କରୋନାରୁ ଠିକ ହେବା ପରେ ହଲ୍କା ଜ୍ଵର କାହିଁକି ରହୁଛି ?

ଭୂ-ତା-ଣୁରେ ଲୋକଙ୍କୁ ଜର ଆସିଥାଏ, ଏହା ଏକ ପ୍ରକାର ଲକ୍ଷଣ ଅଟେ । କିନ୍ତୁ ବର୍ତମାନ ସମୟରେ ବହୁତ ଲୋକଙ୍କୁ ଚିନ୍ତା ପାଇଁ ଆଉ ଅନ୍ୟ ସବୁ କାରଣ ପାଇଁ ଅଳପ ଜର ଆସୁଛି ।

ଯାହାକୁ ଆମେ ଇନଫ୍ଲାମେଟ୍ରି ଡିଶଫଙ୍କସନ କହିଥାଉ ଆଉ ଏହାକୁ ଯେତେ ଆପଣ ଭାବିବେ ଏହା ବଢି ବଢି ଜୀବ । ତେବେ ଆପଣ ମାନଙ୍କୁ ଆମେ କହିବା ପାଇଁ ଚାହୁଁଛୁ ଯେ ସବୁଠାରୁ ବଡ ରୋ-ଗ ଆମ ନିଜ ଭବାନା ହୋଇଥାଏ, ତେବେ ଯେଉଁ ମଣିଷ ଏହା ଜାଣିଛି ଯେ ସେ ଅଧିକ ଭାବୁଛି ।

ଆଉ ତାକୁ ଏତେ ଗମ୍ଭୀର କିଛି ହେଇ ନାହିଁ ଅର୍ଥାତ ସକାରାତ୍ମକ ଭାବନା ରଖିଛି ସେହି ବ୍ୟକ୍ତି ଦେହ ଯେତେ ଖ-ରା-ପ ହେଲେ ମଧ୍ୟ ବହୁତ ଶୀଘ୍ର ଭଲ ହୋଇଯିବ । କଣ ଆପଣ ଏହା ଜାଣିଛନ୍ତି ଯେ ଭୂ-ତା-ଣୁ ଆମ ଶରୀରକୁ ସମ୍ପୂର୍ଣ ଭାବରେ ୩ ମାସ ପରେ ଛାଡିକି ଯାଇଥାଏ ।

ଡକ୍ଟର କେ କେ ଅଗ୍ରୱାଲଙ୍କ କହିବା ଅନୁଯାଇ ଆଜି ଆମେ ଆପଣଙ୍କୁ କିଛି କଥା ଭୂ-ତା-ଣୁ ବିଷୟରେ କହିବାକୁ ଯାଉଛୁ, ତେବେ ଡକ୍ଟର ଅଗ୍ରୱାଲ ହୃଦୟ ରୋ-ଗ ବିଶେଷଜ୍ଞ ଅଟନ୍ତି ଆଉ ତାଙ୍କୁ ପଦ୍ମ ଶ୍ରୀ ମଧ୍ୟ ମିଳିଛି । ତେବେ ଡକ୍ଟର ଅଗ୍ରୱାଲଙ୍କ କହିବା ଅନୁଯାଇ କିଛି ଲୋକ ଏମିତି ଅଛନ୍ତି ଯିଏ ଅଧିକ ଭାବି ନିଜ ଭିତରେ ଲକ୍ଷଣ ଜୋର ଜ-ବ-ର-ଦ-ସ୍ତି ଖୋଜୁଛନ୍ତି ତେବେ ଏହି ଭଳି ଲୋକଙ୍କୁ ଭୂ-ତା-ଣୁ ନୁହଁ ସନ୍ଦେହ ରୋ-ଗ ଅଛି ଯାହାକୁ ଭଲ କରିବା ବହୁତ କ-ଷ୍ଟ କାହିଁକିନା ଏହା ଆମ ମୁଣ୍ଡରେ ପଶି ଯାଇଥାଏ ।

ବହୁତ ଲୋକ କହିବେ ଆମକୁ କେବଳ ରାତିରେ ଜର ଆସୁଛି ତେବେ ୯୭ ଫରନାଇଟ ଆମ ନର୍ମଲ ତାପମାତ୍ରା ଅଟେ ଯଦି ଆପଣଙ୍କ ୯୮ ହେଉଛି ତେବେ ଏହା ଜର ନୁହ ଏହା ଇନଫ୍ଲାମେଟ୍ରି ଡିଶଫଙ୍କସନ ଅଟେ ଅର୍ଥାତ ଆମ ଶରୀର ତାପମାତ୍ରା ଏପଟ ସେପଟ ହେଇଛି ଯଦି ଆପଣଙ୍କୁ ୧୦୦ ଉପରେ ତାପମାତ୍ରା ଦେଖା ଯାଇଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ଜର ହେଉଛି ଆଉ କିଛି ଅ-ସୁ-ବି-ଧା ଅଛି ।

ଏହା ଛଡା ଯେଉଁ ମାନଙ୍କୁ ଭୂ-ତା-ଣୁ ହେଇକି ଭଲ ହେଇଯାଉଛି ସେ ଭାବୁଛନ୍ତି ଆମେ ପୂର୍ଣ ରୂପରେ ଭଲ ହେଇ ଯାଇଛୁ କିନ୍ତୁ ଏହା ସତ ନୁହ କାହିଁକିନା ୯ ଦିନ ପରେ ଆପଣଙ୍କ ଶରୀରରେ ଥିବା ଭୂ-ତା-ଣୁ କାହାକୁ ସଂକ୍ରମିତ କରି ପାରେ ନାହିଁ ଆଉ ଆପଣଙ୍କ ପରିସ୍ଥିତି ଭଲ ହୋଇଥାଏ ସେଥିପାଇଁ ୧୫ ଦିନ ପରେ ଆପଣଙ୍କୁ ହସ୍ପିଟଲରୁ ଛାଡି ଦିଆ ଯାଇଥାଏ ଆଉ ୧୫ ଦିନ ଆରାମ କରିବା ପାଇଁ କୁହା ଯାଏ କାହିଁକିନା ଭୂ-ତା-ଣୁ ଦ୍ଵାରା ହୋଇଥିବା କ୍ଷ-ତି ପୁରୁଣ ପାଇଁ ଆପଣଙ୍କ ଶରୀରକୁ ଆରାମ ଆବଶ୍ୟକ ହୋଇଥାଏ ।

କିନ୍ତୁ ଏହାର ଅର୍ଥ ନୁହ ଯେ ଆପଣ ଭଲ ହୋଇଗଲେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଗୋଟେ ବ୍ୟକ୍ତିକୁ ଏହି ସଂ-କ୍ର-ମ-ଣରୁ ବାହାରିବା ପାଇଁ ୩ ମାସ ସମୟ ଲାଗିଥାଏ, ଆ ଭିତରେ ଯଦି ଆପଣଙ୍କ ସଂ-କ୍ର-ମ-ଣ ବଢିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଶରୀର ରୋ-ଗ ପ୍ରତି ରୋଧକ କ୍ଷମତା ଆଉ ଥରେ କମୁଛି ଯାହା ଦ୍ଵାରା ରୋ-ଗ ଆପଣଙ୍କ ଉପରେ ହାବି ପଡୁଅଛି ।

Leave a Reply

Your email address will not be published. Required fields are marked *