ମାତ୍ର 10 ଦିନରେ ଶିର ବ୍ଲକେଜ, ହାର୍ଟ ସମସ୍ୟା, ବ୍ଲଡ ପ୍ରେସର ସମସ୍ତ ରୋଗରୁ ମିଳିବ ମୁକ୍ତି, ବାସ କରନ୍ତୁ ଏହି ଘରୋଇ ଉପଚାର- Health Tips

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ପାୱାର ଫୁଲ ରେମେଡି ନେଇ ଆସୁଛି ଯାହା ଆପଣଙ୍କର ଶିର ଜନିତ ସମସ୍ଯା ଦୂର କରିବ । ଦବି ଯାଇଥିବା ସିର ହେଉ ବା ସିର ଖୋଜିବା, ହାର୍ଟ ବ୍ଲକେଜ, ବ୍ଲଡ଼ ପ୍ରେସର ଭଳି ସମସ୍ଯା ଥିଲେ ଏହା ଦୂର କରିବ । ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ବଢି ଯାଇଛି ତେବେ ଏହି ରେମେଡିକୁ ନିଶ୍ଚୟ ଟ୍ରାଏ କରନ୍ତୁ । ମୁଣ୍ଡ ଠାରୁ ଗୋଡ ଯାଏଁ ବ୍ଲକ ଶିରକୁ ଖୋଲିବାରେ ସାହାଜ୍ଯ କରିବ ଏହି ରେମେଡି । ଏହା ସହ ରକ୍ତ ଗାଢା ରୁ ପତଳା କରିବାରେ ସହାୟକ ହେବ ଏହି ରେମେଡି ।

ତେବେ ଆସନ୍ତୁ ଜାଣିବା ଏହି ରେମେଡି କିପରି ତିଆରି କରିବା ଓ ଏହାର ପ୍ରୟୋଗ କେମିତି କରିବା । ଆଜିର ଏହି ରେମଦିର ଆମେ ନ୍ଯାଚୁରାଲ ଜିନିଷ ପ୍ରୟୋଗ କରିବା । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକ ରହିଛି ରହିଛି ସେଓ ଯାହା ବିଷୟରେ ଆପଣଙ୍କୁ ଜଣାଥିବ । ସେଓ ର ସେବନ ଚୋପା ସହ କରନ୍ତୁ କାରଣ ଏଥିରେ ନାନା ପ୍ରକାରର ଭିଟାମିନ ରହିଛି । ଦ୍ଵିତୀୟ ସାମଗ୍ରୀର ହେଉଛି ଲେମ୍ବୁ ତାହା ପୁଣି ଚୋପା ସହ । ଯାହା ଶରୀରରେ ଚର୍ବି ତରଳାଇବାରେ ସାହାଜ୍ଯ କରିଥାଏ । ଲେମ୍ବୁର ରସ କାଟି ରଖିଥିବା ସେଓ ରେ ଚୁପିଡୁ ଦିଅନ୍ତୁ ।

ଏହା ପରେ ଲେମ୍ବ ଚୋପାର ଛୋଟ ଛୋଟ ଖଣ୍ଡ କରି ସେଓ ରେ ପକାନ୍ତୁ । ଏବେ ଆପଣଙ୍କୁ ଏଥିପାଇଁ ଆବଶ୍ୟକ ରହିଛି ୨ଟି ଲବନଗ । ଗୋଟେ ସେଓରେ ଦୁଇଟି ଲବଙ୍ଗ ବ୍ୟବହାର କରନ୍ତୁ । ଯଦି ଗୋଲମରୀଚ ନେବେ ୪ଟି ନିଅନ୍ତୁ । ବ୍ୟାଡ କୋଲେଷ୍ଟ୍ରୋଲକୁ ଖୋଲିବା ସହ ସିର ଖୋଲିବାରେ ସାହାଜ୍ଯ କରିଥାଏ ଲାଙ୍ଗ ଓ ଗୁଜୁରାତି । ଏହା ପରେ ଆବଶ୍ୟକ ରହିଛି ଦୁଇ ପାଖୁଡା ରସୁଣ, ଛୋଟ ଖଣ୍ଡ ଅଦା ଯାହା ଆମର ଇମ୍ୟୁନିଟି ପାୱାର ବଢାଇଥାଏ । ଏହା ସହ ହାର୍ଟ ସମସ୍ଯା ହୁଏ ନାହି । ପ୍ରଥମେ ଏକ ପାତ୍ର ନେଇ ଏକ ଗ୍ଳାସ ପାଣିରେ ସବୁ ସାମଗ୍ରୀକୁ ପକାନ୍ତୁ । ଏହାକୁ ୧୦ ମିନିଟ ଯାଏଁ ଫୁଟନ୍ତୁ ଓ ଥଣ୍ଡା ହେବା ପରେ ସେବନ କରନ୍ତୁ ।

ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ସବୁ ସାମଗ୍ରୀ ନେଇ ଏହାର ଜୁସ ରସ୍ତୁତ କରନ୍ତୁ । ଏଥିରେ ମାତ୍ର ଚିମୁଟାଏ ହଳଦୀ ପକାଇ ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ । ଏହାର ସେବାନ କରିବା ଦ୍ଵାରା ଓଜନ କମ ହେବା, ସିର ଖୋଲିବା, ହାର୍ଟ ବ୍ଲକେଜ ଭଳି ସମସ୍ଯା ଦୂର ହୋଇଥାଏ । ଦୁର୍ବଳ ସିର, କୋଲେଷ୍ଟ୍ରୋଲ ବଢିବା, ହାର୍ଟ ସମସ୍ଯା ଦୂର କରିଆବା ପାଇଁ ଏହି ୨ଟି ରେମେଡି ର ପ୍ରୟୋଗ କରନ୍ତୁ ।

ତେବେ ଆପଣ ମାନେ ବି ଏଥି ମଧ୍ୟରୁ ନିଶ୍ଚୟ ଗୋଟିଏ ପ୍ରୟୋଗ କରନ୍ତୁ । ଦେଖିବେ ଯାହା ବି ସମସ୍ୟା ଆପଣଙ୍କର ରହିଥିବ ତାହା ନିଶ୍ଚୟ ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *