Bobby ଖୋଲି କହିଲେ ସ୍ତ୍ରୀ Koelଙ୍କ କଥା! କହିଲେ “ମୁଁ କୋଏଲକୁ ବହୁତ ଭଲ ପାଏ, ଯଦି ସେ ଏବେବି…” ଦେଖନ୍ତୁ Video

ବନ୍ଧୁଗଣ ଗତ 3 ଦିନ ପୂର୍ବରୁ ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦ୍ବା-ଦ-ଶା-ହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ଆସିଥିଲେ ଏବଂ ପିଣ୍ଟୁଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ପିଣ୍ଟୁଙ୍କ ଦ୍ଵା- ଦ-ଶହ କାର୍ଯ୍ୟରେ ତାଙ୍କର ନିକଟତର ବାନ୍ଧି ବବି ମିଶ୍ର ଉପସ୍ଥିତ ଥିଲେ ।

ଏହି ଅବସର ରେ ବବି ମିଶ୍ର ତାଙ୍କ ପୂର୍ବତନ ସ୍ତ୍ରୀ କୋଏଲ ବାନାର୍ଜୀ ଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

କୋଏଲ ଏବେ ଦ୍ଵିତୀୟ ବିବାହ କରି ସାରିଛନ୍ତି ଆଉ ତାଙ୍କର ଗୋଟେ ପୁଅ ମଧ୍ୟ ହୋଇ ସାରିଛି ଯାହାକୁ ନେଇ ବବି ମିଶ୍ର କହିଛନ୍ତି “ମୁଁ ଜାଣିଛି ତାର ଗୋଟେ ପୁଅ ହେଇ ଯାଇଛି । ତଥାପି ସେ ଫେରି ଆସିଲେ ମୁଁ ଖୁସି । କାରଣ ମୁଁ କୋଏଲକୁ ଭଲ ପାଏ । ମୁଁ ଡୁଆଲ ମିନିଙ୍ଗ ଲୋକ ନୁହେଁ ମୁଁ ଯାହା ମୁଁ ଲୋକ ମାନଙ୍କୁ ସେଇଆ ଦେଖାଏ । ମୁଁ ଡେଆରିଙ୍ଗ ଲୋକ ନୁହେଁ । ଏହି ଚରିତ୍ରଟିକୁ ଆପଣ ଭଲ ପାଇବାର ଅଛି ।

ଯଦି ପାଆନ୍ତୁ ନ ହେଲେ ଅଭିନୟ ମାଧ୍ୟମରେ ମୁଁ ଯେଉଁ ଚରିତ୍ର କରୁଛି ତାକୁ ତ ଆପଣ ଭଲ ପାଇବା ଦେଇଛନ୍ତି ବୋଲି ମୁଁ ଆଜି 25 ବର୍ଷ ହେଲା ଅଛି । ମୁଁ ଚାହେଁନି ଅଭିନୟରେ ଯାହା ମୁଁ କରେ ତାହା କୌଣସି ସୋସିଆଲ ମିଡିଆ ହେଉ କି ସାକ୍ଷାତ୍କାର ରେ ହେଉ ସେଟା କରିବି । ମୁଁ ଯାହା କୁହେ ମୋ ହୃଦୟର କଥା କୁହେ ସତ କଥା । ମୁଁ ଯାହା ସେଇଟା ଆପଣଙ୍କୁ ଦେଖାଏ ମୁଁ ମୋ ଆପିରେନ୍ସକୁ ଚେଞ୍ଜ କରିବାକୁ ଚାହେଁନି ।

ମୁଁ ଜାଣିଛି ଆପଣ ମାନେ ଖରାପ ଭାବିବେ । ମୁଁ ସବୁ ଦିନ ବହୁତ ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରେ । କାଉନସିଲର କରିବାରେ ମୁଁ ବହୁତ ଭଲ ମଣିଷ । ମୁଁ ଭଲ କାଉନ୍ସିଲିଙ୍ଗ କରେ । ଲୋକ କହିବେ ଲୋକ କଣ କହିବେ ସେଇଟା ମୁଁ ଭାବିନି । କାରଣ 90 ପ୍ରତିଶତ ଲୋକ ହିଁ ଭଲ ପାଆନ୍ତି ।10 ପ୍ରତିଶତ ଲୋକ ସେଇଠି ରହିବେ ଯେଉଁ ମାନଙ୍କର କାମ ଧନ୍ଦା ନାହିଁ ସେମାନେ ଗାଳି ମନ୍ଦ ଦେବେ ।

ତେଣୁ ମୁଁ ତାଙ୍କ ଉପରେ ରାଗେନି କି ଅଭିମାନ କରେନି। ସୋସିଆଲ ମିଡିଆରେ ଯେଉଁ ଗାଳି ଲୋକେ କରିଥାନ୍ତି ସେଟା କୁ ମୁଁ ଏଞ୍ଜୋଏ କରେ । ମୁଁ ତାକୁ ଦେଖିଲେ ହସେ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *