ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ ହୋଇଥାଏ ? Sri Krishna Upadesh

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବିଲେଇ ରାସ୍ତା କାଟିବା କୁ ଅଶୁଭ ବୋଲି ମାନା ଯାଇଥାଏ ଏମିତି ମାନ୍ୟତା ରହିଛି । କଣ ଏହା ସତ କି ? ଭଗବନା ଶ୍ରୀ କୃଷ୍ଣ ଏହାକୁ ନେଇ କଣ କହିଛନ୍ତି ଆଜି ସେହି ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସାଧାରଣ ରେ ଧାରଣା ରହିଛି କି ବିଲେଇ ଯିବା ସମୟରେ ବା ଘରୁ ବାହାରିବା ସମୟରେ ଆପଣଙ୍କ ରାସ୍ତା ଦେଇ ଚାଲିଗଲେ ଏହା ଅଶୁଭ ହୋଇଥାଏ । ଏହି ଧାରଣା କାରଣରୁ କିଛି ଲୋକ ମାନେ ବିଲେଇ ରାସ୍ତା କାଟିଲେ ଯାତ୍ରା ସମୟରେ ବାହାରି ଥିଲେ ବି କିଛି ସମୟ ଅଟକି ଯାଇଥାନ୍ତି ।

ସେହି ବ୍ୟକ୍ତି ହୁନ୍ଦୁ ହେଉ ବା ମୁସଲିମ ହେଉ । ଏହି ଅଶୁଭ ଶେଷ କରିବା ପାଇଁ ବ୍ୟକ୍ତି ଭାବିଥାଏ କି ଅନ୍ୟ କେହି ବ୍ୟକ୍ତି ଆସି ସେହି ରାସ୍ତା କୁ ପାର କରୁ । କିନ୍ତୁ ଏମିତି କାହିଁକି ହୋଇଥାଏ ? ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯଦି ବିଲେଇ ରାସ୍ତା କାତେ ତେବେ ଜରୁରୀ ନୁହେଁ କି ତାହା ଅଶୁଭ ହେବ । ଭଗବନା କୃଷ୍ଣ କହିଛନ୍ତି ବିଲେଇ ଆପଣଙ୍କୁ ପୂର୍ବ ଆଭାସ ହୋଇଥାଏ କି ମଣିଷ ସହ କିଛି ଖରାପ ହେବାକୁ ଯାଉଛି । ଏହି କାରଣରୁ ବିଲେଇ ଆପଣଙ୍କ ରାସ୍ତା କାଟିଥାଏ ଆଉ ଏହା ସୂଚନା ଦେଇଥାଏ କି ଆପଣଙ୍କ ସହ କିଛି ଖରାପ ହେବାକୁ ଯାଉଛି ।

ଗୀତା ରେ ମଧ୍ୟ ଲେଖାଅଛି କି ବିଲେଇ ରାସ୍ତା କାଟିଲେ ବା ଆପଣଙ୍କ ଯାତ୍ରା ସମୟରେ ଆପଣ ଆଗକୁ ଆସିଲେ ଏହା ସଂକେତ ଦେଇଥାଏ କି ଆପଣଙ୍କ ଆଡକୁ ବିପଦ ମାଡି ଆସୁଛି । ତେଣୁ ଏହା ବନ୍ଦ କରିବାକୁ ବିଲେଇ ସଂକେତ ମାଧ୍ୟମ ରେ ଆମକୁ ଜଣାଇଥାଏ । ଆଗକୁ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯଦି ବିଲେଇ ଘରକୁ ଆସି କାନ୍ଦି ଥାଏ ତେବେ ଏହା ମଧ୍ୟ ଶୁଭ ସଂକେତ ହୋଇଥାଏ । କୁହାଯାଏ ବିଲେଇ କାନ୍ଦିବାର ଅର୍ଥ ହେଉଛି କି ଆପଣଙ୍କ ଘରେ କାହାର ମୃତ୍ୟୁ ହେବାକୁ ଯାଉଛି ।

ଯଦି ଆପଣଙ୍କ ଘରେ ଦୁଇ ଟି ବିଲେଇ ଝଗଡା କରିବାର ଦେଖନ୍ତି ତେବେ ଘରେ ଧନ ହାନି ହେବାର ସୂଚନା ମିଳିଥାଏ । କିନ୍ତୁ ଏହାର ବିପରୀତ ଯଦି ବିଲେଇ ଆପଣଙ୍କ ଘର ବା ଆଖ ପାଖରେ ପିଲା ଜନ୍ମ କରିଥାଏ ତେବେ ଏହା ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଘରେ ଧନର ବର୍ଷା ହେବ । ଭଗବାନ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କୌଣସି ବିଲେଇ ଘରକୁ ବାରମ୍ବାର ଆସି କ୍ଷୀର ପିଇଯାଏ ତେବେ ଏହା ଧନ ଆଗମନର ସୂଚନା ଦେଇଥାଏ ।

ବାରମ୍ବାର ବିଲେଇ ଆସିବା ଅଶୁଭ ମାନା ଯାଇଥାଏ । ଏହାର ପ୍ରତିକାର ସ୍ୱରୂପ ଘରେ ସତ୍ୟ ନାରାୟଣ କଥା କରିବା ଉଚିତ । ଏହା ଦ୍ଵାରା ଆପଣ ଖରାପ ପ୍ରଭାବ ବ ବିପଦରୁ ରକ୍ଷା ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *