ବାଛନ୍ତୁ କୌଣସି ଗୋଟେ ଚିତ୍ର ଓ ଜାଣନ୍ତୁ ଆପଣଙ୍କ ବିଷୟରେ କିଛି ଖାସ କଥା-Psychological Test

ବନ୍ଧୁଗଣ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆପଣଙ୍କ ବ୍ୟକ୍ତିତ୍ବ ଓ ଅବଚେତନ ମନ ମଧ୍ୟରେ ଏକ ସିଧା ସମ୍ବଦ୍ଧ ରହିଥାଏ । ଅବଚେତନ ମନରେ କଣ ଚାଲୁଅଛି ବା ମାନସିକ ସ୍ତର କେମିତି ଅଛି ବା ପରିସ୍ଥିତିକୁ ଆପଣ କେମିତି ଦେଖୁଛନ୍ତି ତାହା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ନିର୍ଭର କରିଥାଏ । ଛୋଟରୁ ଛୋଟ ନିସ୍ପତି ଆପଣଙ୍କ ଅବେଚଟାଣ ମନ ସହ ଯୋଡି ହୋଇ ରହିଛି । ଆଜି ଆମେ ଆପଣଙ୍କୁ ୧ରୁ ୯ ପ୍ରକାରର ଚିତ୍ର ବିଷୟରେ କହିବୁ ଯାହା ପରେ ଆପଣ ଜାଣିପାରେ ଚିତ୍ର ମଧ୍ୟମରେ ଆପଣଙ୍କର ସ୍ଵଭାବ କିପରି ହୋଇଥାଏ । ତେବେ ବାଛନ୍ତୁ ମନ ପସନ୍ଦର ଚିତ୍ର ।

୧- ପ୍ରଥମ ଚିତ୍ର : ଯଦି ଆପଣ ପ୍ରଥମ ଚିତ୍ର ଚୁଜ କରିଛନ୍ତି ତେବେ ଆପଣ ବିଶାଳ ହୃଦୟ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ବିନା ନ ବୁଝି ଚ୍ୟାଲେଞ୍ଜ ଗ୍ରହଣ କରିଥାନ୍ତି ଆଉ ପୁରା କରିଥାନ୍ତି ।

୨- ଦ୍ଵିତୀୟ ଚିତ୍ର : ଯଦି ଆପଣଙ୍କୁ ଦ୍ଵିତୀୟ ଚିତ୍ର ଆକର୍ଷଣ କରିଛି ତେବେ ଆପଣ ସେମାନଙ୍କ ମଧ୍ୟରୁ ଜଣେ ଯିଏ ମାଟି ସହ ଜଡିତ ଅଟନ୍ତି । ଆପଣ ଆଖପାଖର ଲୋକଙ୍କ ଭଲ ମନ୍ଦ ର କେୟାର ନେଇଥାନ୍ତି ।

୩- ତୃତୀୟ ଚିତ୍ର : ଯଦି ଆପଣଙ୍କୁ ତୃତୀୟ ଚିତ୍ର ପସନ୍ଦ ଆସିଛି ତେବେ ଆପଣଙ୍କ ସହ ଏମିତି ଘଟଣା ଘଟିଛି ଯାହା ଏବେ ବି ଆପଣଙ୍କ ମନରେ ରହିଛି । ବେହତର ହେବ ଆପଣ ଏଥିରୁ ବାହାରକୁ ଆସିବାକୁ ଚେଷ୍ଟା କରନ୍ତୁ ।

୪- ଚତୁର୍ଥ ଚିତ୍ର : ଆପଣ ୯ଟି ଚିତ୍ର ମଧ୍ୟରୁ ଚତୁର୍ଥ ଚିତ୍ର ଚୁଜ କରିଥିଲେ ଆପଣଙ୍କର ଦାର୍ଶନିକ ଚିନ୍ତାଧାରା ରହିଛି । ପ୍ରତେକ ସ୍ଥିତି ବା ବସ୍ତୁକୁ ନେଇ ଆପଣଙ୍କର ଗଭୀର ଓ ଅଲଗା ଚିନ୍ତାଧାରା ରହିଛି ଯାହାକୁ ଦୁନିଆ ସାମାନ୍ଯ ଚିନ୍ତା ଭାବେ ବୁଝିପାରେ ନାହି । ଆପଣଙ୍କ ଠାରେ କେବେ ବି ଆତ୍ମବିଶ୍ଵାସ ଶେଷ ହୁଏ ନାହି ।

୫- ପଞ୍ଚମ ଚିତ୍ର : ଯଦି ଆପଣ ପଞ୍ଚମ ଚିତ୍ର ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ସବୁ କିଛି ବୁଝିବାରେ ସମୟ ଲାଗିଥାଏ । ଆପଣ ଉପରକୁ ଯେମିତି ଡେଖା ଯାଇଥାନ୍ତି ସେମିତି ନୁହନ୍ତି ।

୬- ଷଷ୍ଠ ଚିତ୍ର : ଆପଣ ଷଷ୍ଠ ଚିତ୍ର ପସନ୍ଦ କରିଥିଲେ ଆପଣ ସଂବେଦନଶୀଳ ଓ ଗଭୀର ଚିନ୍ତାଧାରା କରୁଥିବା ବ୍ୟକ୍ତି ଅଟନ୍ତି । ଛୋଟ ଛୋଟ କଥା ଆପଣଙ୍କ ଆଖିରେ ପଡିଯାଇଥାଏ ।

୭- ସପ୍ତମ ଚିତ୍ର : ଆପଣଙ୍କୁ ସପ୍ତମ ଚିତ୍ର ଅଧିକ ପସନ୍ଦ ଆସିଥିଲେ ଆପଣ ମସ୍ତି ମଉଜ କରିବା ସହ ଜୀବରେ କିଛି କରି ଦେଖାଇବା ଭଳି ବ୍ୟକ୍ତି ଅଟନ୍ତି ।

୮- ଅଷ୍ଟମ ଚିତ୍ର : ଅପାନଙ୍କୁ ୯ଟି ଚିତ୍ର ମଧ୍ୟରୁ ୮ମ ଚିତ୍ର ପସନ୍ଦ ଆସିଥିଲେ ଆପଣ କୌଣସି କଥାରେ ନରମାଲ ବ୍ୟବହାର କରନ୍ତି ନାହି । ଆପଣଙ୍କର ଅନ୍ଦାଜ ଖରାପ ନୁହେଁ ବରଂ ରୋଚକ ହୋଇଥାଏ ।

୯- ନବମ ଚିତ୍ର : ଆପଣଙ୍କୁ ୯ମ ଚିତ୍ର ପସନ୍ଦ ଆସିଥିଲେ ଆପଣଙ୍କୁ କେହି ବୋକା ବନାଇ ପାରିବେ ନାହି । ଆପଣ ତୀବ୍ର ଗତି ସହ ଜୀବନକୁ ସୁଖରେ କାଟିବା ବ୍ୟକ୍ତି ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *