ପୋଷ୍ଟ ଅଫିସର ଏହି ସ୍କିମ ବନେଇପାରେ ଆପଣଙ୍କୁ କୋଟିପତି, ପ୍ରତ୍ୟକ ମାସ ଏତିକି କରିବାକୁ ହେବ ନିବେଶ

କୋଟିପତି ବନିବାର ସ୍ଵପ୍ନ ସମସ୍ତଙ୍କର ଥାଏ କିନ୍ତୁ ସମସ୍ତେ କୋଟିପତି ବନି ପାରନ୍ତି ନହିଁ । ଯଦି ଆପଣ ଆପଣଙ୍କ ପରିଶ୍ରମ ବଳରେ କୋଟିପତି ହେବାକୁ ଚାହୁଛନ୍ତି ତ ଏହି ପୋଷ୍ଟଅଫିସ ସ୍କିମ ଆପଣଙ୍କ କାମରେ ଆସିପାରେ । ଏହି ସ୍କିମରେ ସରକାର ପୁରା ଗ୍ୟାରେଣ୍ଟି ଦେଇଛନ୍ତି, ପଇସା ପୁରା ସୁରକ୍ଷିତ ରହିବ । ପୋଷ୍ଟ ଅଫିସର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ସ୍କିମରେ ପଇସା ଲଗାଇ ଆପଣ କାରୋଡ଼ପତି ବନିପାରନ୍ତି । ସରକାରଙ୍କ ସ୍କିମ ହୋଇଥିବାରୁ ଏଥିରେ ଭଲ ଲାଭ ମିଳିବ । ଏହା ସାଥିରେ ଆପଣଙ୍କୁ ବିଭିନ୍ନ ପରିସ୍ଥିତିରେ ଟ୍ୟାକ୍ସରେ ରିହାତି ମିଳିବ ।

Image Courtesy: Google

କେତେଅଧିକ ପୁଞ୍ଜି ନିବେଶ କରିପାରିବ :-

ଏହି ସ୍କିମରେ ସବୁ ବର୍ଷ ଅଧିକତମ ୧.୫୦ ଲକ୍ଷ ପୁଞ୍ଜି ନିବେଶ କରିପାରିବେ । କେହି ବ୍ୟକ୍ତି ବିତୀୟ ବର୍ଷରେ ଏହି ସୀମାରୁ ଅଧିକ ପୁଞ୍ଜି ନିବେଶ କରିପାରିବ ନହିଁ । ଆୟକର ବିଭାଗର ପୁରୁଣା ବ୍ୟବସ୍ତା ଅନୁସାରେ ଏହି ସ୍କିମରେ ପୁଞ୍ଜି ନିବେଶ କଲେ ବର୍ଷକୁ ୧.୫୦ଲକ୍ଷ ନିବେଶରେ ରିହାତି ମିଳିପାରେ । ଏହାଛଡା ଏହି ସ୍କିମ EEE ହିସାବରେ ମଧ୍ୟ ଆପଣଙ୍କୁ ଲାଭ ଦେଇଥାଏ ।

Image Courtesy: Google

PPF ଉପରେ ସୁଧ ହାର :-

ସବୁ ଚତୁର୍ଥାଂଶ ପାଇଁ ପିପିଏଫ ସହିତ ଅନ୍ୟ କେତେ ଯୋଜନା ପାଇଁ ସୁଧା ରେଟ ନିର୍ଧାରିତ କରନ୍ତି । ଏପ୍ରିଲ 2020 ରୁ ଜୁନ 2020 ପର୍ଯ୍ୟନ୍ତ ପିପିଏଫ ଉପରେ ସୁଧ ହାର ୭.୧% ହାର ଅଛି । ପିପିଏଫ ଆକାଉଣ୍ଟ ର ସମୟ ସୀମାର ଅବଧି 15 ବର୍ଷ ପର୍ଯ୍ୟନ୍ତ । କେହିବି ବ୍ୟକ୍ତି ଏକରୁ ଅଧିକ ମଉକାରେ ପାଞ୍ଚ ପାଞ୍ଚ ବର୍ଷ ପାଇଁ ବଢାଇ ପାରିବ । ସେଥିପାଇଁ ପାଖ ବ୍ୟାଙ୍କ ଓ ପୋଷ୍ଟ ଅଫିସ ରେ ଆବେଦନ କରିବାକୁ ପଡିବ । ସେଥିପାଇଁ ଆପଣଙ୍କୁ ସମୟ ପୂରିବା ବର୍ଷ ଏହି 15H ଫର୍ମ ଭରିବାକୁ ପଡିବ ।

Image Courtesy: Google

କୋଟିପତି ବନିବା ପାଇଁ ସବୁ ମାସରେ ଏତିକି ପୁଞ୍ଜି ନିବେଶ କରିବା ପାଇଁ ହେବ :-

ସବୁ ମାସରେ 12,500 ମାନେ ବର୍ଷରେ ୧.୫୦ଲକ୍ଷ ର ପୁଞ୍ଜିନିବେଶ କରିପାରିବେ । ଏହି ହିସାବରେ ଯଦି ଲଗାତର ୧୫ ବର୍ଷ ପୁଞ୍ଜି ନିବେଶ କରିବେ ତ ୭.୧ ସୁଧ ହାରରେ 15 ବର୍ଷ ପରେ ଆପଣଙ୍କ ମ୍ୟାଚୁରିଟୀ ର ପରିମାଣ ୪୨.୬୦ ଲକ୍ଷ ଟଙ୍କ ପାଖାପାଖୀ ହେବ । ଯଦି ଆପଣ ଦୁଇ ଥର ମାନେ ଦଶବର୍ଷ ପର୍ଯ୍ୟନ୍ତ ପୁଞ୍ଜି ନିବେଶ ଏକ୍ସଟେଣ୍ଡ କରନ୍ତି ତ 25 ବର୍ଷ ପରେ ମ୍ୟାଚୁରିଟୀ ଆମାଉଣ୍ଟ 1 କୋଟି ପାଇପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *