ପ୍ରଥମ ଥର ପାଇଁ ଦେଖନ୍ତୁ Ollywoodର ନାମୀଦାମୀ ଅଭିନେତ୍ରୀ Varshaଙ୍କ ଫ୍ୟାମିଲୀ ଆଲବାମ ଓ Biography

ବନ୍ଧୁଗଣ, ଓଲିଉଡ କଳାକାର ବର୍ଷା ପ୍ରିୟଦର୍ଶନୀ ଙ୍କୁ ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି । ସେ ନିଜ ଅଭିନୟ ଜରିଆରେ ଓଡିଶା ବାସୀ ଙ୍କର ପ୍ରିୟ ପାତ୍ର ହୋଇ ପାରିଛନ୍ତି । ତାଙ୍କ ଅଭିନୟ କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି । ବନ୍ଧୁଗଣ ଯେ କୌଣସି କିରଦାର କୁ ସେ ଅତି ସରଳ ଉପାୟରେ ପ୍ରଦର୍ଶଣ କରି ବହୁତ ବଡ ବଡ ହସ୍ତୀ ଙ୍କ ସମୁଖରେ ପ୍ରଶଂସା ର ଯୋଗ୍ୟ ପାଲଟିଛନ୍ତି ।

ବନ୍ଧୁଗଣ ଆପଣ ମାନେ ତାଙ୍କ ସ-ମ୍ବ-ନ୍ଧରେ ଭଲ ଭାବରେ ଜାଣିଛନ୍ତି । ମାତ୍ର ଆପଣ ବର୍ଷା ଙ୍କ ଫ୍ୟାମିଲି ସ-ମ୍ବ-ନ୍ଧରେ ବିଶେଷ କିଛି ଜାଣିନଥିବେ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ବର୍ଷା ଙ୍କ ଫ୍ୟାମିଲି ସ-ମ୍ବ-ନ୍ଧରେ କହିବାକୁ ଯାଉଅଛୁ । ବନ୍ଧୁଗଣ ଓଡିଶା ର ଲୋକ ପ୍ରିୟ ବର୍ଷା ପ୍ରିୟଦର୍ଶନୀ ଙ୍କ ଜନ୍ମ ୧୯୮୭ ମସିହା ଅଗଷ୍ଟ ୭ ତାରିଖ ଦିନ କଟକ ସହରରେ ହୋଇଥିଲା ।

ବନ୍ଧୁଗଣ ଛୋଟବେଳ ଠାରୁ ବର୍ଷା ପାଠ ପଢା ସହିତ ଅଭିନୟ ପ୍ରତି ମଧ୍ୟ ରୁଚି ରଖୁଥିଲେ । ବନ୍ଧୁଗଣ ବର୍ଷା ନିଜ କ୍ୟାରିୟର ଆରମ୍ଭ ୨୦୦୧ ମସିହାରେ ବେଙ୍ଗୋଲି ଚଳଚିତ୍ର “ବାଜି” ରୁ କରିଥିଲେ । ଏହାପରେ ବର୍ଷା ଙ୍କର ପ୍ରଥମ ଓଡିଆ ଫିଲ୍ମ ଥିଲା ଏ ଯୁଗର କୃଷ୍ଣ ସୁଦାମା । ଏହି ଚଳଚିତ୍ର ଟି ୨୦୦୩ ମସିହା ରେ ରିଲିଜ ହୋଇଥିଲା । ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ବହୁତ ସାରା ବେଙ୍ଗୋଲି ତଥା ଓଡିଆ ଚଳଚିତ୍ର କରି ଲୋକପ୍ରିୟତା ହାସଲ କରି ସାରିଛନ୍ତି ।

ଏଥି ନିମନ୍ତେ ବର୍ଷା ଙ୍କୁ ବହୁତ ସାରା ଆୱାର୍ଡ ମଧ୍ୟ ମିଳି ସାରିଛି । ବନ୍ଧୁଗଣ ବର୍ଷା ଙ୍କର ମା ଙ୍କ ନାମ “ଦୀପା ସାହୁ” ଅଟେ । ବନ୍ଧୁଗଣ ସେ ଜେନ ଅଭିନେତ୍ରୀ ମଧ୍ୟ ଅଟନ୍ତି । ବର୍ଷାଙ୍କର ବାପା ଙ୍କ ନାମ ହେଉଛି “ଶିଶିର କୁମାର ସାହୁ” । ତାଙ୍କ ବାପା ବର୍ତ୍ତମାନ ଦୁନିଆରେ ନାହାନ୍ତି । ବନ୍ଧୁଗଣ ବର୍ଷାଙ୍କର ଦୁଇ ଭଉଣୀ ମଧ୍ୟ ଅଛନ୍ତି । ସେମାନେ ମଧ୍ୟ ବର୍ଷା ଙ୍କ ଭଳି ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି ।

ବର୍ଷା ଙ୍କର ଭଉଣୀ ଦୁହେଁ ବିବାହ କରି ସାରିଛନ୍ତି । ବନ୍ଧୁଗଣ ଓଲିଉଡ ନାୟିକା ବର୍ଷା ୨୦୧୪ ମସିହାରେ ସୁପର ଷ୍ଟାର ଅନୁଭବ ମହାନ୍ତି କୁ ପ୍ରେମ ବିବାହ କରିଥିଲେ । ବନ୍ଧୁଗଣ ଦର୍ଶକ ମଧ୍ୟ ଏହି ଦୁହି ଜଣଙ୍କ ଯୋଡି କୁ ଖୁବ ପସନ୍ଦ କରିଛନ୍ତି । ମାତ୍ର ୨୦୨୦ ମସିହାରେ କୌଣସି ଏକ କାରଣରୁ ବିବାଦ ଲାଗି ବର୍ଷା ଏବଂ ଅନୁଭବ ଅଲଗା ହୋଇଯାଇଥିଲେ । ମାତ୍ର କୋ-ର୍ଟ ଦେ ଉଭୟଙ୍କ କେସ ଲାଗିଅଛି । ଏହାର ନିସ୍ପତି କୋ-ର୍ଟ ଏ ପର୍ଯ୍ୟନ୍ତ ଶୁଣାଇ ନାହାନ୍ତି ।

ଏପଟେ ବର୍ଷା ବର୍ତ୍ତମାନ ଅନୁଭବ ଙ୍କ ସହିତ ରହିବାକୁ ଚାହୁଁଥିଲା ବେଳେ, ଅନୁଭବ କିନ୍ତୁ ବର୍ଷା ଙ୍କ ସହିତ ରହିବାକୁ ଚାହୁଁ ନାହାନ୍ତି । ଛାଡପତ୍ର ପାଇଁ କୋ-ର୍ଟ ରେ ଅପିଲ କରିଛନ୍ତି । ଆମ୍ଭର ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା ଉଭୟଙ୍କ ମଧ୍ୟରେ ବୁଝାମଣା ଠିକ ହୋଇ ଉଭୟ ହସ ଖୁସିରେ ବୈବାହିକ ଜୀବନ ଜାପନା କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *