ସବୁଠାରୁ ବଡ ପାପ କଣ, ଭୁଲରେ ବି ଏହି 5ଟି ପାପ କରୁଥିବା ଲୋକ ସାରା ଜୀବନ ଦରିଦ୍ର ହିଁ ରୁହନ୍ତି- Shiv Puran

ମଣିଷ ନିଜ ଜୀବନରେ ସୁଖୀ ରହିବାକୁ ଇଛା କରିଥାଏ କିନ୍ତୁ ଏହା କେବଳ ସେହି ସମୟ ପାଇଁ ସମ୍ଭବ ଯେ ପର୍ଯ୍ୟନ୍ତ ଆପଣ ପୂଣ୍ୟ କରି ଚାଲିଛନ୍ତି ।

ପା-ପ କଲେ ଆପଣଙ୍କୁ ଦ-ଣ୍ଡ ସ୍ୱରୂପ କ-ଷ୍ଟ ଭୋଗିବାକୁ ପଡିଥାଏ । କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ମଣିଷ ନିଜ ସୁଖ ପାଇଁ ଆଜିକା ସମୟରେ କାହାକୁ ଜୀବନରୁ ମା-ରି-ବା ଆଗରୁ ବି ଚିନ୍ତା କରୁ ନାହିଁ । ତେବେ ଏହି ଭଳି ସଂସାର ରେ ଦୁଃଖ ହବା ସାମାନ୍ୟ କଥା ଅଟେ ।

କଣ ଆପଣ ଏହା ଜାଣିଛନ୍ତି ଯେ ମଣିଷ ସବୁ ଧାର୍ମିକ କାର୍ଯ୍ୟ କରିଥାଏ, ଭଗବାନ ଉପରେ ମନ ଧ୍ୟାନ ଦେଇ ପୂଜା କରିଥାଏ ଯାହା ଦ୍ଵାରା ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହେଉ ଆଉ ତାଙ୍କ ଘର ପରିବାର ସମସ୍ତେ ଖୁସି ରୁହନ୍ତୁ କିଛି ଅଜଣା ଭୁଲ ଆମ ଜୀବନ ଉପରେ ଗ୍ରହଣ ହୋଇ ବିରାଜମାନ ହୋଇଥାନ୍ତି, ତେବେ ଏହି ପା-ପ ବିଷୟରେ ଜାଣିବା ଆବଶ୍ୟକ ନଚେତ ଆପଣଙ୍କ ପୂଣ୍ୟ ପା-ପରେ ପରିଣତ ହୋଇଯିବ ।

୧. ମାନିଷ୍କ ପା-ପ :

ଶାସ୍ତ୍ର ଅନୁଯାଇ ଯଦି କୌଣସି ମଣିଷ ଅନ୍ୟ ଜୀବ ଜନ୍ତୁ ଆଉ ମଣିଷ ମାନଙ୍କୁ ମାନସିକ ପ୍ରତାରଣା ଦେଇଥାଏ ତେବେ ସେହି ମଣିଷ ଜୀବନରେ ଏହାର ବହୁତ ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ ପାଇଁ କାହାକୁ ମାନସିକ କ-ଷ୍ଟ ହୋଇଥାଏ ତେବେ ଏହା ମଧ୍ୟ ବହୁତ ବଡ ପା-ପ ହୋଇଥାଏ ଆଉ ଆପଣଙ୍କ ଜୀବନରେ ବହୁତ କିଛି ଅଣିଷ୍ଠ ଘଟିଥାଏ ।

୨. ମୋଖିକ ପା-ପ :

ବହୁତ ଲୋକଙ୍କ ମନରେ ଆସିଥାଏ ଯେ ଆମେ ଅ-ପ-ଶ-ବ୍ଦ କହିଲେ କିଛି ପା-ପ ଲାଗିନଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ମଣିଜ ଜିଭ ସବୁଠାରୁ ବଡ ଶତ୍ରୁ ହୋଇଥାଏ ଏହା ଭୁଲ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଔ ଭୁଲ କହିଲେ ଆପଣଙ୍କ ଭାଗ୍ୟ ଖରାପ ହୋଇଥାଏ ।

୩. ଶାରୀରିକ ପା-ପ :

ତେବେ ଶାରୀରିକ ପା-ପ ଅର୍ଥ ଏହା ନୁହଁ ଯେ କେବଳ ମଣିଷକୁ କ-ଷ୍ଟ ଦେବେ ନାହିଁ ପ-ଶୁ ପକ୍ଷୀ ଆଉ ଗଛ ମାନଙ୍କ ଉପରେ ଶାରୀରକ ପ୍ରତାରଣା ଯାହା ଆପଣ କରନ୍ତି ତାହାର ପା-ପ ମଧ୍ୟ ଲାଗିଥାଏ, ତେବେ ଆପଣଙ୍କ ପାଦ ଦ୍ଵାରା ମଧ୍ୟ ଯେତେ ଜୀ-ବା-ଣୁ ମ-ରି-ଥା-ନ୍ତି ତା ପା-ପ ଆପଣଙ୍କୁ ଲାଗିଥାଏ ।

୪. ନି-ନ୍ଦା :

ଆଜିକା ସମୟରେ ମଣିଷ କାହାର ନି-ନ୍ଦା କରିବା ଆଗରୁ କିଛି ଆଗ ପଛ ବିଚାର କରୁ ନାହାନ୍ତି  ଆଉ ଯାହା ବିଷୟରେ ପାଟିରେ ଯାହା ଆସିଥାଏ କହିଥାନ୍ତି, ତେବେ ଏହି ଭଳି କର୍ମ କଲେ ଆପଣ ଯେତେ ଧାର୍ମିକ କାର୍ଯ୍ୟ କଲେ ମଧ୍ୟ ଆପଣଙ୍କୁ ସାହାଯ୍ୟ ମିଳି ନଥାଏ ।

୫. ହ-ତ୍ୟା ପା-ପ :

ଦୁନିଆରେ ସବୁଠାରୁ ବଡ ପା-ପ କାହା ଜୀବନ ନବା ହୋଇଥାଏ, କାହିଁକିନା ଭଗବାନ ଛଡା ଏହି ଅଧିକାର କାହାର ନଥାଏ । ତେବେ ଯେଉଁ ବ୍ୟକ୍ତି ହ-ତ୍ୟା କରିଥାଏ ତାକୁ ଯିଏ ସାହାଯ୍ୟ କରିଥାଏ ସେହି ବ୍ୟକ୍ତି ଜୀବନ ମଧ୍ୟ ନଷ୍ଟ ହୋଇଥାଏ ।

Leave a Reply

Your email address will not be published. Required fields are marked *