ଏମିତି ଗାଡି ଚଲେଇଲେ ବସ୍ ଡ୍ରାଇଭର କି ବେହୋସ୍ ହୋଇଗଲେ ଯାତ୍ରୀ, ଓହ୍ଲାଇବା ପରେ ଯାହା କହିଲେ ଶୁଣନ୍ତୁ… ଦେଖନ୍ତୁ video

ବସ ଡ୍ରାଇଭର ଗାଡି ଚଲାଉଥିବା ବେଳେ କେବେ ଛିଡା ହୋଇପଡୁଥିଲେ ତ କେବେ ବସି ପଡୁଥିଲେ । ଆଉ ମଝିରେ ମଝିରେ ସିଟ ବି ଚେଞ୍ଜ କରୁଥିଲେ । ଆଉ ଯାହାକୁ ଦେଖିବା ପରେ ବସ ରେ ବସିଥିବା ସବୁ ଯାତ୍ରୀଙ୍କ ହୋସ ଉଡି ଯାଉଥିଲା । ଏମିତିକି କିଛି ଯାତ୍ରୀ ଚେତାଶୂନ୍ୟ ବି ହୋଇପଡିଥିଲେ । ତେବେ ଯାତ୍ରୀ ମାନେ ବହୁତ ଜୋର ରେ ଭୟଭୀତ ହୋଇ ପଡିଛନ୍ତି ।

ଆଉ ଅନ୍ୟ ଜଣେ ମହିଳା କିଭଳି ଅଚେତ ହୋଇ ପଡିଛନ୍ତି । ହଁ ଦର୍ଶକ ବନ୍ଧୁ ଡ୍ରାଇଭର ଏଭଳି ଗାଡି ଚାଲିବା ଦେଖି କିଛି ସ୍ତ୍ରୀ ବେହୋସ ହୋଇ ପଡିଛନ୍ତି । ତେବେ ବସ ରେ ବସିଥିଲେ ଯାତ୍ରୀ । ଆଉ ମ-ଦ ପିଇ ଚଲାଉଥିଲେ ଗାଡି । ବସ ଚାଲୁଥିବା ସମୟରେ ମଝିରେ ମଝିରେ ପୁରା ଷ୍ଟେରିଙ୍ଗ ଛାଡି ଦେଉଥିଲେ ଡ୍ରାଇଭର । ଆଉ କେବେ ଡ୍ରାଇଭର ସିଟ ଛାଡି ସିଟ ପରିବର୍ତ୍ତନ କରି ଦେଉଥିଲା ।

ଆଉ ତା ଜାଗାରେ କେତେବେଳେ ହେଲପର ଗାଡି ଚଲାଉଥିଲା । ଏ ସବୁକୁ ଦେଖି ଭୟଭୀତ ହୋଇ ଯାଇଥିଲେ ଯାତ୍ରୀ ମାନେ । ସେମାନଙ୍କ ଆଖି ଯେମିତି ବନ୍ଦ ହୋଇ ଯାଉଥିଲା । ମ-ଦ୍ୟ-ପା-ନ କରି ଯାତ୍ରୀ ବାହୀ ବସ ଚଲାଉଥିବା ଡ୍ରାଇଭର ଓ ହେଲପର କୁ ଅଟକ ରଖି ପୋଲିସ ରେ ଜିମା ଦେଇଛନ୍ତି ବସ୍ତା ଡ୍ରାଇଭର ସଂଘ ର କର୍ମ କର୍ତ୍ତା ।

ସୂଚନା ଅନୁଯାୟୀ ଡ୍ରାଇଭର ମହା ସଂଘ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଚଲାଇ ଥିବା ବେଳେ ଏଥିରୁ ଯାତ୍ରୀ ବାହୀ ବସ କୁ ବାଦ ଦିଆ ଯାଇଛି । ଏହାର ସୁଯୋଗ ନେଇ ବସ ଚାଳକ ମାନେ ଯାତ୍ରୀ ମାନଙ୍କ ଠାରୁ ସରକାର ଙ୍କ ଧାର୍ଯ୍ୟ ଟଙ୍କା ଠାରୁ ଅଧିକ ଭଡା ନେଉଛନ୍ତି । ଆଉ ଏହି କ୍ଷେତ୍ରରେ ପ୍ରଚୁର ମ-ଦ୍ୟ-ପା-ନ କରି ଗାଡି ଚଲାଉଛନ୍ତି । ଯାହା କି ଆଜି ଦେଖିବାକୁ ମିଳିଛି ।

ଆଜି ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ ଗାନ୍ଧୀ ଛକ ନିକଟରେ ଏଭଳି କିଛି ଦେଖିବାକୁ ମିଳିଥିଲା । ନୁରାନି ନାମକ ଏକ ଯାତ୍ରୀ ବାହୀ ବସ ରେ ଡ୍ରାଇଭର ହେଲପର ମ-ଦ୍ୟ-ପା-ନ କରି ଗାଡି ଚଲାଉଥିବା ବେଳେ ବସ ଟି ଭାରସମ୍ୟ ହରାଇ ଚାଲିବାକୁ ଦେଖିବାକୁ ମିଳିଥିଲା । ଆଉ ଗାନ୍ଧୀ ଛକ ଠାରେ ଆନ୍ଦୋଳନ କରୁଥିବା ଡ୍ରାଇଭର ସଂଘ ର କର୍ମ କର୍ତ୍ତା ମାନେ ବସ କୁ ଅଟକାଇ ଥିଲେ ।

ହେଲପର ଜଣକ ମ-ଦ୍ୟ-ପା-ନ କରି ଗାଡି ଚଲାଉଥିବ ବେଳେ ଡ୍ରାଇଭର ଓ କନଡକ୍ଟର ମ-ଦ୍ୟ-ପା-ନ କରି ବସ ର ପଛ ସିଟ ରେ ବସି ପଡିଥିଲେ । ବସ ରେ ବସିଥିବା 20ରୁ ଅଧିକ ଯାତ୍ରୀ ଏମିତି ବସ ଚାଲିଥିବା ଦେଖି ଭୟଭୀତ ହୋଇ ପଡିଥିଲେ । ଆଉ ସେମାନଙ୍କ ମଧ୍ୟରୁ 3 ଜଣ ସଜ୍ଞାହିନ ହୋଇ ପଡିଥିଲେ ଆଉ ଚେତା ଯାଇଥିଲା ।  ଡ୍ରାଇଭର ସଂଘର କର୍ମକର୍ତ୍ତା ମାନେ ବସ କୁ ଅଟକାଇ ପୋଲିସକୁ ଖବର ଦେବା ସହ ସଜ୍ଞାହୀନ ଯାତ୍ରୀଙ୍କୁ ମେଡିକାଲକୁ ପଠାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *