ସୂଚନା ଅନୁସାରେ ବଡ ଖବର ଆଶୁଚିକି ଜେଲରେ ବନ୍ଦ ଥିବା ରିୟା ଚକ୍ରବର୍ତୀର ଭାଇ ସୁଶାନ୍ତ ମର୍ଡର କେଶରେ ନୂଆ ନାମର ଖୁଲାସ କରିଛନ୍ତି । ଯାହାର ସମସ୍ତଙ୍କୁ ତିନି ମାସରୁ ଅପେକ୍ଷା ଥିଲା । ମହାରାଷ୍ଟ୍ରର ମୁଖ୍ୟ ମନ୍ତ୍ରୀଙ୍କ ପୁଅ ଆଦିତ୍ୟ ଠାକରେ ଏବେ ପୁରା ପୁରୀ ଫସିବାର ଖବର ଆସୁଛି । ଏହି ନାମକୁ ଚୁପେଇବା ପାଇଁ ମୁମ୍ବାଇ ପୁଲିଶ ଓ ମହାରାଷ୍ଟ୍ର ସରକାର ଏଡି ଚୋଟି ବହୁତ ଚେଷ୍ଟା କରୁଥିଲେ ।
ବନ୍ଧୁଗଣ ଯାହା ପୁରା ଭାରତ ଚାହୁଁ ଥିଲା ସୁଶାନ୍ତର କେସ ପୁରା ଟିକିନିଖି ହେବ ଦରକାର ଏବେ ସେଇଟା ହେଉଛି । ସିବିଆଇ ଦିଲିରୁ କିଛି ଅଧିକାରୀଙ୍କୁ ଡ଼ାକିଥିଲେ ଉଚସ୍ତର ପର୍ଯ୍ୟନ୍ତ କଡା ଆକ୍ସନ ନେବା ଆରମ୍ଭ କରିସାରିଲାଣି । ଏବେ ଉଚସ୍ତରୀୟ ପଚରାଉଚରା ଆରମ୍ଭ କରିସାରିଲେଣି ।

ମୁଖ୍ୟ ମନ୍ତ୍ରୀଙ୍କ ପୁଅ ଆଦିତ୍ୟା ଠାକରେ ର ଘର ପର୍ଯ୍ୟନ୍ତ ବିଶେଷ ଅଧିକାରୀ ସେହି ଅଧିକାରୀଙ୍କୁ ନିଜ ସାଥିରେ ନେଇକାରୀ ଯିବ ଯିଏ ଡ୍ରଗ ମାମଲାର ସତ୍ୟ ପୁରା ଖୁଲାସା କରିଥିଲେ ଓ ଗୌରବ ଆର୍ଯାଠୁ ସବୁ ସତକଥା ବାହାର କରିଥିଲେ । ପୁଣି ରିୟାର ଭାଇକୁ ଜେଲକୁ ପଠାଇ କିଛି ଉଜାଗର କରାଇଥିଲା । ଏବେ କୁହାଯାଇଛି ଡ୍ରଗ ମାମଲାରେ ରିୟାର ସାଙ୍ଗ ଆଦିତ୍ୟା ଠାକରେ ର ବଡ ନାମ ଆଗକୁ ଆସିଲା ପରେ ସିବିଆଇ ମୁମ୍ବାଇ ପୁଲିଶ ଓ ବଡ ବଡ କମିଶନର ଠୁ ନେଇ ମୁଖ୍ୟ ମନ୍ତ୍ର୍ରିଙ୍କ ଲୋକଙ୍କ ଠାରୁ ଯାଞ୍ଚ ଆରମ୍ଭ କରାଯାଇଛି ।

ଏହି ସବୁ ଲୋକଙ୍କ କେଉଁଠି ନା କେଉଁଠି ରିୟା ସହିତ ସମ୍ବନ୍ଧ ଯୋଡା ଥିଲା, ସେ ଆୱାର୍ଡରେ ହଉକି ବିବାହ ପାର୍ଟିରେ ହେଉ ସମସ୍ତଙ୍କର ଲିଙ୍କ ଯୋଡା ଥିଲା । ବିଶେଷ ଟିମ ଗୌରବ ଆର୍ଯାଙ୍କ ଠାରୁ ସୂଚନା ପ୍ରାପ୍ତ କରିସାରିଛି । ଉଚସ୍ତରୀୟ ଲୋକଙ୍କର ଯାଞ୍ଚ କରିବା ପାଇଁ ବହୁତ ଜରୁରୀ ପ୍ରମାଣ ଅଟେ । ଏବେ ଆଦିତ୍ୟା ଠାକରେ ପର୍ଯ୍ୟନ୍ତ ଯିବ ଏହି ସିବିଆଇ ଟିମ ।

ଯାହାର ଡ୍ରଗ ଲିଙ୍କରେ ବଡ ହାତ ରହିଛି । ସଞ୍ଜୟ ରାଉତ ଧମକି ଦେଇଥିଲେ କଙ୍ଗନାକୁ ଯଦି ମୁମ୍ବାଇରେ ପାଦ ରଖିବ ତାହେଲେ ରକ୍ଷା ନାହିଁ । ତାପରେ ଟଙ୍କା ଅଫିସକୁ ଭାଙ୍ଗି ଦେଇଥିଲେ । ଏହା ଉପରେ ସିବିଆଇ କଡା ଆକ୍ସନ ନେଇଛି । ସିବିଆଇର ବିଶେଷ ଟିମ ଯେଉଁ ଡ୍ରଗ ମାମଲାରେ ବହୁତ ଭଲରେ ଯାଞ୍ଚ କରିବ ବହୁତ ବଡ ଖୁଲାସା ସମସ୍ତଙ୍କ ସାମ୍ନାରେ ରଖାଯିବ ।

ସେହି ଟିମ ଏବେ ଆଦିତ୍ୟା ଠାକରେକୁ ଦବେଇବାର ପ୍ରୟାସ କରୁଛି । ଏହି ବିଶେଷ ଟିମ ଏହି କେଶରେ ନଜର ରଖିଥିଲେ । ଏହି ଟିମ ମୁମ୍ବାଇ ଆସିବାପରେ ରିୟା ଚକ୍ରବର୍ତୀ ଡ୍ରଗ ଡିଲର ଗୌରବ ଆରୟକୁ ଧରିଥିଲା । ଏବଂ ସବୁ ଖବର ଖୁଲାସା କରିଥିଲା । ଦିଲ୍ଲୀରୁ ଆସିଥିବା ବଡ ବଡ ଅଫିସର ବହୁତ ଗଭୀର ଖବର ଏକଜୁଟ କରିଛନ୍ତି ।

ସିବିଆଇ ଏବେ ସେଇ ବାଟା ପର୍ଯ୍ୟନ୍ତ ପହଞ୍ଚି ଗଲାଣି ଯିଏ ସୁଶାନ୍ତ କେଶରେ ସବୁଠୁ ମେନ ଲୋକ ଥିଲା । ସିବିଆଇକୁ ପ୍ରଥମେ ସୁଶାନ୍ତ ମୃତ୍ୟୁ ମାମଲାରେ ସାଜିସର ବାସ୍ନା ଆସିଯାଇଥିଲା । ଏବେ ରିୟା ଓ ତାର ଭାଇକୁ ଜେଲରେ ବନ୍ଦ କରିବା ପରେ ଆହୁରିବି ପ୍ରମାଣ ଅଧିକ ମିଳିସାରିଲାଣି । ସିବିଆଇକୁ ତିନୋଟି ବଡ ପ୍ରମାଣ ମିଳିଛି ଯାହା ସିଏ ଅପେକ୍ଷା କରିଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।