ବୁଧବାର ଦିନ ଭୁଲ ରେ ଖାଆନ୍ତୁ ନାହିଁ ଏହି ଜିନିଷ କି ମରିଗଲେ ବି କରନ୍ତୁନି ଏହି 5ଟି କାର୍ଯ୍ୟ- Vastu Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ ।

ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ବୁଧବାର ଦିନ କେତେକ କାର୍ଯ୍ୟ କରିବାକୁ ମନା କରାଯାଇଛି । ଯଦି ଆପଣ ଏହି କାମ କୁ କରନ୍ତି ତେବେ ଆପଣଙ୍କ ର ସର୍ବନାଶ ହୋଇଥାଏ । ତେବେ ଆସନ୍ତୁ ବନ୍ଧୁଗଣ ଏହି ବିଷୟ ରେ ଅଧିକ ଜାଣିବା । ସପ୍ତାହ ର ସମସ୍ତ ଦିନ ଗୁଡିକ ର ଅନେକ ବିଶେଷତ୍ବ ରହିଥାଏ । ଏହି ଦିନ ଗୁଡିକ ର ସ୍ୱାମୀ ମଧ୍ୟ ଅଲଗା ଅଲଗା ହୋଇଥାନ୍ତି । ତେବେ ଆଜି ଆମେ ଆଲୋଚନା କରିବା ବୁଧବାର ବିଷୟରେ ।

ଏହି ବାର ର ସ୍ୱାମୀ ବୁଧ ଗ୍ରହ ହୋଇଥାନ୍ତି । ତେବେ ବନ୍ଧୁଗଣ ଶାସ୍ତ୍ର ଅନୁସା ରେ ବୁଧବାର ଦିନ କିଛି କାମ କରିବାକୁ ମନା କରାଯାଇଥାଏ । ଆମେ ସେହି କାମ କରିବା ଦ୍ୱାରା ଆମ ଘର ର ସୁଖ ଶାନ୍ତି ଚାଲିଯାଇଥାଏ । ବୁଧବାର ଟି ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶ ଙ୍କ ଦିନ ଅଟେ । ଏହି ଦିନ ମାତା ଲକ୍ଷ୍ମୀ ଓ ଗଣେଶ ଙ୍କୁ ଧଳା ବା ଲାଲ ରଙ୍ଗର ଫୁଲ ଅର୍ପଣ କରିବା ଉଚିତ ଏପରି କରିବା ଦ୍ୱାରା ଆପଣଙ୍କ ଘରେ କୌଣସି ପ୍ରକାର ସମସ୍ୟା ଦେଖିବାକୁ ମିଳି ନ ଥାଏ । ଯଦି ଆପଣ ନିଜ ଘରେ ଧନ ସମ୍ପତ୍ତି ର ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ଲଗାତାର ଭାବେ ସାତୋଟି ବୁଧବାର ଧଳା ଗାଈ କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ ।

ଏପରି କରିବା ଦ୍ୱାରା ଆପଣଙ୍କ ଘରେ କେବେ ମଧ୍ୟ ଧନ ସମ୍ପତ୍ତି ର ଅଭାବ ଦେଖିବାକୁ ମିଳିବ ନାହିଁ । ବୁଧବାର ଦିନ କାହାକୁ କଡା ଵଚନ କିମ୍ବା କୌଣସି ଅପଶବ୍ଦ କହିବା ଉଚିତ ନୁହେଁ । କୁହାଯାଇଥାଏ ଯେ ବୁଧବାର ଦିନ ସମସ୍ତ ଙ୍କୁ ମଧୁର ଵଚନ କହିବା ଦ୍ବାରା ଆପଣଙ୍କ ର ସମସ୍ତ ଆର୍ଥିକ ସମସ୍ୟା ର ସମାଧାନ ହୋଇଯାଇଥାଏ ଏବଂ ବୁଧ ଗ୍ରହ ପ୍ରସନ୍ନ ହୋଇ ବ୍ୟକ୍ତି ର ଜୀବନ ରୁ ସମସ୍ତ ଦୁଃଖ କଷ୍ଟ ଦୁର କରିଥାନ୍ତି । ତେଣୁ ବୁଧବାର ଦିନ ସମସ୍ତ ଙ୍କ ସହିତ ଭଲରେ ଓ ମଧୁର ଵଚନ ରେ କଥା ହୁଅନ୍ତୁ ।

ବନ୍ଧୁଗଣ ବୁଧବାର ଦିନ ଭୁଲ ରେ ମଧ୍ୟ କୌଣସି କିନ୍ନର ଙ୍କର ଅପମାନ କରନ୍ତୁ ନାହିଁ । କିନ୍ନର ମାନଙ୍କ ର ସମ୍ଭନ୍ଧ ବୁଧ ଗ୍ରହ ଙ୍କ ସହିତ ରହିଥାଏ । ଏହି ଦିନ ତାଙ୍କୁ ଅପମାନିତ କରିବା ଦ୍ୱାରା ବୁଧ ଗ୍ରହ ଆପଣଙ୍କ ଉପରେ କ୍ଷୋଭ ପ୍ରକାଶ କରିଥାନ୍ତି ଓ ଆପଣଙ୍କ ଜୀବନ ରେ ବିଭିନ୍ନ ପ୍ରକାର ଅସୁବିଧା ମାନ ଦେଖା ଯାଇଥାଏ । ତେଣୁ ଏହି ଦିନ କିନ୍ନର ମାନଙ୍କର ଅପମାନ କରନ୍ତୁ ନାହିଁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *