ବ୍ରାହ୍ମମୁହୂର୍ତ୍ତରେ ଉଠିଲେ ମିଳିଥାଏ ରହସ୍ୟମୟୀ ଅଲୌକିକ ଶକ୍ତି- Jyotisha Gyaan

ଶୁଭ ମୁହୂର୍ତରେ କାମ କରିବା ଦ୍ଵାରା କାମ ସହଜରେ ହୋଇଯାଇଥାଏ , ଯେବେ ସମୟ ଶୁଭ ହୋଇନଥାଏ ମାମିଷ ଯେତେବୀ କଷ୍ଟ କରୁ ପ୍ରତିବଦ୍ଧ କିଛି ନା କିଛି ଆସିଥାଏ । ଜ୍ୟୋତିଶ ମାନଙ୍କ କହିବ ଅନୁସାରେ ୨୪ ଘଣ୍ଟା ମଧ୍ୟ ପ୍ରତି ୪୮ ମିନିଟରେ ମୁହୂର୍ତ ବଦଳି ଥାଏ ।

ଗୋଟେ ଦିନରେ ପାଖାପାଖି ୩୦ ମୁହୂର୍ତ ହୋଇଥାଏ । ଏହି ୩୦ ମୁହୂର୍ତ ବିଷୟରୁ ଗୋଟିଏ ମୁହୂର୍ତ କହିବାକୁ ଯାଉଛୁ, ଯାହାକି ବ୍ରହ୍ମା ମୁହୂର୍ତ ନାମରେ ଜଣାଯାଏ । ଏହି ବ୍ରହ୍ମ ମୁହୂର୍ତ ଆଧ୍ୟାତ୍ମିକ ଓ ଶାରୀରିକ, ମାନସିକ ସବୁ ତରଫରୁ ଫାଇଦା ହୋଇଥାଏ । ଇଏ ସେହି ସମୟ ହୋଇଥାଏ ଦେବତା ପୃଥିବୀ ପୃଷ୍ଠରେ ବିଚରଣ କରିଥାନ୍ତି ।

ବାୟୁ ସ୍ଵଛ ଓ ଲାଭଦାୟକ ହୋଇଥାଏ । ଏହା ବହୁତ ଶୁଭ ସମୟ ହୋଇଥାଏ ଯେଉଁଠି ମନ୍ଦିର ଖୋଲାଯାଇଥାଏ । ବ୍ରହ୍ମ ମୁହୂର୍ତ ରାତିର ସେସ ପ୍ରହରର ତୃତୀୟ ଭାଗ ମାନେ ସୁର୍ଜ୍ୟଦୟରୁ ଦେଢ ଘଣ୍ଟା ପୂର୍ବରୁ ହୋଇଥାଏ । ଜ୍ୟୋତିଶଙ୍କ ହିସାବରେ ୪.୧୫ ରୁ ୫.୧୫ସମୟ ବ୍ରହ୍ମ ମୁହୂର୍ତ । ବ୍ରହ୍ମ ମୁହୂର୍ତର ଚମତ୍କାରିତା ବିଷୟରେ ଖାଲି ଶାସ୍ତ୍ରରେ କୁହାଯାଇ ନାହିଁ, ବିଜ୍ଞାନ ଓ ଆୟୁର୍ବେଦରେ ମଧ୍ୟ ବହୁତ ବିସ୍ତାର ରୂପରେ କୁହାଯାଇଛି । ଆସନ୍ତୁ ସର୍ବ ପ୍ରଥମରେ ଜାଣିବା ଏହାର ଧାର୍ମିକ ମହତ୍ଵ ବିଷୟରେ ।

ବାଲ୍ମୀକଙ୍କ ଦ୍ଵାରା ରଚିତ ରାମାୟଣ ଅନୁସାର ରାବଣର ଅଶୋକ ବାଟିକରେ ହନୁମାନ ବ୍ରହ୍ମ ମୁହୁରତରେ ହିଁ ପହଞ୍ଚୁଥିଲେ । ଓ ସୀତାମାତାଙ୍କ ଦ୍ଵାରା କରାଯାଉଥିବା ମନ୍ତ୍ର ଉଚାରଣ ଦ୍ଵାରା ଶୁଣି ସୀତା ମାତାଙ୍କୁ ଦେଖା କରୁଥିଲେ । ବ୍ରହ୍ମ ମୁହୂର୍ତରେ ପହଞ୍ଚିବା ଦ୍ଵାରା ତାଙ୍କ କାମ ସହଜରେ ହେଉଜାଉଥିଲା । ରିକବେଦରେ ଲେଖା ହୋଇଛିକି ‘ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିବା ଦ୍ଵାରା ମନିଉସ ସୁସ୍ଥ ରହିଥାଏ ଓ କେହିବି ବୁଦ୍ଧିମାନ ବ୍ୟକ୍ତି ଏହି ସମୟକୁ ସୋଇକି ବ୍ୟର୍ଥ କରିବା ନାହିଁ । ଏହି ସମୟରେ ଉଠୁଥିବା ଲୋକ ବହୁତ ସୁଖୀ ଓ ଊର୍ଜାବାନ ରହିଥାନ୍ତି ଓ ତାଙ୍କ ଆୟୁ ଲମ୍ବି ହୋଇଥାଏ ।

ଓ ଶାସ୍ତ୍ରରେ ମଧ୍ୟ କୁହାଯାଇଚିକି ବ୍ରହ୍ମା ମୁହୁରତରେ ଉଠିଲେ ଲୋକକୁ ଭଲ ଚେହେରା ଓ ଧନ, ଅଧିକ ଆୟୁର ପ୍ରାପ୍ତି ହୋଇଥାଏ ।ଏହି ସମୟରେ ଉଠିବା ଦ୍ଵାରା ଶରୀର ପଦ୍ମ ଫୁଲଭଳି ସୁନ୍ଦର ହୋଇଥାଏ । ସାମବେଦରେ ମଧ୍ୟରେ ଉଲେଖ କରାଯାଇଛି ବ୍ୟକ୍ତିକୁ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ପୂଜା ପାଠ କରିବା ଉଚିତ । ଏହି ସମୟରେ ଯେଉଁ ପବନ ଦେଇଥାଏ ଏଥିରେ ସ୍ୱାସ୍ଥ୍ୟ ଓ ଲକ୍ଷ୍ମୀ ଦୁଇଟି ଜାକରେ ବୃଦ୍ଧି ହୋଇଥାଏ । ଏହିଭଳି ହିନ୍ଦୁ ଧର୍ମ ଗ୍ରନ୍ଥରେ ବ୍ରହ୍ମ ମୁହୂର୍ତ ବିଷୟରେ ବହୁତ ବାର କୁହାଯାଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *