ବ୍ଲଡ ପ୍ରେସର କମ କରିବାର ୫ ଟି ସରଳ ଉପାୟ- Health Tips

ଆଜିକାଲି କେତେକେ ରୋ-ଗ ଅଛି ଯାହା ବହୁତ ସାଧରାଣ ହୋଇଯାଇଛି । ଅର୍ଥାତ ସେହି ରୋ-ଗରେ ପ୍ରାୟତଃ ୧୦ ଜଣଙ୍କ ମଧ୍ୟରେ ୫ ଜଣ ପୀଡିତ ଅଛନ୍ତି ।

ସେହି ସମସ୍ତେ ରୋ-ଗ ମଧ୍ୟରେ ଗୋଟିଏ ରୋ-ଗ ହେଉଛି ବ୍ଲଡ ପ୍ରେସର ଯାହାକୁ ଉଚ୍ଚ ରକ୍ତଚାପ ବୋଲି ବି କୁହାଯାଏ । ଏହି ରୋ-ଗରେ ପ୍ରାୟତଃ ଲୋକମାନେ ପୀଡିତ ହୋଇ ଔଷଧର ସେବନ କରୁଛନ୍ତି । ଉଚ୍ଚ ରକ୍ତଚାପ ଆମର ଦୈନଦିନର ଜୀବନ, ଖାଦ୍ୟଶୈଳୀ ଓ ଶୋଇବାରେ ଅନିମୟତା ହେବା କାରଣରୁ ହୋଇଥାଏ ।

ଯଦି ଏହି ରୋ-ଗକୁ ଆପଣ ଅବହେଲା କରିବେ ତେବେ ଏହା ଭବିଷ୍ୟତରେ ହୃଦଘାତର କାରଣ ବି ହୋଇପାରେ । ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେବେ । ଏମିତିରେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧର ସେବନ କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ୫ ଟି ସରଲ ଉପାୟ କହିବୁ । ଯାହାକୁ ଯଦି ଆପଣ ଅନୁସରଣ କରିବେ ତେବେ ଆପଣ ଏହି ରକ୍ତଚାପ ରୋ-ଗରୁ ମୁକ୍ତି ପାଇ ଯିବେ ।

ସଠିକ ପରିମାଣର ଲୁଣ

ସାଧାରଣତଃ ଆମେ ଯେଉଁ ଧଳା ଲୁଣର ସେବନ କରୁଛୁ ତାହା ଆମ ଶରୀରରେ ସୋଡିୟମର ମାତ୍ରାକୁ ସଠିକ ରଖିବ କିନ୍ତୁ ପୋଟାସିୟମର ମାତ୍ରାକୁ ଠିକ ରଖି ପାରିବ ନାହିଁ ।

ସେଥିପାଇଁ ବ୍ଲଡ ପ୍ରେସରେ ଶିକାର ହୋଇଥିବା ବ୍ୟକ୍ତି ଯଦି କଳା ଲୁଣ କିମ୍ବା ପିଙ୍କ ରଙ୍ଗର ଲୁଣର ସେବନ କରିବେ ତେବେ ସେମାନଙ୍କର ରକ୍ତଚାପକୁ ଏହା ନିୟନ୍ତ୍ରିତ କରିବାରେ ସହଯୋଗ କରିବ ଓ ରକ୍ତରେ ସୋଡିୟମ ଓ ପୋଟାସିୟମର ମାତ୍ରାକୁ ସଠିକ ରଖିବ ।

ପ୍ୟାକେଟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ

ଯଦି ଆପଣ ବ୍ଲଡ ପ୍ରେସର ରୋ-ଗରେ ପୀଡିତ ଅଛନ୍ତି ଓ ଅତ୍ୟଧିକ ପରିମାଣରେ ପ୍ୟାକେଟ ଖାଦ୍ୟ ସେବନ କରୁଛନ୍ତି ତେବେ ଏହା ଠାରୁ ଦୂରେଇ ରୁହନ୍ତୁ । କାରଣ ଏହି ପ୍ୟାକେଟ ଖାଦ୍ୟ ଗୁଡିକ ଆପଣଙ୍କ ଶରୀରରେ ଚର୍ବି ଓ ମେଦବହୁଳତା ବୁଦ୍ଧି କରିବେ । ଯେଉଁ କାରଣରୁ ଆପଣଙ୍କ ଶରୀରରେ ବ୍ଲଡ ପ୍ରେସର ମାତ୍ରା ସଠିକ ରହିବ ନାହିଁ ।

ଘର ତିଆରି ଆଚାର ଓ ପାମ୍ପଡ ସେବନ କରନ୍ତୁ

ଯଦି ଆପଣ ଘର ତିଆରି ଆଚାର ସେବନ କରୁଛନ୍ତି ତେବେ ଏଥିରେ ଯେଉଁ ବ୍ୟାକ୍ଟେରିୟା ଥାଏ ତାହା ଆପଣଙ୍କର ଶରୀର ପାଇଁ ହିତକାରୀ ହୋଇଥାଏ । ଏହା ସହ ଆପଣଙ୍କର ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ ରଖିଥାଏ । ସେହିଭଳି ଘର ତିଆରି ପାମ୍ପଡ ବି ଏହି ରୋ-ଗର ପୀଡିତ ବ୍ୟକ୍ତିଙ୍କ ପାଇଁ ଭଲ ହୋଇଥାଏ ।

ଭରପୁର ନିଦ

ଯଦି ଆପଣ ଶୋଇ ପାରୁ ନାହାନ୍ତି ତେବେ ଶରୀରରେ ବିଭିନ୍ନ ପ୍ରକାରର ରୋ-ଗ ଜନ୍ମ ହୋଇଥାଏ । ଏମିତିରେ ଯଦି ୬ ରୁ ୮ ଘଣ୍ଟା ନିଦ ନେଉଛନ୍ତି ତେବେ ଏହା ରକ୍ତଚାପ ରୋ-ଗୀ ପାଇଁ ଭଲ ଅଟେ । ଏହା ସହିତ ସଠିକ ସମୟରେ ଶୋଇବା ଓ ସଠିକ ସମୟରେ ଉଠିବା ଉଚିତ ।

ଯୋଗ ଓ ବ୍ୟାୟମ

ଯଦି ଆପଣ ସବୁଦିନ ସକାଳ ସମୟରେ ଅଳ୍ପ ବହୁତ ଯୋଗ କରିବେ ତେବେ ହୁଏତ ଆପଣ ବହୁତ ଜଲ୍ଦି ଉଚ୍ଚ ରକ୍ତଚାପରୁ ମୁ-କ୍ତି ପାଇ ପାରିବେ । ଆପଣ ଯଦି ଏହି ୫ ଟି ଉପାୟକୁ ସବୁଦିନ ପାଳନ କରିବେ ତେବେ ଆପଣଙ୍କର ଉଚ୍ଚ ର-କ୍ତ ଚାପ ନିୟନ୍ତ୍ରଣରେ ରହିବ । କିନ୍ତୁ ଏହା ସହିତ ସବୁବେଳେ ଡାକ୍ତରଙ୍କର ପରାମର୍ଶ ମଧ୍ୟ ନିଅନ୍ତୁ ।

Leave a Reply

Your email address will not be published. Required fields are marked *