ଆନ୍ତର୍ଜାତୀୟ କ୍ର୍ରିକେଟରୁ ଅବସର ନେଲେ କ୍ରିକେଟ ର ମହାନୟକ, ଫ୍ୟାନ୍ସ ମାନଙ୍କୁ କହିଲେ…

ଏହି କରୋନା ସମୟରେ ଗୋଟେ ଉପରେ ଗୋଟେ ଝଟକା ଲାଗୁଛି । କେଉଁଠି ବଲୀଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଷ୍ଟାର ମାନେ ଆତ୍ମହତ୍ୟା କରୁଛନ୍ତି ତ କେଉଁଠି କେଉଁ ବଡ ଷ୍ଟାରକୁ କିଛି ବଡ ରୋଗ ହେଉଛି । ଏହା ଭିତରେ କିଛି ଦିନ ତଳେ ଏକ ନ୍ଯୁଜ ଆସିଥିଲା ଯେ ଜଣେ କ୍ରିକେଟର ମଧ୍ୟ ଆତ୍ମହତ୍ୟା କରିଥିଲେ । ତେବେ ଏହି ସବୁ ଖବର ଶୁଣି ସମସ୍ତେ ଦୁଃଖରେ ଥିବା ବେଳେ ଆଜି ଆଉ ଏକ ବଡ ଖବର ଶୁଣିବାକୁ ମିଳୁଛି ଯାହା ସାରା କ୍ରିକେଟ ଜଗତକୁ ସ୍ତବଦ କରି ଦେଇଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ଯାପଟେନ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ।

Image Courtesy: Google

ଆଜିଭଳି ଦିନରେ ଯେଉଁଠି ସାରା ଦେଶ ସ୍ଵାଧୀନତା ଦିବସ ପାଳନ କରୁଛି ସେଇଠି ମାହି ଆଜି ନିଜ ଫ୍ୟାନ ମାନଙ୍କୁ ହତାସ କରିଦେଇଛନ୍ତି । ସେ ନିଅଜର ଇନଷ୍ଟାଗ୍ରାମ ପୋସ୍ଟରେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି- ‘ଆପଣମାନଙ୍କ ସମର୍ଥନ ଓ ଭଲପାଇବା ପାଇଁ ବହୁତ ବହୁତ ଧନ୍ୟବାଦ’ ।

Image Courtesy: Google

ଏହା ପୂର୍ବରୁ ସେ ୨୦୧୯ ବିଶ୍ଵକପ ଫାଇନାଲରେ ଟେଷ୍ଟ ମ୍ଯାଚରୁ ସନ୍ୟାସ ନେବାର ଘୋଷଣା କରିଥିଲେ ଓ ତା ପରଠୁ ଆଜି ପର୍ଯ୍ୟନ୍ତ ଧୋନୀ କୌଣସି ମ୍ୟାଚ ଖେଳିନାହାନ୍ତି । ସେ ଏକ ବହୁତ ଭଲ ଖେଳାଳି ସହ ଏକ ଭଲ କ୍ଯାପଟେନ ମଧ୍ୟ ଥିଲେ । ତାଙ୍କ ଅବସରକୁ ନେଇ ସବୁବେଳେ କିଛି ନା କିଛି କଥା ଚର୍ଚ୍ଚାରେ ରହୁଥିଲା । ହେଲେ ଆଜି ହଟାତ ତାଙ୍କର ଏହି ବଡ ଘୋଷଣା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ସେ ନିଜର ଅସଂଖ୍ଯ ପ୍ରଶଂସକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Image Courtesy: Google

କିନ୍ତୁ ଏବେବି ଅନୁମାନ କରାଯାଉଛି କି ସେ UAE ରେ ହେବାକୁ ଥିବା ଆଇପିଏଲ-୨୦୨୦ ରେ ଖେଳିପାରନ୍ତି । ଆଜି ସେ ଚେନ୍ନାଇରେ ପହଞ୍ଚିବାର ଦେଖିବାକୁ ମିଳିଛି । ସେ ଚେନ୍ନାଇ ସୁପର କିଂଙ୍ଗ୍ସର କ୍ୟାମ୍ପରେ ଥିବା ସୂଚନା ମିଳୁଛି । ତାଙ୍କ କ୍ଯାରିୟରରେ ସେ ଅନେକ ମ୍ଯାଚ ଜିତିଛନ୍ତି ଓ ସମସ୍ତ କପ ହାସଲ କରିଛନ୍ତି । ଧୋନୀଙ୍କ ପାଇଁ ଆପଣ କଣ ଭାବନ୍ତି ନିଶ୍ଚିନ୍ତ କମେଣ୍ଟ କରି ଜଣାଇବେ । ତାଙ୍କର ଏହି ନିସ୍ପତି ଠିକ ନା ଭୁଲ ? ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *