Special Report: ବୃଦ୍ଧ ମହିଳାଙ୍କୁ ଦୋକାନ ମାଲିକ ଏଭଳି ଅସଦାଚରଣ କରୁଥିବା ସମୟରେ, ଯବାନ କଲେ କିଛି ଏମିତି କି… ସାରା ଦୁନିଆ କରୁଛି ପ୍ରଶଂସା: ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜିକାଲି କିଛି ଲୋକ ମାନେ ନିଜର ମଣିଷପଣିଆ ହରାଇଛନ୍ତି ଯାହାର ଜ୍ଵଳନ୍ତ ଉଦାହରଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆମ ଦେଶରେ ମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ନିଜର ସୁଖ ସୁବିଧା ପାଇଁ ଅନ୍ୟ କୁ କଷ୍ଟ ହେଲା ଭଳି କାମ କରିଥାନ୍ତି । କିନ୍ତୁ ଏମିତି ବି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ଏହାର ପ୍ର-ତି-ବା-ଦ କରିବାକୁ ପଛେଇ ନ ଥାନ୍ତି । ଏହି ଭିଡିଓ ରେ ଜଣେ ବୃଦ୍ଧ ମହିଳା ଦୋକାନ ଆଗରେ ଶୋଇ ଥିବାର ନଜର ଆସୁଛନ୍ତି । ଏହା ପରେ ଯାହା ଘଟିଲା ତାହା ଦେଖିଲେ ବିଶ୍ଵାସ କରି ହେବ ନାହି ।

ବୃଦ୍ଧ ମହିଳା ଜଣକ ଦୋକାନ ଆଗରେ ଶୋଇଥିବାର ଦେଖି ଦୋକାନ ମାଲିକ ସେଠାରେ ଆସି ପହଞ୍ଚି ଥିଲେ । ଏହା ପରେ ଦୋକାନ ମାଲିକ ବୃଦ୍ଧ ମହିଳା ଙ୍କ ସହ ଏତେ ଖରାପ ବ୍ୟବହାର କରିଛନ୍ତି ଯାହା ଦେଖିଲେ ରୁମ ଟାଙ୍କୁରି ଉଠିବ ।

ଏହା ସହ ଦୋକାନ ମାଲିକ ଜଣକ ବୃଦ୍ଧ ମହିଳା ଙ୍କ ଉପରେ ପାଣି ଢାଳିବା ସହ ତାଙ୍କୁ ଗୋଇଠା ମଧ୍ୟ ମାରିଛନ୍ତି ଯାହା ଅତି ନି-ନ୍ଦ-ନୀ-ୟ କଥା ଅଟେ । ସେହି ସମୟରେ ସେଠାରେ ଥିବା ଜଣେ ଯବାନ ଏହାର ପ୍ର-ତି-ବା-ଦ କରିଥିଲେ । ଏହା ପରେ ଯବାନ ଜଣକ ବୃଦ୍ଧ ମହିଳା ଙ୍କୁ ସେହି ନୃଶଂସ ଦୋକାନ ମାଲିକ ଠାରୁ ଉଧାର କରିଥିଲେ ।

ଏହା ପରେ ଯବାନ ଜଣକ ଯେଉଁ ମହାନ କାମ କରିଛନ୍ତି ତାହା ଦେଖିଲେ ତାଙ୍କୁ ସାଲୁଟ କରିବାକୁ ମାନେ ହେବ । ଯବାନ ଜଣକ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧ ମହିଳା ଙ୍କୁ ଉଧାର କରି ନାହାନ୍ତି ବରଂ ତାଙ୍କୁ କିଛି ଟଙ୍କା ଦେଇଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି । ତେବେ ଏହି ଘଟଣା କୁ ନେଇ ଏତିକି ଶେଷରେ କହି ହେବେ ଯେ ଏଠାରେ ମଣିଷର ଦୁଇ ଟି ରୂପ ସାମନାକୁ ଆସିଛି । ଗୋଟିଏ ହେଉଛି ଅମାନବିକତା ଓ ଅନ୍ୟ ଟି ହେଉଛି ମାନବିକତା । ଯେଉଁ ଠାରେ ଦୋକାନ ମାଲିକ ବୃଦ୍ଧ ମହିଳା ଙ୍କ ସହ ଏତେ ଖରାପ ବ୍ୟବହାର କରି ଅମାନବିକତା ଦେଖାଇଛି ।

ଠିକ ସେହି ପରି ଯବାନ ଜଣକ ବୃଦ୍ଧ ମହିଳା ଙ୍କୁ ଉଦ୍ଧାର କରି ତାଙ୍କୁ କିଛି ଆର୍ଥିକ ସହାୟତା କରି ଅମାନବିକତା ର ରୂପ ଦେଖାଇଛନ୍ତି । ଆପଣ ଏମାନେ ଯବାନ ଙ୍କୁ ବର୍ଡରରେ ଦେଶ ପାଇଁ ଲଢୁଥିବାର ଆଗରୁ ଦେଖିଥିବେ । କିନ୍ତୁ ଆଜିର ଏହି ଭିଡିଓ ରେ ଜେଣ ଯବାନ ଏହି ଭଳି ମହାନ କାମ କରିଛନ୍ତି ଯାହା ପ୍ରଶଂସା ଯୋଗ୍ୟ ଅଟେ । ଏହି ଭିଡିଓ ଟି ଭାଇରାଲ ହେବା ପରେ ଯବନା ଙ୍କର ପ୍ରଶଂସା କରୁଛନ୍ତି ପୁରା ଦେଶବାସୀ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *