Odia Dhagadhamali: କେଉଁ ଫଳ ଉପରେ ପତ୍ର ଥାଏ ? ଏହା ସହ ଆହୁରି 19 GK Questions

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା । ୧- କାର୍ଯ୍ୟ କରିବାର ସାମର୍ଥ୍ୟ କୁ କଣ କୁହାଯାଏ ?

ଉତ୍ତର- ଶକ୍ତି

୨- କିଏ ସକଳ ଶକ୍ତିର ଆଧାର ଅଟେ ?

ଉତ୍ତର- ସୂର୍ଯ୍ୟ

୩- ମହାଭାରତର ମୁଖ୍ୟତ କେଉଁ ବିଷୟରେ ବର୍ଣ୍ଣିତ ଅଟେ ?

ଉତ୍ତର- ପାଣ୍ଡବ କୌରବ ମଧ୍ୟରେ ଘଟିଥିବା ଗୃହ ବିବାଦ କଥା

୪- ରାଜା ଶାନ୍ତୁନୁଙ୍କ ରାଣୀଙ୍କ ନାମ କଣ ?

ଉତ୍ତର- ଗଙ୍ଗା

୫- କେଉଁ ଦେଶରେ କେବଳ ୨୭ ଜଣ ଲୋକ ରହିଥାନ୍ତି ?

ଉତ୍ତର- ସିଲଣ୍ଡ

୬- ମନୁଷ୍ୟ ପରେ କାହାକୁ ବୁଦ୍ଧିମାନ ଜୀବ କୁହାଯାଏ ?

ଉତ୍ତର- ଡଲଫିନ

୭- କେଉଁ ପ୍ରାଣୀର ୩ଟି ହୃଦୟ ଅଛି ?

ଉତ୍ତର- ଅକ୍ଟୋପାସ

୮- ମାନବ ଶରୀରର କେଉଁ ଅଙ୍ଗ ଅନ୍ଧାର ହେବା ପରେ ବଡ ହୋଇଯାଏ ?

ଉତ୍ତର- ଆଖିର ପୁତୁଳି

୯- ସୁନାର ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଚୀନ

୧୦- ଭାରତର ପ୍ରଥମ ମୁସଲିନ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର- ଜାକିର ହୁସେନ

୧୧- କେଉଁ ରୁଷୀ ମହାସମୁଦ୍ର କୁ ଚଳୁ କରି ସୁଖେଇ ଦେଇଥିଲେ ?

ଉତ୍ତର- ଅଗସ୍ତି

୧୨- ଅଗସ୍ତି ରୁଷୀ ଙ୍କ ଆଶ୍ରମ କେଉଁଠାରେ ଥିଲା ?

ଉତ୍ତର- ଗଙ୍ଗା ନଦୀ କୂଳରେ

୧୩- ବୃତାସୁରକୁ କିଏ ବଧ କରିଥିଲେ ?

ଉତ୍ତର- ଇନ୍ଦ୍ର

୧୪- ଗଛରୁ ଓଲହାଇଲା ବାଉ ଜଣେ ତା ଦେହ ସାରା କାଛୁ ପଣେ ତାହା କଣ ?

ଉତ୍ତର- ପଣସ

୧୫- ଗଛ ଚାଖଣ୍ଡେ ପତ୍ର ଖଣ୍ଡେ ଦେଲେନି ଦଳି ଖାଇବି ଗଣ୍ଡେ ?

ଉତ୍ତର- ଦୁକୁଡା

୧୬- ଏମିତି କେଉଁ ଜିନିଷ ଯାହା ଆମକୁ ସମସ୍ତଙ୍କର ଦେଖାଯାଏ କିନ୍ତୁ ନିଜର ଦେଖାଯାଏ ନାହି ?

ଉତ୍ତର- ଭୁଲ

୧୭- ଭାରତରେ କେବେ ପ୍ରଥମ ଥର ପାଇ ଆଇଏସ ପରୀକ୍ଷା ହୋଇଥିଲା ?

ଉତ୍ତର- ୧୯୫୦ ରେ

୧୮- ସେ କିଏ ଯାହାର ମୁଣ୍ଡ ନାହି କିନ୍ତୁ ଟୋପି ପିନ୍ଧିଥାଏ ?

ଉତ୍ତର- ବୋତଲ

୧୯- ଏମିତି କେଉଁ ଜିନିଷ ଯାହାକୁ ଆମେ ଧରିକି ରଖି ପାରିବା ନାହି ?

ଉତ୍ତର- ଛାଇ

୨୦- କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର- ସପୁରି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *