କୋଟିପତି ହେବାର ଅଛି ତ ବୁଧବାର ଦିନ କରନ୍ତୁ, ଏହି 1 ଛୋଟ କାମ…. ତା ପରେ ଦେଖନ୍ତୁ ଚମତ୍କାର

ବୁଧବାର ଦିନକୁ ବିଶେଷ କରି ଭଗବାନ ଗଣେଶଙ୍କୁ ସମର୍ପିତ ଅଟେ । ବୁଧବାର ଦିନ ଲୋକମାନେ ତାଙ୍କର ଆରାଧନା ତ କରନ୍ତି ଏହା ସହିତ ପୁରା ବର୍ଷରେ ଏମିତି ବହୁତ ତିଥି ଅଛି ଯେଉଁଥିରେ ଆମେ ଭାଗବାନ ଗଣେଶଙ୍କ ଆରାଧନା କରିଥାଉ । ଆଜି ଆମେ ଆପଣଙ୍କୁ ଭଗବାନ ଗଣେଶଙ୍କ ପୂଜା ଅର୍ଚନା ସହ ଜଡିତ କିଛି ମହତ୍ଵପୂର୍ଣ କଥା କହିବୁ । କହିବୁ କି ବୁଧବାର ଦିନ କଣ କରିଲେ ଆପଣ ବହୁତ ଜଲ୍ଦି କୋଟିପତି ହୋଇଯିବେ ।

ଏମିତି କିଛି ଚମତ୍କାରୀ ଉପାୟ ବିଷୟରେ ବି କହିବୁ ଯାହାକି ଅତ୍ୟନ୍ତ ପ୍ରଭାବଶାଳି ଅଟେ ଯାହା ଦ୍ଵାରା ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୋଇ ଯାଆନ୍ତି । ଆମର ସବୁ ସଙ୍କଟ ଦୂର କରି ଦିଅନ୍ତି ।

ଭଗବାନ ଗଣେଶଙ୍କ ହୃଦୟର ସହ ଶ୍ରଦ୍ଧା ଓ ଉପାସନା କରିବା ଦ୍ଵାରା ସେ ଆମ ଉପରେ କୃପା ବର୍ଷା କରନ୍ତି । ଗଣେଶଙ୍କ ପୂଜା କରିବା ସମୟରେ ତାଙ୍କର ପୂଜା ସାମଗ୍ରୀରେ ଅନ୍ୟ ସବୁ ସାମଗ୍ରୀ ସହ ତାଙ୍କର କିଛି ପ୍ରିୟ ସାମଗ୍ରୀ ବି ଥିବା ଦରକାର । ଯେମିତି କି ଚନ୍ଦନ, ସିନ୍ଦୁର, ନାଲି ରଙ୍ଗର ଫୁଲ, ନାଲି ବସ୍ତ୍ର, ଧୁବ ଇତ୍ୟାଦି । ଭଗବାନ ଗଣେଶଙ୍କ ସାମ୍ନାରେ ଘିଅର ଦୀପ ମଧ୍ୟ ଜଳାନ୍ତୁ । ଭଗବାନ ଶ୍ରୀ ଗଣେଶଙ୍କୁ ସମି ଗଛର ପତ୍ର କିମ୍ବା ମନ୍ଦାର ଫୁଲ ଗଛର ପତ୍ର ନିଶ୍ଚିତ ରୂପରେ ଅର୍ପଣ କରନ୍ତୁ ।

ବୁଧବାର ଦିନ ଏହିଭଳି କରିବା ଦ୍ଵାରା ଆପଣଙ୍କର ଧନ ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତେବେ ତାହା ଦୂର ହୋଇଯିବ । ସବୁ କଷ୍ଟ ବି ଦୂର ହୋଇଯିବ । କିନ୍ତୁ କହିଦେଉଛୁ କି ଭଗବାନ ଗଣେଶଙ୍କ ପୂଜାରେ ତୁଲସୀ ଗଛର ପତ୍ର ବର୍ଜିତ ଅଟେ । ଗଣେଶଙ୍କୁ ମୋଦକ ଓ ଲଡୁ ବହୁତ ପସନ୍ଦ ଲାଗେ । ସେଥିପାଇଁ ଗଣେଶଙ୍କୁ ତାଙ୍କର ପ୍ରିୟ ମିଠା ଭୋଗ ଅବଶ୍ୟ ଲଗାନ୍ତୁ । ବୁଧବାର ଦିନ ଓଁ ଶ୍ରୀ ଗଣେଶାୟ ନମଃ । ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ କାର୍ଯ୍ୟ ଅବଶ୍ୟ ସଫଳ ହେବ ।

ସବୁବେଳେ ଗଣେଶଙ୍କ ସମକ୍ଷରେ ଛିଡା ହୋଇ ଦର୍ଶନ କରିବା ଉଚିତ । କେବେ ବି ଗଣେଶଙ୍କ ପଛ ପଟ ଦର୍ଶନ କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଆମର ଜୀବନ କଷ୍ଟଦାୟକ ହୋଇପାରେ । ଆସନ୍ତୁ ଜାଣିବା ବୁଧବାର ଦିନ କେଉଁ କାମ କରିବା ଦ୍ଵାରା ଆମର ମନୋକାମନା ପୂର୍ଣ ହୋଇଥାଏ । ଯଦି ଆପଣ କୌଣସି କଥାକୁ ନେଇ ବହୁ ଦିନ ହେବ ଚିନ୍ତିତ ଅଛନ୍ତି କିମ୍ବା କୌଣସି ପପ୍ରକାରର ସଙ୍କଟ ଅଛି ତେବେ ଏଥିପାଇଁ ଏହି ଉପାୟ ନିଶ୍ଚିତ କରନ୍ତୁ ।

ସତେଜ ଧୁବକୁ ପାଣିରେ ସଫା କରି ୩ ଟି ପତ୍ର ଥିବା ୭ ଟି ଧୁବକୁ ଗୋଟିଏ ସୂତାରେ ବାନ୍ଧି ଦିଅନ୍ତି । ଏହିଭଳି ୨୧ ଟି ଧୁବ ଗଛର ବିଡା କରି ଦିଅନ୍ତୁ । ସବୁ ବୁଧବାର ଦିନ ଗଣେଶଙ୍କୁ ଏହି ୨୧ ଟି ଧୁବ ବିଦା ଅର୍ପିତ କରି ନିଜର ସଙ୍କଟ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ । ଏହି ସମୟରେ ଆପଣ ଓଁ ଗଣ ଗଣପତେ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହିଭଳି ସେହି ସମୟ ପର୍ଯ୍ୟନ୍ତ କରନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ଆପଣଙ୍କ ମନୋକାମନା ପୂର୍ଣ ନ ହୋଇଛି ।

Leave a Reply

Your email address will not be published. Required fields are marked *