ବିନା ପୂଜାରେ ହିଁ ସବୁ ଇଛା ହେବ ପୂର୍ଣ୍ଣ, ବାସ ପୂଜା ଦୀପରେ ପକାଇ ଦିଅନ୍ତୁ ଏହି ଗୋଟେ ଜିନିଷ- Vastu Shastra

ସନାତନ ଧର୍ମ ରେ ଦେବୀ ଦେବତା ଙ୍କ ପୂଜା ଆରତୀ ର ମହତ୍ବପୂର୍ଣ ଭୂମିକା ରହିଛି । ଆରତୀ ରେ ସ୍ଵାର୍ଥ ର ଗୁଣଗାନ କରିଥାନ୍ତି ଓ ଆରାଧ୍ୟା ମଧ୍ୟ କରିଥାନ୍ତି । ଯେ ଆମର ପାପ ପାଇଁ ଆମକୁ କ୍ଷମା କର । ଏହା ଦ୍ଵାରା ଆମ ମନକୁ ଶାନ୍ତି ର ଆଭାସ ହୋଇଥାଏ । ପ୍ରତ୍ୟେକ ଦିନ ଘରେ ଦ୍ଵିପ ଜଳାଇବା ଦ୍ଵାରା ବାସ୍ତୁ ଦୋଷ ଶେଷ ହୋଇଥାଏ । ଯଦି ଦ୍ଵିପ ଜଳାଇବା ସମୟରେ ଏହି ସବୁ କଥାର ଧ୍ୟାନ ରଖିଲେ ମନ୍ୟୁସ ର ମନ ଶାନ୍ତ ହେବ ସହ ଘରେ ଆର୍ଥିକ ସମସ୍ଯା ରୁ ମଧ୍ୟ ଦୂରେଇ ରଖେ ।

ସାଥିରେ ଦେବା ଦେବୀଙ୍କର ମଧ୍ୟ ଆଶୀର୍ବାଦ ମିଳିଥାଏ । ଯଦି ଦ୍ଵିପ ଜଳାଇବା ସମୟରେ କିଛି କଥାର ଧ୍ୟାନ ନ ରଖିଲେ ଘରୁ ସୁଖ ଓ ଶାନ୍ତି ଦୂର ହେବା ସହ ଆର୍ଥିକ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ ।

ଧାର୍ମିକ କାର୍ଯ୍ୟରେ ଖଣ୍ଡିତ ଦ୍ଵିପ ର ପ୍ରୟୋଗ କେବେ ବି କରନ୍ତୁ ନାହିଁ । ପୂଜା କରିବା ସମୟରେ ସଫା ଓ ଠିକ ଦ୍ଵିପ ର ପ୍ରୟୋଗ କରନ୍ତୁ । ଧାର୍ମିକ କାର୍ଯ୍ୟ ରେ ଖଣ୍ଡିତ ଦ୍ଵିପ କୁ ଅଶୁଭ ମାନା ଯାଇଥାଏ । ଯଦି ଆପଣ ଘିଅ ର ଦ୍ଵିପ ଜଳାଇବାକୁ ଚହୁଁଛନ୍ତି ତେବେ ସର୍ବଦା ଧଳା ବଳିତା ର ପ୍ରୟୋଗ କରନ୍ତୁ । ଯଦି ତେଲ ର ଦ୍ଵିପ ଜଲଉଛନ୍ଥି ତେବେ ନାଲି ରଙ୍ଗ ର ସୂତା ଜଳାଇବା ବହୁତ ଶୁଭ ମାନା ଯାଇଥାଏ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ବନି ରହିଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ଯା ରେ ଦ୍ଵିପ ଜଳାଇବା ଦ୍ଵାରା ଘରେ ସର୍ବଦା ସକାରାତ୍ମକ ଉର୍ଜ୍ଜା ର ପ୍ରବାହ ହୋଇଥାଏ । ନିତ୍ୟ କର୍ମ ର ଏକ ନିୟମ କରନ୍ତୁ । ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ଵାର ରେ ଏକ ଦ୍ଵିପ ସର୍ବଦା ଜଳାନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି । ଧ୍ୟାନ ରଖନ୍ତୁ ଦ୍ଵିପ ଜଳାଇ ଭୂମିରେ ନ ରଖି ଚାଉଳ କିମ୍ବା ଧାନ ରଖି ତା ଉପରେ ଦ୍ଵିପ ଲଗାନ୍ତୁ । ଏହା ଦ୍ଵାରା ଘରେ ନକରାତ୍ମକ ଶକ୍ତି ଘରୁ ଦୂରେଇ ରହିଥାଏ ।

ପ୍ରତ୍ୟେକ ଦିନ ପିଇବା ବାସନ ପାଖରେ ଗୋଟେ ଘିଅ ର ଦ୍ଵିପ ଜଳାଇ ରଖିବା ଦ୍ଵାରା ଘରେ ଧନ ର ବୃଦ୍ଧି ହେବ ସହ ସ୍ୱାସ୍ଥ୍ୟ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଧନ ସମ୍ବନ୍ଧିତ ସମସ୍ଯା ଦୂର କରିବା ନିମନ୍ତେ ମାତା ଲକ୍ଷ୍ମୀ ଙ୍କ ସମନ୍ନା ରେ ଏକ ସାତ ମୁଖୀ ଦ୍ଵିପ ଜରୁରୀ ଲଗାନ୍ତୁ । ଏହା କରିବା ଦ୍ଵାରା ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଥାଏ ଓ ଅଟକି ରହିଥିବା ଧନ ମଧ୍ୟ ପ୍ରାପ୍ତ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ସର୍ବଦା ସୁଖ ସମୃଦ୍ଧି ବନାଇବା ନିମନ୍ତେ ବୁଧବାର ଦିନ ଭଗବାନ ଗଣେଶ ଙ୍କ ପାଖରେ ତିନି ମୁଖୀ ଘିଅ ଦ୍ଵିପ ଜରୁରୀ ଲଗାନ୍ତୁ ।

ଏହା ପରେ ଦୂବ ଘାସ ଚଢାଇ ନିଜ ସମସ୍ୟା କଥା କୁହନ୍ତୁ ।  ଏହା କରିବା ଦ୍ଵାରା ଘରେ ଧନଧ୍ୟାନ ର ସମସ୍ୟା ଦୂର ହୋଇଥାଏ । ରାହୁ ଓ କେତୁ ଦୋଷରୁ ମୁକ୍ତି କରିବା ନିମନ୍ତେ ସକାଳ ଓ ସନ୍ଧ୍ୟା ରେ ରାସୀ ତେଲ ର ଦ୍ଵିପ ଜଳାନ୍ତୁ । ଏହା କରିବା ଦ୍ଵାରା କୁଣ୍ଡଳୀ ରେ ଥିବା ରାହୁ ଓ କେତୁ ଦୋଷ ରୁ ମୁକ୍ତି ମିଳିଥାଏ । ଏବଂ ସୋରିଷ ତେଲ ର ଦ୍ଵିପ ଜଳାଇବା ଦ୍ଵାରା ଶନି ଙ୍କ ପ୍ରକୋପ ରୁ ମଧ୍ୟ ମୁକ୍ତି ମିଳିଥାଏ ।

ବହୁତ ପରିଶ୍ରମ କରିବା ସତ୍ବେ ଯଦି ଆପଣଙ୍କୁ ଉଚିତ ଫଳ ମିଳୁ ନାହିଁ ତେବେ ମଙ୍ଗଳବାର ଦିନ ହନୁମାନ ଙ୍କ ସମନ୍ନା ରେ ଏକ ଲବଙ୍ଗ ଯୋଡା ଦେଇ ସୋରିଷ ତେଲ ର ଦ୍ଵିପ ପ୍ରଜ୍ଵଳିତ କରନ୍ତୁ । ଏବଂ ତା ସହ ହନୁମାନ ଚାଳିଶା ର ପାଠ ମଧ୍ୟ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *