ବୁଦ୍ଧିମତା ସ୍ତ୍ରୀ ସେ ହୋଇଥାଏ ଯିଏ ନିଜ ସ୍ଵାମିର ଏହି ୪ଟି କଥାକୁ ସବୁବେଳ ପାଇଁ ଗୁପ୍ତ ରଖିଥାଏ

ଆଚାର୍ଯ୍ୟ ଚାଣକ୍ୟ ଜଣେ ଜ୍ଞାନୀ ସହିତ ଜଣେ ଭଲ ନୀତିକାର ବି ଅଟନ୍ତି । ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଚାଣକ୍ୟ ନୀତିରେ କୁହାଯାଇଥିବା ବୁଦ୍ଧିମତା ସ୍ତ୍ରୀର ସେହି ଚାରଟି କଥା ବିଷୟରେ କହିବାକୁ ଯାଉଛୁ । ଯାହାକୁ ସ୍ତ୍ରୀ ସବୁବେଳ ପାଇଁ ଗୁପ୍ତ ରଖିବା ଦରକାର । କାହିଁକି ନା ନିଜ ସ୍ବାମୀର ଏହି ସବୁ କଥା ବାହାର ଲୋକ ଆଗରେ କହିବା ଉଚିତ ନୁହେଁ । ତେବେ ଏହା ସବୁ କଣ ଆସନ୍ତୁ ଜାଣିବା ।

Image Courtesy: Google

୧ -ଚାଣକ୍ୟ କହିଛନ୍ତି କି ସ୍ଵାମୀ ଏବଂ ସ୍ତ୍ରୀଙ୍କ ଭିତରେ ସବୁବେଳେ ଛୋଟ ମୋଟ ଝଗଡା ହୋଇ ଥାଏ । ଝଗଡା ସହିତ ଯୋଡି ହୋଇଥିବା କୌଣସି ବି କଥା ନିଜ ବାପ ଘରେ କହିବା କଥା ନୁହେଁ । ଏହାଦ୍ବାରା ସମ୍ପର୍କରେ ଫାଟ ଆସି ପାରେ । ବହୁତ ଥର ପରିବାରରେ ହୋଇଥିବା ଝଗଡା ସମାଜ ଲୋକଙ୍କୁ ଜଣା ପଡିଲା ପରେ ସେମାନେ ଆପଣଙ୍କ ଠାରୁ ଦୂରତା ବନାଇ ରଖିଥାନ୍ତି ।

୨ -ଚାଣକ୍ୟ କହିଛନ୍ତି କି ଯଦି ଆପଣଙ୍କ ସ୍ଵାମିଙ୍କୁ କୌଣସି ଜିନିଷ ରେ ଡର ଲାଗିଥାଏ ତାହେଲେ ଏହି କଥା କୌଣସି ଅନ୍ୟ ବ୍ୟକ୍ତିଙ୍କ ଆଗରେ କୁହନ୍ତୁ ନାହିଁ । ସ୍ଵାମୀଙ୍କ ଡର କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଜଣା ପଡିଯାଏ ତାହେଲେ ସେମାନେ ଆପଣଙ୍କ ସ୍ଵାମୀଙ୍କର ଫାଇଦା ଉଠାଇ ଥାନ୍ତି । ଯାହାଦ୍ୱାରା ଆପଣଙ୍କ ସ୍ଵାମୀଙ୍କର ସମସ୍ୟା ବଢି ପାରେ ।

Image Courtesy: Google

୩ -ଚାଣକ୍ୟ କୁହନ୍ତି କି ସ୍ତ୍ରୀକୁ କେବେବି ନିଜ ସ୍ଵାମୀଙ୍କର ରୋଗ ବିଷୟରେ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ବା ସମାଜ ଲୋକଙ୍କୁ କହିବା ଉଚିତ ହୋଇନଥାଏ । ରୋଗ ବିଷୟରେ ଜାଣି ପାରିଲେ ସେମାନେ ଆପଣଙ୍କର ସ୍ଵାମୀଙ୍କ ଠାରୁ ଦୂରତା ବନାଇ ପାରନ୍ତି ,ଯାହାଦ୍ୱାରା ଆପଣଙ୍କର ସମସ୍ୟା ବଢିଯାଇ ପାରେ ।

Image Courtesy: Google

୪ -ଚାଣକ୍ୟ କହନ୍ତି କି ସ୍ତ୍ରୀ କୁ କେବେବି ନିଜ ସ୍ଵାମୀଙ୍କର ରୋଜଗାର ବିଷୟରେ କୌଣସି ବ୍ୟକ୍ତିଙ୍କୁ ବି କହିବା କଥା ନୁହେଁ । ସ୍ଵାମୀଙ୍କର ରୋଜଗାର ବିଷୟରେ ଯାନାପଡିଲେ ସମାଜର ଲୋକମାନେ ତାଙ୍କ ଠାରୁ ଉଦ୍ଧାର ମାଗି ପାରନ୍ତି । ଚୋର ଘରକୁ ଆସି ଚୋରି ମଧ୍ୟ କରିପାରେ । ଏହି ସବୁ କଥା ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି କୁହନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *