ଭାରତର ସାମ୍ନା କରିବା ପୂର୍ବରୁ ଯେବେ ଚୀନର ସୈନିକ କାନ୍ଦିବାକୁ ଲାଗିଲେ!!

ଚୀନ ଆର୍ମୀ ଭାରତୀୟ ସେନାଙ୍କ ସାମ୍ନାରେ ନିଜ ମଜଭୁତର କେତେ ଦେଖାଉଛି ଏହା ସମସ୍ତେ ଜାଣିଥିବେ । ଚୀନ ସବୁବେଳେ ଏହା ଦାବି କରୁଛିକି ଭାରତୀୟ ସେନାଠାରୁ ତାର ସେନା କେତେ ଶକ୍ତିଶାଳି ଅଟେ  । ଲଗାତର ଚୀନ ତାର  ଭିଡିଓ ପୋଷ୍ଟ କରୁଛି କି ଆମ ଜନତାକୁ ଭ୍ରମିତ କରିପାରିବ କି ଚୀନର ସେନା ଯୁଧ୍ୟ ପାଇଁ ରେଡି ଅଛି,  ଏହିଭଳି ଦିଖାବା କରୁଛି ।

କାରଣ ଲାଦାଖ ଇଲକରେ ଯେମିତି ଥଣ୍ଡା ପଡିଲା ଚୀନ ସୈନିକ ମାନେ ହାଇ ଆଲଟିଟ୍ୟୁଡ ସ୍ଥାନରେ ଗଜ ଖାଇକି ପଡିବାରେ ଲାଗିଲେ ଏହା ଆମେ ପଛ ରିପୋଟରେ ଦେଖାଇ ଥିଲୁ ।  ଏବେ ଦେଖନ୍ତୁ ସେହି ଫୋଟ ଏହି ଫୋଟରେ ଚିନୀ ସୈନିକ ମାନେ ମାୟୁଷ ଦେଖାଯାଉଛନ୍ତି । ଆପଣ ଭାବୁଥିବେ ମାୟୁଷ କାହିଁକି ଦେଖାଯାଉଛନ୍ତି । ଭାରତୀୟ ସେନାର ସାମ୍ନା କରିବା ପାଇଁ ଲାଦାଖ ଯାଉଛନ୍ତି ।

Image Courtesy: Google

ସେ ସମୟରେ ତାଙ୍କ ଚେହେରାରେ ଏମିତି ଦୁଃଖ ନଜର ଆସିଛି ଓ ତାଙ୍କ ଆଖିରେ ଲୁହ ଦେଖାଯାଇଛି । ଏହା ଆମେ କହୁନୁ ଏହି କଥା ଜଦୁ ନାମରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ  ଅପ୍ଲୋଡ କରିଥିଲେ, ଯେମିତି ଅପ୍ଲୋଡ ହୋଇଥିଲା ବହୁତ ଜୋରରେ ଭାଇରାଲ ହୋଇଥିଲା । ହୋଇପାରେ ଏହା ମଜାକ ହୋଇଥିବା କିନ୍ତୁ ଚୀନ ସୈନିକଙ୍କ ଅବସ୍ତା ଏମିତି ହିଁ ହେଉଥିବ ।

Image Courtesy: Google

ଯେମିତିକି ଭାରତର ସୈନିକ ତାଙ୍କୁ ମୁହଁ ତୋଡ  ଜବାବ ଦେଉଛନ୍ତି ତାଙ୍କର ଡରିବା ଠିକ ହୋଇପାରେ । ଏବେ ଖବର ଏହାବି ଆସୁଛି ଭାରତୀୟ ସେନା ତିନି ସପ୍ତାହରେ ଏଲଏସି ରେ ଥିବା ଛଅଟି ଠିକଣାରେ ନିଜର ଫକଡ ମଜଭୁତ କରିଛନ୍ତି । ଖବର ମୁତାବିକ ୨୯ ଅଗଷ୍ଟ ରୁ ସେପ୍ଟେମ୍ବର ଆଉ ଗୋଟେ ସପ୍ତାହ ଭିତରେ ଭାରତୀୟ ସେନା ଛଅଟି  ନୂଆ ଠିକଣାରେ ନିଜର ସ୍ଥିତି ମଜଭୁତ କରିଛି ।

Image Courtesy: Google

ଆମର ସୈନିକ ମାନେ ଯେଉଁଠି ମଜଭୁତ ଦୃଢ କରିଛନ୍ତି ତା ଭିତରେ ମଗର ହିଲ, ଗୁରୁଙ୍ଗ ହୀଲ, ଋଚେନ ଲା, ରେଜାଙ୍ଗ ଲା, ମୁଖପରି, ଓ ଫିଙ୍ଗର ୪ ଭଳି ଠିକଣା ସାମିଲ ହୋଇଛି । କୁହାଯାଇଚିକି ଏହି ଠିକଣା ଖାଲି ପଡିଥିଲା କିନ୍ତୁ ଏହା ଉପରେ କବଜା କରିବାର ଫିରାକରେ ଚୀନର ପିପଲ୍ସ ଳିବେରେସନ ଆର୍ମୀ ଲାଗିଛି ଓ ଭାରତୀୟ ସେନା ଏଥିରେ ଉପସ୍ଥିତ ହୋଇ ପିଏଲ ଉପରେ କବଜା  କରିଛି ।

Image Courtesy: Google

ଏହା ଶୁଣି ଚିନର ଡର ଆହୁରିବି ବଢିଯାଉଛି । ଏମିତିରେ  ଭାରତୀୟ ସୈନ୍ୟ ପ୍ରଥମେ ଆକ୍ରମଣ କରନ୍ତି ନାହିଁ ଆଉ ଯିଏ ଆକ୍ରମଣ କରେ ସେ ତାକୁ ଛାଡେ ନହିଁ । ଯଦି ପ୍ରଥମ ଆକ୍ରମଣ ଶତ୍ରୁ କରେ ସେ କେବେ ଛାଡେ ନହିଁ । ଚୀନ ଏହିଭଳି ଫୋଟ  ବହୁତ ଲୁଚଉ ଯେଉଁ ଡର ଥାଏ ସେ ଦିନେ ନା ଦିନେ ବାହାରକୁ ଆସିଥାଏ । ମଜାକରେ ହେଉନା କାହିଁକି ଚିନର ଅସଲି ଚେହେରା ସାମନାକୁ ଆସିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *