ଔଷଧ ଉପରେ ଗୋଟେ ଲାମ୍ବା ଗାର କଣ ପାଇଁ ଥାଏ? 99% ଲୋକ ଜାଣି ନାହାନ୍ତି ଏହା ପଛର ରାଜ୍

ଆପଣମାନେ ଦେଖିଥିବେ ଔଷଧ ଉପରେ ବା ଟ୍ୟାବଲେଟ ଉପରେ ଗୋଟେ ଲମ୍ବା ଗାର ଥାଏ । କିନ୍ତୁ କିଛି ଟ୍ୟାବଲେଟ ଉପରେ ସେଇ ଲାଇନ ନଥାଏ । କଣ ଆପଣ ଜାଣିଛନ୍ତି ଏହି ଲାଇନ କଣ ପାଇଁ ଥାଏ । ଟ୍ୟାବଲେଟରେ ଥିବା ଏହି ଲାଇନକୁ Debossed line କୁହାଯାଏ । ଯାହା ଟ୍ୟାବଲେଟ ଉପରେ ଅଙ୍କା ଯାଇଥାଏ ।

ଏହି ଲାଇନ ବେସୀ ପାୱାର ବାଲା ମେଡ଼ିସିନରେ ମିଳିଥାଏ, ତାକୁ ଅଧା କରି ଖାଆନ୍ତି । ଯଦି ଆପଣଙ୍କ ପାଖରେ ସହେ ଏମଜିର ଗୋଲି ରହିଛି ଓ ଡାକ୍ତର ହିସାବରେ ଆପଣଙ୍କୁ ପଚାଶ ଡୋଜ ନେବାର ଅଛି । ଆପଣ ସେହି ଔଷଧକୁ ମଝିରୁ ଭାଙ୍ଗି ଖାଇ ପାରିବେ । ସବୁ ମେଡ଼ିସିନ ମଝିରୁ ଭାଙ୍ଗି ନେଇ ପାରିବେ ନାହିଁ, ଯାହା ଉପରେ ଏହି ଡିବୋଶଡ ଲାଇନ ନାହିଁ । ତାକୁ ଭାଙ୍ଗିକି ଖାଇ ପାରିବେ ନାହିଁ ।

ଦୁନିଆରେ ସବୁଠୁ ମୂଲ୍ୟବାନ କାଠ କଣ ଅଟେ ? ତ ବହୁତ ଲୋକ ଚନ୍ଦନ କାଠ ବୋଲି କହିବେ । କିନ୍ତୁ ଏହା ଏତେବୀ ମୂଲ୍ୟବାନ କାଠ ନୁହେଁ । ଆଫ୍ରିକାନ ବ୍ଳାକଉଡ ସବୁଠୁ ମୂଲ୍ୟବାନ କାଠ ଅଟେ । ଯେଉଁଠି ଚନ୍ଦନ କି ମହାବଳୀ କାଠ ୫୦୦୦- ୬୦୦୦ କେଜିକୁ ହୋଇଥାଏ କିନ୍ତୁ ଆଫ୍ରିକାନ ବ୍ଲାକଉଡ ଗୋଟେ କେଜିକୁ ୮୦୦୦ପାଉଣ୍ଡ ମାନେ ସାତ ଲକ୍ଷ ଟଙ୍କାରୁବି ଅଧିକ ହୋଇଥାଏ ।

ଏହି କାଠ ଆଫ୍ରିକାର କିଛି ଜାଗାରେ ହିଁ ମିଳିଥାଏ । କିନ୍ତୁ ଏହା ଅଧିକ ସଂଖ୍ଯାରେ ମିଳିନଥାଏ । ଏହି ଗଛର ଉଚଟା ୨୫ ରୁ ୪୦ ଫୂଟ ହୋଇଥାଏ । ଗୋଟେ ଗଛକୁ ଠିକ ସେ ହେବା ପାଇଁ ୫୦ ରୁ ୬୦ ବର୍ଷ ଲାଗିଥାଏ ।  କେନିୟା ଓ ତାନଜେନିଆ ଭଳି ଦେଶରେ ଏହି ଗଛକୁ ସମୟ ପୂର୍ବରୁ କାଟି ଦିଆଯାଏ କାହିଁକିନ ସେଠାରେ ଲୋକ ଏହି ଗଛକୁ ବେନିୟମ ଭାବେ କାଟି ନେଇଥାନ୍ତି । ସେଥିପାଇଁ ବ୍ଲାକଉଡରେ ବହୁତ କମି ଆସୁଛି । ସେ ଗଛ ବହୁତ ମୂଲ୍ୟବାନ ଓ ଦୁର୍ଲଭ ହୋଇଥାଏ ।

ଏହିମୂଲ୍ୟବାନ କାଠର ବ୍ୟବହାର ବଇଁଶି, ଗୀତାର, ସେହନାଇ ତିଆରିରେ ହୋଇଥାଏ । ଏଥିରେ ବହୁତ ମଜଭୁତ ଫର୍ନିଚର ମଧ୍ୟ ତିଆରି କରାଯାଇଥାଏ । କିନ୍ତୁ ଏହି ଗୁଡିକ ବହୁତ କଷ୍ଟ ହୋଇଥାଏ, ତାକୁ କିଣିବା କୌଣସି ସାଧାରଣ ଲୋକ ପକ୍ଷରେ ସମ୍ବଭ ହୋଇନଥାଏ ।

ଇଣ୍ଡୋନେସିଆରେ ମିଳୁଥିବା ଆୟାମ ସୀମାନି ନାମକ ଚିକେନ ବହୁତ ଦୁର୍ଲଭ ଅଟେ । ଏହା ଲମ୍ବୋରଘିନି ନାମରେ ବହୁତ ଚର୍ଚିତ ଅଛି । ଏହାର ମୂଲ୍ୟ ଇଣ୍ଡୋନେସିଆରେ ୧ ଲକ୍ଷ ଟଙ୍କା ଅଟେ । ଏହାର ଅଣ୍ଡା କଳା ହେବ ସହିତ ଏହାର ସ୍କିନ, ଆଖି, ପର ସବୁ କଳା ହୋଇଥାଏ । ଏହି କୁକୁଡାର କଳା ରଙ୍ଗର କାରଣ ଅଟେ ଫାଇବ୍ରୋ ମେଲାନୋସିସ ।

Leave a Reply

Your email address will not be published. Required fields are marked *