CBI ଜାଲରେ ଫସିଲେ ଆଦିତ୍ଯ ଠାକରେ? ଜେଲ ରେ ଥାଇ ରିୟା ଦେଲେ ଏହି ବଡ ବୟାନ

ସୂଚନା ଅନୁସାରେ ବଡ ଖବର ଆଶୁଚିକି ଜେଲରେ  ବନ୍ଦ ଥିବା ରିୟା ଚକ୍ରବର୍ତୀର ଭାଇ  ସୁଶାନ୍ତ ମର୍ଡର କେଶରେ ନୂଆ ନାମର ଖୁଲାସ କରିଛନ୍ତି । ଯାହାର ସମସ୍ତଙ୍କୁ ତିନି ମାସରୁ ଅପେକ୍ଷା ଥିଲା । ମହାରାଷ୍ଟ୍ରର ମୁଖ୍ୟ ମନ୍ତ୍ରୀଙ୍କ ପୁଅ ଆଦିତ୍ୟ ଠାକରେ ଏବେ  ପୁରା ପୁରୀ ଫସିବାର ଖବର ଆସୁଛି । ଏହି ନାମକୁ ଚୁପେଇବା ପାଇଁ ମୁମ୍ବାଇ ପୁଲିଶ ଓ ମହାରାଷ୍ଟ୍ର ସରକାର ଏଡି ଚୋଟି ବହୁତ ଚେଷ୍ଟା କରୁଥିଲେ ।

ବନ୍ଧୁଗଣ ଯାହା ପୁରା ଭାରତ ଚାହୁଁ ଥିଲା ସୁଶାନ୍ତର କେସ ପୁରା ଟିକିନିଖି ହେବ ଦରକାର ଏବେ ସେଇଟା ହେଉଛି । ସିବିଆଇ ଦିଲିରୁ କିଛି ଅଧିକାରୀଙ୍କୁ ଡ଼ାକିଥିଲେ ଉଚସ୍ତର ପର୍ଯ୍ୟନ୍ତ କଡା ଆକ୍ସନ ନେବା ଆରମ୍ଭ କରିସାରିଲାଣି । ଏବେ ଉଚସ୍ତରୀୟ ପଚରାଉଚରା ଆରମ୍ଭ କରିସାରିଲେଣି ।

Image Courtesy: Google

ମୁଖ୍ୟ ମନ୍ତ୍ରୀଙ୍କ ପୁଅ ଆଦିତ୍ୟା ଠାକରେ ର ଘର ପର୍ଯ୍ୟନ୍ତ ବିଶେଷ ଅଧିକାରୀ ସେହି ଅଧିକାରୀଙ୍କୁ ନିଜ ସାଥିରେ ନେଇକାରୀ ଯିବ ଯିଏ ଡ୍ରଗ ମାମଲାର ସତ୍ୟ ପୁରା ଖୁଲାସା କରିଥିଲେ ଓ ଗୌରବ ଆର୍ଯାଠୁ ସବୁ ସତକଥା ବାହାର କରିଥିଲେ । ପୁଣି ରିୟାର ଭାଇକୁ ଜେଲକୁ ପଠାଇ କିଛି ଉଜାଗର କରାଇଥିଲା । ଏବେ କୁହାଯାଇଛି ଡ୍ରଗ ମାମଲାରେ ରିୟାର ସାଙ୍ଗ ଆଦିତ୍ୟା ଠାକରେ ର ବଡ ନାମ ଆଗକୁ ଆସିଲା ପରେ  ସିବିଆଇ ମୁମ୍ବାଇ ପୁଲିଶ ଓ ବଡ ବଡ କମିଶନର ଠୁ ନେଇ ମୁଖ୍ୟ ମନ୍ତ୍ର୍ରିଙ୍କ ଲୋକଙ୍କ ଠାରୁ ଯାଞ୍ଚ ଆରମ୍ଭ କରାଯାଇଛି ।

Image Courtesy: Google

ଏହି ସବୁ ଲୋକଙ୍କ କେଉଁଠି ନା କେଉଁଠି ରିୟା ସହିତ ସମ୍ବନ୍ଧ ଯୋଡା ଥିଲା, ସେ ଆୱାର୍ଡରେ ହଉକି ବିବାହ ପାର୍ଟିରେ ହେଉ ସମସ୍ତଙ୍କର ଲିଙ୍କ ଯୋଡା ଥିଲା । ବିଶେଷ ଟିମ ଗୌରବ ଆର୍ଯାଙ୍କ ଠାରୁ ସୂଚନା ପ୍ରାପ୍ତ କରିସାରିଛି । ଉଚସ୍ତରୀୟ ଲୋକଙ୍କର ଯାଞ୍ଚ କରିବା ପାଇଁ ବହୁତ ଜରୁରୀ ପ୍ରମାଣ ଅଟେ । ଏବେ ଆଦିତ୍ୟା ଠାକରେ ପର୍ଯ୍ୟନ୍ତ ଯିବ ଏହି ସିବିଆଇ ଟିମ ।

Image Courtesy: Google

ଯାହାର ଡ୍ରଗ ଲିଙ୍କରେ ବଡ ହାତ ରହିଛି । ସଞ୍ଜୟ ରାଉତ ଧମକି ଦେଇଥିଲେ କଙ୍ଗନାକୁ  ଯଦି ମୁମ୍ବାଇରେ ପାଦ ରଖିବ ତାହେଲେ ରକ୍ଷା ନାହିଁ । ତାପରେ ଟଙ୍କା ଅଫିସକୁ ଭାଙ୍ଗି ଦେଇଥିଲେ । ଏହା ଉପରେ ସିବିଆଇ କଡା ଆକ୍ସନ ନେଇଛି । ସିବିଆଇର ବିଶେଷ ଟିମ ଯେଉଁ ଡ୍ରଗ ମାମଲାରେ ବହୁତ ଭଲରେ ଯାଞ୍ଚ କରିବ ବହୁତ ବଡ ଖୁଲାସା ସମସ୍ତଙ୍କ ସାମ୍ନାରେ ରଖାଯିବ ।

Image Courtesy: Google

ସେହି ଟିମ ଏବେ ଆଦିତ୍ୟା ଠାକରେକୁ ଦବେଇବାର ପ୍ରୟାସ କରୁଛି । ଏହି ବିଶେଷ ଟିମ ଏହି କେଶରେ  ନଜର ରଖିଥିଲେ । ଏହି ଟିମ ମୁମ୍ବାଇ ଆସିବାପରେ ରିୟା ଚକ୍ରବର୍ତୀ ଡ୍ରଗ ଡିଲର ଗୌରବ ଆରୟକୁ ଧରିଥିଲା । ଏବଂ ସବୁ ଖବର ଖୁଲାସା କରିଥିଲା । ଦିଲ୍ଲୀରୁ ଆସିଥିବା ବଡ ବଡ ଅଫିସର ବହୁତ ଗଭୀର ଖବର ଏକଜୁଟ କରିଛନ୍ତି ।

Image Courtesy: Google

ସିବିଆଇ ଏବେ ସେଇ ବାଟା ପର୍ଯ୍ୟନ୍ତ ପହଞ୍ଚି ଗଲାଣି ଯିଏ ସୁଶାନ୍ତ କେଶରେ ସବୁଠୁ ମେନ ଲୋକ ଥିଲା । ସିବିଆଇକୁ ପ୍ରଥମେ ସୁଶାନ୍ତ ମୃତ୍ୟୁ ମାମଲାରେ ସାଜିସର ବାସ୍ନା ଆସିଯାଇଥିଲା । ଏବେ ରିୟା ଓ ତାର ଭାଇକୁ ଜେଲରେ ବନ୍ଦ କରିବା ପରେ ଆହୁରିବି ପ୍ରମାଣ ଅଧିକ ମିଳିସାରିଲାଣି । ସିବିଆଇକୁ ତିନୋଟି ବଡ ପ୍ରମାଣ ମିଳିଛି ଯାହା ସିଏ ଅପେକ୍ଷା କରିଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *