Bollywood ତରଫରୁ ଏହି ସବୁ ଷ୍ଟାରମାନେ Pawandeep Rajanଙ୍କୁ ଦେଇଥିବା ମୋସ୍ଟ ଏକ୍ସପେନସିବ ଗିଫ୍ଟ

ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ସୋନି ଟିଭି ଉପରେ ପ୍ରସାରିତ ହେଉଥିବା ଶୋ ଇଣ୍ଡିଆନ ଆଇଡଲ ନିଶ୍ଚିତ ଦେଖୁଥିବେ । ଯାହାର କି ବିଜେତା ହୋଇଯାଇଛନ୍ତି ପବନଦୀପ ରାଜନ । ଏହି ଖୁସି ମୁହୂର୍ତରେ ବଲୀଉଡର କିଛି ଷ୍ଟାରମାନେ ତାଙ୍କୁ ଶୁଭେଛା ବି ଜଣାଇଲେ ଓ ତାଙ୍କ ପାଇଁ ଗ୍ରାଣ୍ଟ ପାର୍ଟି ବି ଦେଲେ । ଏତିକି ନୁହେଁ ତାଙ୍କୁ ବହୁତ ଉପହାର ବି ଦେଲେ । ଆଜି ଆମେ ଆପଣଙ୍କୁ ପବନଦୀପ ରାଜନ ଙ୍କୁ ମିଳିଥିବା ସେହି ଗିଫ୍ଟ ବିଷୟରେ କହିବୁ । ଯାହାକି ତାଙ୍କୁ ବିଜୟ ହେବା ଖୁସିରେ ମିଳିଛି ।

କରଣ ଜୋହର: କରଣ ଜୋହର କିଛି ଦିନ ତଳେ ହିଁ ଇଣ୍ଡିଆନ ଆଇଡଲକୁ ଆସିଥିଲେ ଓ ସେ ପବନଦୀପ ରାଜନଙ୍କ ଗୀତ ଶୁଣି ବହୁତ ଭାବୁକ ହୋଇ ଯାଇଥିଲେ । ସେ ପବନଦୀପ ରାଜନଙ୍କୁ ଜିତିବା ଖୁସିରେ ନିଜର ଆସନ୍ତା ଫିଲ୍ମରେ ଗୀତ ଗାଇବାର କଣ୍ଟ୍ରାକ୍ଟ ଦେଇଛନ୍ତି । ଯେଉଁଥିପାଇଁ ସେ ପବନଦୀପ ରାଜନଙ୍କୁ ୨ କୋଟି ଟଙ୍କା ଫିସ ବି ଦେବେ ।

 

ଉଦିତ ନାରାୟଣ: ଆଦିତ୍ୟ ନାରାୟଣଙ୍କ ପିତା ଉଦିତ ନାରାୟଣ ପବନଦୀପଙ୍କୁ ବହୁତ ଶୁଭେଚ୍ଛା ଜଣାଇଲେ । ଏହା ସହିତ ତାଙ୍କୁ ଦୁବାଇ ଟ୍ରିପର ଟିକେଟ ଉପହାର ଦେଲେ ।

ନିତୁ କପୁର

ସେ ପବନଦୀପଙ୍କୁ ବିଜୟୀ ହେବା ଉପଲକ୍ଷେ ବହୁତ ଶୁଭେଚ୍ଛା ଜଣାଇଲେ । ତାଙ୍କୁ ଗୋଟିଏ ପେର୍ଫୁମ ସେଟ ଉପହାର ଦେଲେ । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ଅଟେ ।

କରିଶ୍ମା କପୁର

କରିଶ୍ମା କପୁର ପବନଦୀପଙ୍କୁ ଇଣ୍ଡିଆନ ଆଇଡଲର ବିଜେତା ହେବା ପରେ ବହୁତ ଶୁଭେଚ୍ଛା ଜଣାଇଲେ ଓ ତାଙ୍କୁ ମନୀଷ ମୋଲ୍ହାତ୍ରାଙ୍କ ଦ୍ଵାରା ଡିଜାଇନ କରାଯାଇଥିବା ଫୁଲ ସୁଟ ଉପହାର ଦେଲେ । ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ଅଟେ ।

ହନି ସିଂହ

ହନି ସିଂହ ପବନଦୀପଙ୍କୁ ବିଜୟୀ ହେବାର ଖୁସିରେ ବହୁତ ଆଡ୍ଭାନ୍ସ ଟେକ୍ନୋଲୋଜି ବାଲା ପିଆନୋ ଗିଫ୍ଟ କରିଲେ । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ଅଟେ ।

କିଆରା ଆଡବାନୀ

କିଆରା ଆଡବାଣୀ ପବନଦୀପଙ୍କୁ ବହୁତ ହିଁ ଭିନ୍ନ ଉପହାର ଦେଲେ । କିଆରା ଏହି ଖୁସି ମୁହୂର୍ତରେ ପବନଦୀପଙ୍କୁ ଗୋଟିଏ ଗୀଟାର ଦେଲେ । ଯାହାର ମୂଲ୍ୟ ୭୦ ଲକ୍ଷ ଟଙ୍କା ଅଟେ ।

ଗୋବିନ୍ଦା

ଗୋବିନ୍ଦା ପବନଦୀପଙ୍କୁ ଗୋଟିଏ ସୁନା ହାର ଉପହାର ଦେଲେ । ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ଅଟେ ।

ରେଖା

ସେ ପବନଦୀପକୁ ଗୋଟିଏ ରୋଲେକ୍ସ ଗୋଲ୍ଡ ପ୍ଲେଟେଡ ଘଣ୍ଟା ଉପହାର ଦେଲେ । ଯାହାର ମୂଲ୍ୟ ୭୦ ଲକ୍ଷ ଟଙ୍କା ।

ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ଯିଏକି ପବନଦୀପକୁ ବିଜୟୀ ହେବା ଉପଲକ୍ଷେ ମୁମ୍ବାଇରେ ଗୋଟିଏ ଅପାର୍ଟମେଣ୍ଟ ଉପହାର ଦେଇଛନ୍ତି । ଏହି ଆପାର୍ଟମେଣ୍ଟର ମୂଲ୍ୟ ୧୨ କୋଟି ଟଙ୍କା ।

ସଲମାନ ଖାନ

ସଲମାନ ଖାନ ପବନଦୀପକୁ ଗୋଟିଏ ଇଲେକ୍ଟ୍ରିକ ସାଇକେଲ ଗିଫ୍ଟ କରିଲେ । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ।

ଅମିତାଭ ବଚ୍ଚନ

ସେ ପବନଦୀପକୁ ନାଇକର ଜୋତା ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୨.୫ ଲକ୍ଷ ଟଙ୍କା । ଏହା ସହିତ ପବନଦୀପକୁ ଗୋଟିଏ ପେଁ ବି ଉପହାର ଦେଲେ ।

ଅକ୍ଷୟ କୁମାର

ଅକ୍ଷୟ କୁମାର ପବନଦୀପକୁ ଗୋଟିଏ ପିଆନୋ ଗିଫ୍ଟ କରିଲେ । ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା । ତାଙ୍କୁ ନିଜର ଆସନ୍ତା ଫିଲ୍ମରେ ଗୀତା ଗାଇବା ପାଇଁ ଅଫର ବି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *