାମଗ୍ରୀ ଏକ ଚାମଚ ମେଥିଦାନା । ଏହି ସମସ୍ତ ଉପକରଣ ଆପଣଙ୍କ ରୋଷେଇ ଘରେ ପ୍ରାଏ ଦେଖିବାକୁ ମିଳେ ।

ଏଗୁଡ଼ିକୁ ଆପଣ ନେଇ ଗୋଟିଏ କଡେଇ ସାହାଯ୍ୟରେ ବନାଇବେ । ପ୍ରଥମେ ଗୋଟିଏ କଡେଇରେ ସୋରିଷ ତେଲ ପକାଇ ଦିଅନ୍ତୁ । ବନ୍ଧୁଗଣ ତେଲକୁ ଅଧିକ ଗରମ କରିବା ଆବଶ୍ୟକ ନାହିଁ । ଆପଣ ସେଥିରେ ଅଦା କାଟି ପକେଇ ଦିଅନ୍ତୁ । ଏହା ପରେ ରସୁଣ ଗୁଡିକୁ କାଟି ପକେଇ ଦିଅନ୍ତୁ । ଏହା ପରେ ୧ ଚାମଚ ମେଥିଦାନ କୁ ଗୁଣ୍ଡା କରି ପକାଇ ଦିଅନ୍ତୁ । ଏହାପରେ ଅଧ ଚାମଚ ଜୁଆଣୀ ପକାନ୍ତୁ । ଡାଲଚିନି ଖଣ୍ଡକୁ ଏହାପରେ ପକାଇ ଦିଅନ୍ତୁ । ଲବଙ୍ଗକୁ ଆପଣ ଏବେ ପକାନ୍ତୁ ନାହିଁ ।

ଏହାକୁ ବର୍ତମାନ ଧିମା ଆଞ୍ଚରେ ଗୋଟିଏ ଚାମଚ ସାହାଯ୍ୟରେ ଘାଣ୍ଟନ୍ତୁ । ଏହା କ୍ରମଶ ବ୍ରାଉନ ହେଇ ଆସିଲେ ପୂର୍ବରୁ ରଖିଥିବା ଲବଙ୍ଗ ଗୁଣ୍ଡାକୁ ଏଥିରେ ପକାଇ ଦିଅନ୍ତୁ । ବନ୍ଧୁଗଣ ଏହାକୁ ୨ ରୁ ୩ ମିନିଟ ଫୁଟାଇଲା ପରେ ତେଲର ରଙ୍ଗ ଚେଞ୍ଜ ହେଇ ସାରିଛି । ଏବେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ବନ୍ଧୁଗଣ ଆପଣ ଚାହିଁଲେ ଏହାକୁ ରାତିସାରା ଏପରି ଛାଡି ପାରିବେ । ବନ୍ଧୁଗଣ ତେଲଟି ସମ୍ପୂର୍ଣ ଭାବରେ ଥଣ୍ଡା ହେଇ ସାରିବା ପରେ ଏହାକୁ ଗୋଟିଏ ପାତ୍ରରେ ଛାଣି ଦିଅନ୍ତୁ ।

ଏବେ ଏହା ସମ୍ପୂର୍ଣ ପ୍ରସ୍ତୁତ ଅଟେ । ଏହାକୁ ଆପଣ ନେଇ ଧୀରେ ଧୀରେ ନିଜ ହାତରେ ମାଲିସ କରନ୍ତୁ । ଆପଣଙ୍କ ହାଡ ଶୁଷ୍କ ହେବା କାରଣରୁ ଆପଣଙ୍କୁ ଜଇଣ୍ଟ ପେନ ଭଳି ସମସ୍ଯା ଦେଖା ଯାଇଥାଏ । ଆପଣ ଏହି ମିଶ୍ରଣକୁ ନେଇ ସକାଳେ, ସନ୍ଧ୍ୟାରେ ଏବଂ ଶୋଇଲାବେଳେ ଯେଉଁଠାରେ ବ୍ୟଥା ହେଉଥିବ ସେହି ସ୍ଥାନ ଗୁଡିକରେ ଲଗାନ୍ତୁ । ଆପଣଙ୍କ ହାଡ ମଜବୁତ ହେବ ଏବଂ ଆପଣ ଲଗାତାର ଦଉଡି ପାରିବେ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *