Low BP ହେବାର କଣ ଅଟେ ସଂକେତ ?

ଆଜିକାଲି ଯୁଗରେ ପ୍ରାୟତଃ ସମସ୍ତଙ୍କ ଶରୀରରେ କିଛି ନା କିଛି ରୋ-ଗ ଅବଶ୍ୟ ଅଛି ।

ଏମିତିରେ କେତେକ ଲୋକମାନେ ଆରମ୍ଭରୁ ଏହି ରୋ-ଗ ବିଷୟରେ ଜାଣି ନିଜର ଚିକିତ୍ସା ଆରମ୍ଭ କରିଥାନ୍ତି ତ ଅନ୍ୟ ପଟେ କିଛି ଲୋକମାନେ ନିଜର ଏହି ରୋ-ଗ ବିଷୟରେ ଜାଣି ପାରନ୍ତି ନାହିଁ ଓ କିଛି ଦିନ ପରେ ସେମାନଙ୍କୁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏମିତିରେ ଆଜି ଆମେ ଲୋ ବିପି ବିଷୟରେ କଥାବାର୍ତ୍ତା କରିବୁ ।

ଲୋ ବ୍ଲଡ ପ୍ରେସର ବି ଏକ ସାଧାରଣ ରୋ-ଗ ଅଟେ ଯାହା ପ୍ରାୟତଃ ଲୋକମାନଙ୍କ ମଧ୍ୟରେ ଦେଖାଯାଏ ଓ ଏହା ଚିକିତ୍ସା ଯଦି ସଠିକ ସମୟରେ ଆରମ୍ଭ ନ କରାଯାଏ ତେବେ ଆପଣ ବହୁତ ଅସୁବିଧାରେ ପଡି ପାରନ୍ତି ।

କହିବାକୁ ଗଲେ ଯଦି ଆପଣଙ୍କର ହଠାତ ବ୍ଲଡ ପ୍ରେସର କମ ହୋଇ ଯାଉଛି ତେବେ ଏହା କୌଣସି ବଡ କଥା ବି ନ ହୋଇପାରେ । ବେଳେ ବେଳେ ବ୍ଲଡ ପ୍ରେସର ବିନା କୌଣସି କାରଣରେ ବି କମ ହୋଇଯାଏ । କିନ୍ତୁ ବେଳେ ବେଳେ ଏହା ବହୁତ ବଡ ଅସୁବିଧାର ସଂକେତ ଦେଇଥାଏ । ବ୍ଲଡ ପ୍ରେସରର କିଛି ଲକ୍ଷଣ ଅଛି ଯେମିତି କି ହଠାତ ଆପଣଙ୍କ ମୁଣ୍ଡ ହାଲୁକା ଲାଗିବା, ମୁଣ୍ଡ ବୁଲିବା, କମଜୋର ଲାଗିବା, ହାର୍ଟ ବିଟି ବଢିବା, ନିଶ୍ଵାସ ନେବାରେ ଅସୁବିଧା ହେବା ଇତ୍ୟାଦି ।

ଏମିତିରେ ଯଦି ଆପଣ ବ୍ଲଡ ପ୍ରେସର ମେସିନରେ ନିଜର ବ୍ଲଡ ପ୍ରେସରକୁ ମାପିବେ ତେବେ ଜାଣିଯିବେ କି ଆପଣଙ୍କ ବ୍ଲଡ ପ୍ରେସର ଲୋ ଅଛି ନା ନାହିଁ । କିନ୍ତୁ ଯଦି ଆପଣଙ୍କର ବ୍ଲଡ ପ୍ରେସର ଅଚାନକ ଲୋ ହୋଇ ଯାଇଛି ତେବେ ଆପଣଙ୍କୁ ବିଭିନ୍ନ ପ୍ରକାରର ଟେସ୍ଟ କରିବାକୁ ପଡିବ । ଏହା ପରେ ଡାକ୍ତର ଆପଣଙ୍କର ଟ୍ରିଟମେଣ୍ଟ କରିବେ । ସାଧାରଣତଃ ଗୋଟିଏ ସୁସ୍ଥ ବ୍ୟକ୍ତିର ଯେଉଁ ବ୍ଲଡ ପ୍ରେସର ଅଛି ତାହା ୧୨୦ /୮୦ ରହିବା ଦରକାର । କିନ୍ତୁ ଆପଣଙ୍କର ବ୍ଲଡଦ ପ୍ରେସର ୯୦/୬୦ ଅଛି ତେବେ ଏହାକୁ ଲୋ ବ୍ଲଡ ପ୍ରେସର କୁହାଯାଏ ।

ବର୍ତ୍ତମାନ ଚାଳନ୍ତୁ ଜାଣିବା ବ୍ଲଡ ପ୍ରେସର କାହିଁକି ହୋଇଥାଏ ?

ଯେତେବେଳେ ଆପଣଙ୍କ ଶରୀରରେ ବ୍ଲଡ ପ୍ରେସର ଲୋ ହୋଇଯାଏ ତେବେ ସେହି ସମୟରେ ଆପଣଙ୍କ ଶରୀରରେ ଶିରା ଓ ଧମନୀରେ ରକ୍ତ ପ୍ରବାହ ଗତି କମ ହୋଇଯାଏ ।

ଏହା କେବଳ ଏଥିପାଇଁ ହୋଇଥାଏ କାରଣ ଆପଣଙ୍କ ଶରୀରକୁ ଯେତିକି ପରିମାଣରେ ଅକ୍ସିଜେନ ଓ ପୋଷାକ ତତ୍ଵ ମିଳିବା ଦରକାର ତାହା ମିଲି ନ ଥାଏ । ଯଦି ଆପଣଙ୍କର ଲୋ ବ୍ଲଡ ପ୍ରେସର ଅଛି ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧର ସେବନ କରନ୍ତୁ । ଏହା ସହିତ ନିଜର ବ୍ଲଡ ଫେସକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *