ବୁଧବାର 30 ଜୁନ 2021- ଗଣେଶଙ୍କ କୃପାରୁ ଆଜି ଏହି ୩ ଟି ରାଶିକୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:- ଆଜି ନିଜ କାରିୟର ଉପରେ ଅଧିକ ଧ୍ୟା ଦିଅନ୍ତୁ । ଶେୟର ମାର୍କେଟରେ ଆପନ୍ନକୁ ନିରାଶା ହେବାକୁ ପଡିପାରେ । ଭଲ ଲୋକଙ୍କ କଥା ହେଲା ବେଳେ ନିଜର ଆଖି ଆଉ କାନ ଖୋଲା ରଖନ୍ତୁ ହୋଇପାରେ ଆପଣକ ହାତରେ କୌଣସି ଗୁରୁତ୍ଵ ପୂର୍ଣ କଥା ବା ବିଚାର ଲାଗିବ । ଆପଣଙ୍କ ଆର୍ଥିକ କ୍ଷମତାରେ ପୂର୍ବ ଅପେକ୍ଷା ବହୁତ ସୁଧାର ଦେଖିବାକୁ ମିଳିବ । ସଫଳତାର ନୂଆ ରାସ୍ତା ଆପଣଙ୍କୁ ଦେଖାଯିବ ।

ବୃଷ:- ବ୍ୟକ୍ତିଗତ ମାମଲାରେ ଆପଣଙ୍କୁ ଗୋଟିଏ ସୁଖଦ ଆଶ୍ଚର୍ଯ୍ୟ ମିଳିବ । ପିତାଙ୍କ ସହିତ ବୈଚାରିକ ମତଭେଦ ହୋଇପାରେ । ଆତ୍ମା ବିଶ୍ଵାସ ବଢିବ ଦିନ ମଧ୍ୟ ବହୁତ ଭଲରେ କଟିବ । ଆପଣଙ୍କ ସହିତ ବା ଆପଣଙ୍କ ଆଖପାଖରେ କିଛି ଲୋକଙ୍କ ସମ୍ପର୍କରେ ସୁଧାର ଆସିବ । କୌଣସି କାମରେ ପରିବାର ଲୋକଙ୍କ ସଜେସନ ଆପଣଙ୍କ ପାଇଁ ବହୁତ ଭଲ ସାବିତ ହେବ ।

ମିଥୁନ :- ଚାକିରିରେ ଅଫୋସର ମାନଙ୍କ ସହିତ ମତଭେଦ ହୋଇପାରେ । ଏହି ରାଶିର ଚତ୍ର ମାନଙ୍କ ପାଇଁ ଆଜିର ଦିନ ସକାରାତ୍ମକ ରହିବ । ଆପଣ ବୁଲିବା ଓ ପଇସା ଖରଚ କରିବା ମୁଡରେ ରହିବେ କିନ୍ତୁ ଯଦି ଆପଣ ଏମିତି କରିବେ ପରେ ଆପଣଙ୍କୁ ପସ୍ତେଇବାକୁ ପଡିବ । ଆପଣ ନିଜ କାର୍ଯ୍ୟକୁ ବହୁତ ଭଲ ଭାବରେ କରିବାକୁ ଚେଷ୍ଟା କରିବେ ।

କର୍କଟ :- ଆଜି ଆପଣ ଜିଦଦି ହପୋ କୌଣସି କାମ କରିବା ଉଚିତ ନୁହେଁ । ଅସଫଳତାକୁ ସଫଳତାର ଆଧାର ବନନ୍ତୁ । ଲାଭର ଭୋଗ ପ୍ରବଳ ରହିଛି । ସୁଯୋଗ ଉପରେ ନଜର ରଖନ୍ତୁ । କିନ୍ତୁ କୌଣସି ଖାସ ବ୍ୟକ୍ତି ସହିତ ଧନ ଖର୍ଚ କରିବାକୁ ପଡିପାରେ । ମେଲ ବା ମେସେଜ ସାହାଯ୍ୟରେ କିଏ ଆପଣଙ୍କୁ ଜରୁରୀ ସୂଚନା ମିଳିପାରେ । ନୂଆ ନୂଆ ଯୋଜନା ବନାଉଥିବା ଲୋକ କାମରେ ସଫଳ ହେବେ ।

ସିଂହ :- ଆଜି ପ୍ରତିଯୋଗିତାରେ ସଫଳତା ତଥା ରୋଜଗାରର ଅବସର ମିଳିବ । ରହିଯାଇଥିବା କାମ ପୁରା ହେବ । କାହା ସହିତ କୌଣସି ଗୁପ୍ତା କଥା ସେୟାର କରନ୍ତୁ ନହିଁ । ଅୟେଲ ପାଖକୁ ଯାଇ କାନୁନି ସଜେସନ ନେବା ପାଇଁ ଦିନ ବହୁତ ବଢିଆ ରହିଛି । ଆପଣଙ୍କ ମନ ପ୍ରସନ୍ନ ରହିବ ।

କନ୍ୟା :- ଆଜି କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରିବେ । ଆୟରେ ବୃଦ୍ଧି ହେବ । ଆପଣ କାମ କାର୍ଯ୍ୟରେ ଏକ୍ଟିଭ ରହିବେ । ପାର୍ଟନରଙ୍କ ସହିତ କିଛି ଭୁଲ ବୁଝାମଣା ହୋଇପାରେ । ଆଜି ବିପରୀତ ଲିଙ୍ଗର ସାଥିଙ୍କ ଠାରୁ ସହଯୋଗ ମିଳିବାର ଯୋଗ ରହିଛି । ତାଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । କିଛି ନୂଆ ଲୋକଙ୍କ ସହିତ ଆଜି ସମ୍ପର୍କ ହୋଇପାରେ ।

ତୁଳା :- ଆଜି ମନ ଶାନ୍ତ ତଥା ପ୍ରସନ୍ନ ରହିବ । ଗରିବ ମାନଙ୍କ ମଧ୍ୟରେ ଅନ୍ନ ଓ ବସ୍ତ୍ର ବାଣ୍ଟିବା ପୂଣ୍ୟ ହୋଇବ । ଆପଣଙ୍କ ବିଶ୍ଵାସ ଓ ଆସା ଆପଣଙ୍କ ଇଛା ପାଇଁ ନୂଆ ଦ୍ଵାର ଖୋଲିବ । ସାମାଜିକ କ୍ଷେତ୍ରରେ ସାମିଲ ହେବାର ସୁଯୋଗ ମଧ୍ୟ ମିଳିବ । ସାଙ୍ଗ ମାନଙ୍କ ସହିତ ବହୁତ ଭଲ ସମୟ ବିତିବ । ଆପଣ ଅନ୍ୟ ଉପରେ କିଛି ଅଧିକ ଖର୍ଚ କରିବେ ।

ବିଛା :- ଆଜି ଆପଣଙ୍କ ପାଖକୁ କୌଣସି ଭଲ ସୁଯୋଗ ଆସିପାରେ । ଯାହା ଦ୍ଵାରା ଆପଣଙ୍କୁ କୌଣସି ଭଲ ଫାଇଦା ମିଳିବ । ଅନାବଶ୍ୟକ କାହା ସହିତ ବିବାଦ ବଢାନ୍ତୁ ନହିଁ । ଧର୍ମ କର୍ମରେ ରୁଚି ବଢିବ । କୌଣସି ଶୁଭ କାମ ଆପଣଙ୍କ ହାତରେ ହୋଇବ । ଆଜି ଆପଣଙ୍କ ରୁଚି ଅଧ୍ୟାତ୍ମ ଆଡକୁ ବଢିବ । ସ୍ଵାସ୍ଥ୍ୟରେ ବହୁତ ଅଧିକ ସୁଧାର ଦେଖିବାକୁ ମିଳିବ ।

ଧନୁ :- ଆଜି ଆପଣ ନିଜ ଭାଗୀଦାରୀଙ୍କ ସହିତ ବହୁତ ବିରୋଧର ସାମ୍ନା କରିବାକୁ ପଡିପାରେ । ଧୀରେ ଧୀରେ ସମୟରେ ସୁଧାର ହୋଇବ । ବିଦେଶୀ ବ୍ୟାପାର ସହିତ ଜଡିତ ଲୋକଙ୍କୁ ଲାଭ ମିଳିବ । ଆଜି ଆପଣ ନିଜର ଭାବନା ଯାହାକୁ କହିବାକୁ ଯାଉଛନ୍ତି , ସେ ମଧ୍ୟ ଆପଣଙ୍କ କଥା ବୁଝି ପାରିବ । ପୁରୁଣା ଲୋକଙ୍କ ସହିତ ଦେଖା ହୋଇପାରେ ।

ମକର :- ଚାକିରି କରିଥିବା ଜାତକଙ୍କୁ ସହକର୍ମୀ ସହଯୋଗ କରିବେ । ଭବିଷ୍ୟତରେ ଆଗକୁ ବଢିବା ପାଇଁ କୌଣସି ଭଲ ସୁଯୋଗ ଆପଣଙ୍କୁ ମିଳିବ । ହସ ଖୁଶିର ସହିତ ଭୌତିକ ସୁଖ ସୁବିଧା ସହିତ ଆପଣ ଦିନର ସବୁ ସମୟକୁ ବହୁତ ଖୁସିରେ ବିତାଇବେ । ଭାଗ୍ୟ ମଧ୍ୟ ଏହି ମାମଲାରେ ସାଥ ଦେବ ।

କୁମ୍ଭ :- ଆଜି ଆପଣଙ୍କୁ ଚାକିରିରେ ପଦୋନ୍ନତିର ସୁଯୋଗ ମିଳିବ । କାମ କାର୍ଯ୍ୟ ବଢିପାରେ । ଯଦି ଆପଣ କାମ କାର୍ଯ୍ୟରେ ଆବଶ୍ୟକତାରୁ ଅଧିକ ପ୍ରେସର ଦେବେ ତେବେ ଲୋକ ଆପଣଙ୍କ ଉପରେ ଉତ୍ୟକ୍ତ ହୋଇପାରନ୍ତି । କିଛି ଜରୁରୀ କାମ ପୁରା ହେବା ଦ୍ଵାରା ମୁଡ ବହୁତ ଭଲ ରହିବ । ଦୂର ସ୍ଥାନ ଲୋକଙ୍କ ସହିତ କଥାବାର୍ତା ହୋଇବ ।

ମୀନ :- ଆଜି ଆର୍ଥିକ ଖର୍ଚ ବଢିପାରେ । ଆପଣଙ୍କ ବୈବାହିକ ଜୀବନ ପାଇଁ ଏହା କଠିନ ସମୟ ରହିଛି । ଆର୍ଥିକ ଅସୁବିଧା ହୋଇପାରେ । ପିଲା ଓ ପରିବାର ସହିତ ସମୟ ବିତାନ୍ତୁ, ତାଙ୍କର ଧର୍ଯ୍ୟକୁ ବଢାନ୍ତୁ ଓ ଆବଶ୍ୟକ ସହଯୋଗ କରନ୍ତୁ । ଅଧିକ ତେଲ ଓ ମସଲାର ସେବନ କରନ୍ତୁ ନହିଁ । ଆପଣ ତାଙ୍କ ସହିତ କୌଣସି ବୁଲିବାର ପ୍ଳାନ କରିବେ । ବ୍ୟବସାୟରେ ଲାଭ ହୋଇବ ।

Leave a Reply

Your email address will not be published. Required fields are marked *