ବିନା ବିବାହରେ ଛୁଆ ଜନ୍ମ କରିବାକୁ ଚାହାନ୍ତି ଏହି ବଲୀଉଡ ଅଭିନେତ୍ରୀ, ନାମ ଜାଣିଲେ ଉଡିଯିବ ହୋସ

ମା ହବା ସବୁ ମହିଳାଙ୍କ ପାଇଁ ବହୁତ ବଡ କଥା ଅଟେ, ସମସ୍ତେ ଏହି ସ୍ବପନ ଦେଖିଥାନ୍ତି ତେବେ ବଲୀଉଡ ଅଭିନେତ୍ରୀ ତବ୍ବୁ ବର୍ତମାନ ୪୯ ବର୍ଷ ର ଅଛନ୍ତି ଓ ବର୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି, ତବ୍ବୁଙ୍କୁ ବିବାହ ନକରିବା ପାଇଁ କୌଣସି ଦୁଃଖ ବା ଆଫଶୋଷ ନାହିନ, ସେ ନିଜ ଜୀବନ ପୂର୍ଣ ଆତ୍ମବିଶ୍ଵାସ ଏବଂ ଖୁସି ସହ ବିତେଇ ଚାଲିଛନ୍ତି । ସେ ଅନ୍ୟ ଲୋକଙ୍କ ସାମ୍ନାରେ ଆତ୍ମବିଶ୍ଵାସ ସହ କହିବା ପାଇଁ ପ୍ରସିଦ୍ଧ ଅଟନ୍ତି, ସେ ମିଡିଆ ସାମ୍ନାରେ ବହୁତ ଏମିତି କଥା କହିଛନ୍ତି ଯାହା ବ୍ୟବହାର କରି ଝିଅ ମାନେ ନିଜ ଜୀବନ ସୁଧାରୀ ପାରିବେ ।

ଯେବେ ବି କୌଣସି ଝିଅ ଏକୁଟିଆ ବଞ୍ଚିବା ପାଇଁ ନିଷ୍ପତ୍ତି କରିଥାଏ, ତେବେ ଏହା ବହୁତ କଷ୍ଟକର ନିଷ୍ପତ୍ତି ହୋଇଥାଏ, ଏହି ନିଷ୍ପତ୍ତି ପାଇଁ ଘର ଲୋକ ବହୁତ ଚିନ୍ତିତ ହୋଇଥାନ୍ତି ଓ ପଡୋଶୀ ଏବଂ ସମ୍ପର୍କୀୟ ଲୋକଙ୍କ ପାଟି ଖୋଲି ଯାଇଥାଏ ।

Image Courtesy: Google

ବହୁତ ଲୋକ ଝିଅକୁ ବିବାହ ପାଇଁ ବହୁତ କିଛି କହିଥାନ୍ତି, ଯଦି ଆପଣ ମଧ୍ୟ ଏହି ଭଳି ଲୋକଙ୍କ ଠାରୁ ସମସ୍ଯାରେ ଅଛନ୍ତି ତେବେ ଟେନସନ ନିଅନ୍ତୁ ନାହିଁ । କେବଳ ତବ୍ବୁଙ୍କ ଏହି ଡାଇଲାଗ ଗୁରାକ ତାଙ୍କୁ ମାରନ୍ତୁ ଦେଖିବେ ଆପଣଙ୍କୁ ଦୁତୀୟ ଥର କିଛି କହିବା ଆଗରୁ ସେ ଦଶ ଥର ବିଚାର କରିବେ ।

Image Courtesy: Google

ଆପଣଙ୍କ ବିବାହ କେବେ ହବ ?

ଯେତେବେଳେ ଜଣେ ଗୋଟେ ଇଣ୍ଟରଭ୍ୟୁରେ ଗୋଟେ ପ୍ରଶ୍ନ ପ୍ପଚାରିଥିଲେ ଯେ ଆପଣ ବର୍ତମାନ ପର୍ଯ୍ୟନ୍ତ ବିବାହ କାହିଁ କରି ନାହାନ୍ତି ? ସେ ହଟାତ ଉତ୍ତର ଦେଇଥିଲେ ଆପଣଙ୍କୁ ମୋ ବିବାହ ପାଇଁ ଏତେ ଇଛା କଣ ପାଇଁ କଣ ଆପଣ ମନୋବେଜ୍ଞାନିକ ବିଶ୍ଳେଷଣ କରିବାକୁ ଚାହନ୍ତି ? ପ୍ରଶ୍ନ ବହୁତ ଚିଡିବାର ଅଟେ ଅଲଗା କିଛି ପଚାରନ୍ତୁ ।

ବୟଫ୍ରେଣ୍ଡ ଅଛି ?

ଯେତେବେଳେ କୌଣସି ଝିଅ ବିବାହ କରନ୍ତି ନାହିଁ ବା ପୁଅ ବାଛି ପାରନ୍ତି ନାହିଁ ତେବେ ତାଙ୍କ ପାଖରେ ପ୍ରେମୀ ହୋଇଥାନ୍ତି । ତବ୍ବୁଙ୍କ କହିବା ଅନୁଯାଇ ତାଙ୍କ ବିଷୟରେ ବହୁତ କିଛି ଲେଖା ହୋଇଛି ବହୁତ ଖରାପ ମଧ୍ୟ କିନ୍ତୁ ସେ କେବେ ପ୍ରତିକ୍ରିୟା କରି ନାହାନ୍ତି କାହିଁକିନା ଏହି ଭଳି ଖବର ଉପରେ ପ୍ର୍ତିକ୍ରିୟା କଲେ ନିଆରେ ତେଲ ଢାଳିବା କାମ ହୋଇଥାଏ ।

Image Courtesy: Google

ଛୁଆଙ୍କ ବିଷୟରେ କଣ ?

ତବ୍ବୁ ବହୁତ ଖୋଲା ମାଇଣ୍ଡ ଲୋକ ଅଟନ୍ତି ସେ ଏହା ମଧ୍ୟ କହିଛନ୍ତି ଯେ ସବୁ ମହିଳାଙ୍କୁ ମା ହବାର ଅଧିକାର ଅଛି ତେବେ ସେ ବିବାହିତ ହୁଅନ୍ତୁ ବା ଅବିବାହିତ । ଛୁଆ ଜନ୍ମ କରିବା ପାଇଁ ବିବାହ କରିବା ବା ଖରାପ କାମ କରିବା ଆବଶ୍ୟକ ନାହିଁ ଆଜିକା ସମୟରେ ବୈଜ୍ଞାନ ବହୁତ ଆଗକୁ ବଢି ଯାଇଛି ।

Leave a Reply

Your email address will not be published. Required fields are marked *