ଆଜିକା ସମୟରେ ଚୁଟି ଝଡିବା ଏକ ବହୁତ ବଡ ସମସ୍ଯା ଅଟେ, ଏହି ସମସ୍ଯା ପ୍ରାୟତଃ ସମସ୍ତଙ୍କୁ ହୋଇଥାଏ କିନ୍ତୁ ଯାହା ପାଖରେ ଟଙ୍କା ଅଛି ତା ପାଖରେ ସୁନ୍ଦରତା ଅଛି । ଆଜି ଆମେ ଆପଣଙ୍କୁ ଆପଣଙ୍କ ପସନ୍ଦିଡା ଅଭିନେତା ମାନଙ୍କ ଅସଲ ଚେହେରା ଦେଖେଇବାକୁ ଯାଉଛୁ ଯାହା ଦେଖି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ କାହିଁକିନା ଏହି ଅଭିନେତା ମାନେ ୱିଗ ବା ଟ୍ରାନ୍ସପ୍ଳାଣ୍ଟ ଦ୍ଵାରା ନୂଆ ଚୁଟି ପାଇଛନ୍ତି ଯାହା ଦ୍ଵାରା ସେ ଏବେ ବି ହେଣ୍ଡସମ ଦେଖା ଯାଉଛନ୍ତି ତେବେ ଏହି ହେୟର ପ୍ଳାଣ୍ଟ ହବା ଆଗରୁ କେମିତିଥିଲେ ଏହି ଅଭିନେତା ଦେଖନ୍ତୁ ।

୧. ସଲମାନ ଖାନ :
ଆପଣ ମାନେ ଏହା ସମସ୍ତେ ଚିନ୍ତା କରୁଥିବେ ଯେ ସଲମାନ ଖାନ ୫୦ ବର୍ଷ ର ହୋଇଗଲେଣି ଓ ତାଙ୍କ ଚୁଟି ଏବେ ବି ବହୁତ ସୁନ୍ଦର ଦେଖା ଯାନ୍ତି କାହିଁକିନା ତାଙ୍କ ଚୁଟି ଏତେ ସୁନ୍ଦର ଅଛି । ତେବେ ସଲମାନ ଖାନ ନିଜ ଟଙ୍କା ଜୋରରେ ହେୟର ବ୍ରୀଡିଙ୍ଗ କରିଛନ୍ତି ତାହା ବି ଆମେରିକାରେ ତେବେ ଆପଣ ବର୍ତମାନ ଯେଉଁ ଚୁଟି ଦେଖୁଛନ୍ତି ତାହା ହେୟର ବ୍ରୀଡିଙ୍ଗ ର କମାଲ ଅଟେ, ନଚେତ ତାଙ୍କ ଅସଲ ଫଟୋ ଦେଖି ଆପଣ ମଧ୍ୟ ସକ ହୋଇଯିବେ ।

୨. କପିଲ ଶର୍ମା :
ଆପଣ ମାନେ ସମସ୍ତେ କପିଲ ଶର୍ମାଙ୍କୁ ତାଙ୍କ ଶୋ ଦ କପିଲ ଶର୍ମା ଶୋ ଦ୍ଵାରା ଜାଣିଥିବେ ତେବେ କପିଲ ଶର୍ମା ଚୁଟି ବଲୀଉଡ ଜଗତରେ ଆସିବା ଆଗରୁ ଝଡି ଯାଇଥିଲା ତେବେ ଆରମ୍ଭରେ ସେ ୱିଗ ବ୍ୟବହାର କଲେ ଓ ତା ପରେ ସେ ହେୟର ଟ୍ରାନ୍ସ୍ପ୍ଳାନ୍ତ କଲେ ଯେଉଁଥିରେ ଲଖେ ଲଖେ ଟଙ୍କା ଖର୍ଚ ହୋଇଥିଲା ।
୩. ଅକ୍ଷୟ କୁମାର :
ବଲୀଉଡ ର ଖିଲାଡ଼ି ଅକ୍ଷୟ କୁମାରଙ୍କୁ କିଏ ଜାଣି ନାହିଁ, ତେବେ ଅକ୍ଷୟ କୁମାର ଯେମିତି ଅଭିନେତା ଅଟନ୍ତି ସେମିତି ମଣିଷ ମଧ୍ୟ ଅଟନ୍ତି ସେ ବହୁତ ଶାନ୍ତିପ୍ରଣାଳୀ ରେ ରହିବା ପସନ୍ଦ କରନ୍ତି । ତେବେ ଅକ୍ଷୟ କୁମାର ବହୁତ ଆରମ୍ଭରେ ଗଞ୍ଜା ହୋଇଯାଇଥିଲେ କିନ୍ତୁ ହେୟର ଟ୍ରାନ୍ସପ୍ଳାଣ୍ଟ ଦ୍ଵାରା ତାଙ୍କ ଚୁଟି ଆଉଥରେ ସୁନ୍ଦର ହୋଇଥିଲା ଯାହା ପରେ ସେ ଆଜିବି ଯୁବକ ଦେଖା ଯାଉଛନ୍ତି ଏହାର ବଡ ଶ୍ରେୟ ତାଙ୍କ ଯୋଗାକୁ ମଧ୍ୟ ଯାଉଛି ଯାହା ଦ୍ଵାରା ସେ ଆଜିବି ଫିଟ ଅଛନ୍ତି ।

୪. ଗୋବିନ୍ଦା :
୯୦ ଦଶକ ପ୍ରସିଦ୍ଧ କଳାକାର ଗୋବିନ୍ଦାଙ୍କୁ କିଏ ଜାଣି ନାହିଁ କହିଲେ । ତେବେ ଗୋବିନ୍ଦା ନିଜ ସମୟରେ ଏତେ ପ୍ରସିଦ୍ଧ ଥିଲେ ଯେ ସବୁ ଫିଲ୍ମ ତାଙ୍କରି ହାଉଥିଲା ଯାହା ଫଳରେ ସେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଲେ ନାହିଁ ଓ ତାଙ୍କ ସ୍ୱାସ୍ଥ୍ୟ ସହ ତାଙ୍କ ଚୁଟି ମଧ୍ୟ ଝାଡିବାକୁ ଆରମ୍ଭ କଲା ଯାହା ପରେ ତାଙ୍କୁ ହେୟର ଟ୍ରାନ୍ସପ୍ଳାଣ୍ଟ ସାହାରା ନବାକୁ ପଡିଲା ଓ ଆଜି ତାଙ୍କ ମୁଣ୍ଡରେ ଯେଉଁ ଚୁଟି ଅଛି ତାହା ହେୟର ଟ୍ରାନ୍ସପ୍ଳାଣ୍ଟ ଦ୍ଵାରା ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।