Tapuଙ୍କ ପରେ ଏବେ ପ୍ରସିଦ୍ଧ କଣ୍ଠଶିଳ୍ପୀ Shakti Mishra ଗୁରୁତର ଅବସ୍ଥାରେ Hospitalରେ ହେଲେ ଭର୍ତ୍ତି, ଏହି ରୋଗରେ ଅଛନ୍ତି ପୀଡିତ

ବନ୍ଧୁଗଣ, ଓଡିଆ ଇ-ଣ୍ଡ-ଷ୍ଟ୍ରି ରେ ଅନେକ କଣ୍ଠଶିଳ୍ପୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଏଭଳି ଗୀତିକାର ଅଛନ୍ତି ଯେଉଁ ମାନଙ୍କ ସଙ୍ଗୀତ ଆମ୍ଭ ମାନଙ୍କ ହ୍ରୁଦୟକୁ ସିଧାସଳଖ ଭାବରେ ଛୁଇଁ ଥାଏ । ବନ୍ଧୁଗଣ ଆଜି ଆମ୍ଭେ ବିଶିଷ୍ଠ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଙ୍କ ସ୍ୱା-ସ୍ଥ୍ୟ ଅ-ବ-ସ୍ଥା ସ-ମ୍ବ-ନ୍ଧ-ରେ କିଛି ବିଶେଷ ଟିପ୍ପଣୀ ଦେବାକୁ ଯାଉଅଛୁ ।

ବନ୍ଧୁଗଣ ବିଶିଷ୍ଠ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ବର୍ତ୍ତମାନ ଗୁ-ରୁ-ତ୍ଵ-ର ଅଛନ୍ତି । ତାଙ୍କ ସ୍ୱା-ସ୍ଥ୍ୟ ଅ-ବ-ସ୍ଥା ଦିନକୁ ଦିନ ବିଗୁଡୁ ଥିବାରୁ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ ରେ ତାଙ୍କୁ ରଖାଯାଇଅଛି । ବନ୍ଧୁଗଣ ଶକ୍ତି ମିଶ୍ର ହା-ର୍ଟ ଏବଂ ଲିଭର ଜନିତ ରୋ-ଗ-ରେ ଗ-ମ୍ଭୀ-ର ଭାବେ ପୀ-ଡି-ତ ଅଛନ୍ତି ବୋଲି ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଏକ ସ୍ଵୋତନ୍ତ୍ର ଡାକ୍ତରୀ ଟିମ ଶକ୍ତି ମିଶ୍ର ଙ୍କ ଚିକିତ୍ସ୍ୟା କରୁଛନ୍ତି । ବନ୍ଧୁଗଣ ୯୦ ଦଶକ ରେ ଓଡିଆ ସିନେ ଜଗତ ତଥା ଓଡିଆ ଆଲବମ ଜଗତରେ ନିଜର ଏକ ସ୍ଵୋତନ୍ତ୍ର ପରିଚୟ ବନାଇଥିଲେ ।

ବନ୍ଧୁଗଣ ମୋର ଭୁଗଳରେ ଭଲ ହେଉଥିଲା, ହାଏ ହାଏ ତୋ ମଲ୍ଲି ଫୁଲ ଗଜରା, ବୟସର ରାଜ ପଥରେ, ତୋର ଲମ୍ବା ବେଣୀ ଆଦି ସଙ୍ଗୀତ ରେ କଣ୍ଠଦାନ କରି ବହୁତ ପ୍ରସିଦ୍ଧ ହୋଇଥିଲେ । ଏହି ସବୁ ଆଲବମ ଗୁଡିକ ମଧ୍ୟ ବହୁତ ହି-ଟ ହୋଇଥିଲା । ବନ୍ଧୁଗଣ ବର୍ତ୍ତମାନ ICU ରେ ଚିକିତ୍ସିତ ହେଉଛନ୍ତି ଶକ୍ତି ମିଶ୍ର । ବନ୍ଧୁଗଣ ସୂଚନା ଅନୁଯାୟୀ ଗତ ରବିବାର ଦିନ ସବୁକିଛି ଠିକ ଠାକ ଥିଲା ମାତ୍ର ହ-ଟା-ତ ତାଙ୍କର ବ୍ଲ-ଡ଼ ଭୋ-ମି-ଟି-ଙ୍ଗ ହେଲା ।

ଏହାପରେ ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ । ସେଠାରେ ତାଙ୍କ ଲିଭର ରେ ଅସୁବିଧା ରହିଥିବାର ଡାକ୍ତର କହିଲେ । ମାତ୍ର ଏହା ପୂର୍ବରୁ ଶକ୍ତି ମିଶ୍ର ଙ୍କ ହା-ର୍ଟ ପ୍ରୋ-ବ୍ଲେ-ମ ରହିଅଛି । ଶକ୍ତି ମିଶ୍ର ଙ୍କ ବା-ଇ-ପା-ସ ସ-ର୍ଜ-ରୀ ମଧ୍ୟ ହୋଇଅଛି । ବନ୍ଧୁଗଣ ଏହା ସହିତ ତାଙ୍କ କି-ଡ୍ନି-ରେ ମଧ୍ୟ ଅସୁବିଧା ରହିଅଛି ବୋଲି ସୂଚନା ଆସିଅଛି । ବନ୍ଧୁଗଣ ମ-ଲ୍ଟି ଅ-ର-ଗା-ନ ପ୍ରୋ-ବ୍ଲେ-ମ ତାଙ୍କର ଦେଖା ଯାଇଅଛି ।

ଡାକ୍ତର ଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ଶକ୍ତି ମିଶ୍ର ବହୁତ ଗୁ-ରୁ-ତ୍ଵ-ର ଅଛନ୍ତି । ମାତ୍ର ଅଲଗା ଅଲଗା ଡି-ପା-ର୍ଟ-ମେ-ଣ୍ଟ ର ଡାକ୍ତରୀ ଟିମ ମଧ୍ୟ ଲାଗିଛନ୍ତି । ମାତ୍ର ଆଗକୁ କଣ ହେଉଛି ତାହା ପାଇଁ କେବଳ ଅପେକ୍ଷା କରିବା ସହିତ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବାକୁ ହେବ । ବନ୍ଧୁଗଣ ୯୦ ଦଶକ ରେ ସେ ଏତେ ପାପୁଲାର ତଥା ହି-ଟ ସଙ୍ଗୀତ ମାନ ଦେଇଛନ୍ତି ଯେ, ଦର୍ଶକ ମାନେ ତାଙ୍କର ଅସୁସ୍ଥ ହେବା ଖବର ଶୁଣି ବହୁତ ମ-ର୍ମା-ହା-ତ ହୋଇ ଯାଇଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ତାଙ୍କ ଗୀତ କୁ ରିମିକ୍ସ କରି ନାନା ପଦ୍ଧତିରେ ନୂତନ ଗୀତ ମାନ ଶୁଣିବାକୁ ମିଳୁଛି । ସେ ଜଣେ ଉନ୍ନତ ମାନର କଣ୍ଠଶିଳ୍ପୀ ଅଟନ୍ତି । ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଯେ, କଣ୍ଠଶିଳ୍ପୀ ଶକ୍ତି ମିଶ୍ର ସଂପୂର୍ଣ୍ଣ ଭାବେ ସଠିକ ହୋଇଯାଆନ୍ତୁ । ସେ ଶୀଘ୍ର ଭଲ ହୋଇ ଘରକୁ ଫେରି ଆସନ୍ତୁ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ।

Leave a Reply

Your email address will not be published. Required fields are marked *