ବୃଷ ରାଶି ଜୁନ ମାସରେ ରୁହନ୍ତୁ ସାବଧାନ! Jyotisha Shastra

ଆମ ରାଶି ଚକ୍ରରେ ୧୨ଟି ରାଶି ବିରାଜମାନ ରହିଛନ୍ତି ତେବେ ବୃଷ ରାଶି ଦ୍ଵିତୀୟ ସ୍ଥାନରେ ଆସିଥାଏ । ତେବେ ରାଶି ମାନଙ୍କ ଚାଲି ଚଳନ ଉପରେ ଗ୍ରହ ମାନଙ୍କ ପ୍ରଭାବ ପଡିଥାଏ କାହିଁକିନା କୁହା ଯାଇଛି ଯେ ରାଶି ଉପରେ ଗ୍ରହ ପରିବର୍ତନ ଆଉ ନକ୍ଷତ୍ର ପରିବର୍ତନ ପ୍ରଭାବ ବହୁତ ଅଧିକ ପଡିଥାଏ ଆଉ ଗ୍ରହ ନକ୍ଷତ୍ର ପ୍ରତି ଦିନ ବଦଳି ଥାଏ ।

ତେବେ ଗ୍ରହ ଭଲ ଦହସାରେ ରହିଲେ ଜାତକ ସହ ସବୁ ଶୁଭ ଶୁଭ ହୋଇଥାଏ କିଛି ବି ଅସୁବିଧା ହେଲେ ତାହା ସମାଧାନ ହୋଇଥାଏ କିନ୍ତୁ ଗ୍ରହ ଖରାପ ରହିଲେ ଭଲ ଦଶା ମଧ୍ୟ ଖରାପ ହୋଇଥାଏ ତେବେ ଏହାର କିଛି ଉପାୟ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରା ଯାଇଛି ତାହା ବିଖ୍ୟାତ ପଣ୍ଡିତ ମାନେ ହିଁ କହି ପାରିବେ । ତେବେ ଆଜି ଆମେ ଆପଣଙ୍କୁ ବୃଷ ରାଶି ର ଜୁନ ମାସ କେମିତି ହବାକୁ ଯାଉଛି ତାହା ବିଷୟରେ କହିବାକୁ ଯାଉଛୁ ।

ବୃଷ ରାଶି ଉତ୍ତମ ରାଶି ଅଟେ, ଏହି ରାଶି ଲୋକଙ୍କ ସ୍ଵଭାବ ଶାନ୍ତ ଓ ସରଲ ହୋଇଥାଏ ଯେ ପର୍ଯ୍ୟନ୍ତ ଆଣକ ସହ କେହି ଲାଗି ନଥାନ୍ତି କେବଳ ସେତିକି ପର୍ଯ୍ୟନ୍ତ ନଚେତ ଏହି ଲୋକଙ୍କ ବୁଦ୍ଧି ଟିକେ କମ ହୋଇଥାଏ ଯାହା ଫଳ ସ୍ୱରୂପ ଏହି ଜାତକ ବ୍ୟକ୍ତି ବୁଦ୍ଧି ଠାରୁ ଅଧିକ ବଳ ପ୍ରୟୋଗ କରନ୍ତି ଯାହା ବର୍ତମାନ ସମୟରେ ବହୁତ ମୁସ୍କିଲ ଅଟେ । ତେବେ କଣ ଆପଣ ମାନେ ଜାଣିଛନ୍ତି ଯେ ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ ଏହି ରାଶି ଲୋକ ମାନେ ତାକୁ ସମ୍ଭାଳି ଥାନ୍ତି ଆଉ ଜୀବନରେ ଆଗକୁ ବଢି ଥାନ୍ତି ।

ଏହି ରାଶି ଲୋକଙ୍କୁ କାହା ସହ ବାଦ ବିବାଦରେ ଫସିବା ଉଚିତ ନୁହ ଏହା ଛଡା ନିଜ ପାଟି ଆଉ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ବହୁତ ଆବଶ୍ୟକ ନଚେତ ଆପଣଙ୍କ ସବୁ ଭଲ କାମ ଖରାପ ହୋଇ ଚାଲିବ ଆଉ ଆପଣଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡିବ । ବୃଷ ରାଶି ଲୋକଙ୍କ ଆସନ୍ତା ସମୟରେ ସ୍ୱାସ୍ଥ୍ୟ ସମସ୍ୟା ହବାକୁ ଯାଉଛି ସେଥିପାଇଁ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଆଉ ନିଜକୁ ସବୁ ପ୍ରକାର ରୋଗରୁ ବଞ୍ଚାଇ ରଖିବା ପାଇଁ ସୁଆଦିଆ ନୁହ ପୋଷ୍ଟିକର ଖାଦ୍ୟ ସେବନ କରନ୍ତୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରଖିବ ।

ଜ୍ୟୋତିଷ ଅନୁଯାଇ ଆସନ୍ତା ସମୟ ବୃଷ ରାଶି ଜାତକ ମାନଙ୍କ ବିଦ୍ୟା ପାଇଁ ପରୀକ୍ଷା ସମୟ ଅଟେ ଆପଣ ନିଜ ଭାଗ୍ୟ ନିଜେ ଲେଖିବେ ଭଲ ପଢିଲେ ଆପଣଙ୍କୁ ଆଶୀର୍ବାଦ ମିଳିବ ଆଉ ନ ପଢିଏ ଦଣ୍ଡ ତେବେ ଆପଣ କଣ ପାଇବାକୁ ଚାହନ୍ତି ସେହି ଅନୁଯାଇ କଷ୍ଟ କରନ୍ତୁ । ଭାଗ୍ୟ ଆପାଙ୍କ ସହ ଅଛି ତେବେ ପ୍ରତେକ କ୍ଷେତ୍ରରେ ସଫଳତା ମିଳିବ କିନ୍ତୁ ତାହା ଅନୁଯାଇ ପରିଶ୍ରମ ମଧ୍ୟ କରିବାକୁ ହବ ।

Leave a Reply

Your email address will not be published. Required fields are marked *