ବୃଷ ରାଶିରେ ହେଉଛି ସୂର୍ଯ୍ୟ ଏବଂ ଶୁକ୍ରଙ୍କର ଅଦ୍ଭୁତ ସଂଯୋଗ, ଏହି ୩ରାଶି ଲୋକଙ୍କୁ ରହିବାକୁ ହେବ ସାବଧାନ

୧୪ ମଇ ରାତିରେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିସାରିଛନ୍ତି, ଏହା ଶୁକ୍ର ସ୍ଵାମିତ୍ଵ ରାଶି ଅଟେ, ବର୍ତମାନରେ ଶୁକ୍ର ଗ୍ରହ ମଧ୍ୟ ଏହି ରାଶିରେ ଓଲଟା ସ୍ଥିତିରେ ଅଛନ୍ତି, ଶୁକ୍ର ୨୫ ଜୁନ ପର୍ଯ୍ୟନ୍ତ ଏହି ସ୍ଥିତିରେ ରହିବେ, ପଣ୍ଡିତ ମନିଷ ଶର୍ମା ଅନୁଯାଇ ବୃଷ ରାଶିରେ ସୂର୍ଯ୍ୟ ଏବଂ ଶୁକ୍ର ୟୁକ୍ତି ମେଷ, ବୃଷ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଏବଂ ମୀନ ରାଶି ପାଇଁ ସମୟ ଏହାର ପକ୍ଷରେ ଅଟେ, ତେବେ ମିଥୁନ, ସିଂହ, ଧନୁ ରାଶି ଲୋକଙ୍କ ଜାତକରେ ଅଧିକ ସାବଧାନ ରହିବା ଉଚିତ ।

ସୂର୍ଯ୍ୟ ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ କଣ କରିବା ଉଚିତ ?

ଭବିଷ୍ୟ ପୁରାଣରେ ସୂର୍ଯ୍ୟ ମହତ୍ଵ କୁହା ଯାଇଛି, ଏହି ଅଧ୍ୟୟନରେ ଶ୍ରୀ କୃଷ୍ଣ ଶାମ୍ବକୁ ସୂର୍ଯ୍ୟ ମହିମା ବିଷୟରେ କହିଛନ୍ତି, ଏହି ପୁରାଣ ଅନୁଯାଇ ପ୍ରତିଦିନ ସକାଳେ ଉଠି ସ୍ନାନ ଇତ୍ୟାଦି ସମାପ୍ତ କରି ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ଉଚିତ, ଏହି ଶୁଭ କାର୍ଯ୍ୟ ଦ୍ଵାରା ସୂର୍ଯ୍ୟ ଖରାପ ପ୍ରଭାବରୁ ଆପଣ ବଞ୍ଚି ପାରିବେ । ପ୍ରତିଦିନ କାମରେ ବାଧା ଆସି ପରେ, ଆଜି ଆପଣ ନିଜ ସାଙ୍ଗ ବା ଶୁଭଚିନ୍ତକ ମାନଙ୍କ ସହ ବସି ଭବିଷ୍ୟ ଆଲୋଚନା କରି ପାରିବେ ।

ବ୍ୟବସାୟ ରେ ହାନି ହବାର ଆସାର ଦେଖା ଯାଉଛି, ଭାଗ୍ୟ ଆପଣଙ୍କ ସହ ରହିବ, ଆଜି ଆପଣଙ୍କୁ ମହିଳା ସମ୍ପର୍କୀୟ ପାଇଁ ଚିନ୍ତା ହୋଇ ପାରେ, ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ । ଶତ୍ରୁ ପକ୍ଷ ହାନି କରିବା ପାଇଁ ଚେଷ୍ଟା କରି ପାରନ୍ତି ସତର୍କ ରହିବା ଉଚିତ ଅଟେ ।

ଆଜି ସ୍ବାମୀଙ୍କ ସହ ପ୍ରେମ ସମ୍ପର୍କ ମଧୁର ରହିବ, ଦାମ୍ପତ୍ୟ ଜୀବନ ସୁଖମୟ ହବ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଆଜି ଆପଣଙ୍କ ସାଙ୍ଗମାନଙ୍କ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରି ପାରନ୍ତି ଏବଂ ସରକାରୀ ଅଫସର ଆପଣଙ୍କ ସାହାଯ୍ୟ କରି ପାରନ୍ତି । ସୂର୍ଯ୍ୟ ମନ୍ତ୍ର – ଓଁ ଖଖୋଲ୍କ୍ୟା ସ୍ଵାହା । ଏହି ମନ୍ତ୍ର ଜପ ୧୦୮ଥର କରିବା ଉଚିତ, ଆପଣ ଚାହିଲେ ଓଁ ସୁର୍ୟାୟ ନମଃ ମନ୍ତ୍ର ଜାପ କରିବା ଉଚିତ ।

ଶୁକ୍ର ପାଇଁ କଣ କରିବା ଉଚିତ ?

ଶୁକ୍ର ଗ୍ରହ ପାଇଁ ସକାଳେ ଶିବଲିଙ୍ଗ ଉପରେ କଞ୍ଚା ଖିର ଅର୍ପିତ କରିବା ଉଚିତ , ଦରକାର ଥିବା ଲୋକଙ୍କୁ ଖିର ଦାନ କରନ୍ତୁ, ଓଁ ଶୂକ୍ରାୟ ନମଃ । ଏହି ମନ୍ତ୍ର ୧୦୮ଥର ଶିବଲିଙ୍ଗ ସାମ୍ନାରେ ବସି ଜପ କରନ୍ତୁ । ଆଗକୁ ଆମ ସହ ରହିବା ଏପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *