ଉଠାଇ ନେଲେ ଦୁର୍ବୃତ୍ତ, ସେମାନଙ୍କ କବଳରୁ ଏମିତି ଖସି ଆସିଲେ ଛାତ୍ରୀ, ଆଉ ଯାହା ସବୁ କହିଲେ ଶୁଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

କୌଶଳ କ୍ରମେ ଦୁ-ର୍ବୁ-ତ୍ତଙ୍କ କବଳରୁ ଖସି ଆସିଲେ ଦଶମ ଶ୍ରେଣୀର ଛାତ୍ରୀ । ଛାତ୍ରୀଙ୍କ ଅ-ପ-ହ-ର-ଣ ପାଇଁ କିଏ ରଛିଥିଲା ଷ-ଡ-ଯ-ନ୍ତ୍ର ? କାଚ ଭାଙ୍ଗି ଖସି ଆସିଲେ ସିନା କିନ୍ତୁ ଦେହସାରା ଅଛି କ-ଟା ଦା-ଗ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ନିଶ୍ଵାସରେ ଦୌଡି ଦୌଡି ପହଞ୍ଚି ଗଲେ ଛାତ୍ରୀ । ଘଟଣା ପରେ ପିଲାଙ୍କୁ ସ୍କୁଲ ଛାଡିବାକୁ ଭୟ କରିଲେଣି ଅଭିଭାବକ ।

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଯାହାକୁ ନେଇ ଏବେ ଚାରି ଆଡେ ଭୟ ଖେଳି ଯାଇଛି । କାରଣ ଜଣେ ଛାତ୍ରୀ ଙ୍କୁ ସ୍କୁଲରୁ ଫେରିବା ସମୟରେ ଅ-ପ-ହ-ର-ଣ ଘଟଣା କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ 10ମ ଶ୍ରେଣୀ ଛାତ୍ରୀଙ୍କୁ ଅ-ପ-ହ-ର-ଣ ଉଦ୍ୟମ ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି ।

ଦଶମ ପରୀକ୍ଷା ଦେଇ ଫେରିବା ପରେ କିଛି ଦୁ-ର୍ବୁ-ତ୍ତ ଆସି ଛାତ୍ରୀଙ୍କ ମୁହଁ ବାନ୍ଧି ଉଠାଇ ନେଇଥିଲେ । କୌଶଳ କ୍ରମେ ଛାତ୍ରୀ ଗାଡିର କାଚ ଭାଙ୍ଗି ଆସିଥିଲେ ସତ କିନ୍ତୁ ଫେରିବା ବାଟରେ ଦୁ-ର୍ବୁ-ତ୍ତ ମାନେ ତାଙ୍କୁ ବ୍ଲେ-ଡ-ରେ ଆ-କ୍ର-ମ-ଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ଭାବେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । କିଏ କାହିଁକି ତାଙ୍କୁ ଅ-ପ-ହ-ର-ଣ କରିବାକୁ ଚେଷ୍ଟା କରୁଥିଲେ ତାହା ଯଦିଓ ଜଣାପଡି ନାହି କିନ୍ତୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି ।

ଅ-ପ-ହ-ର-ଣ ସମୟରେ ଡୁବୁର୍ତ୍ତ ମାନେ ଟଙ୍କା ଲେନଦେନ ସସମ୍ପର୍କରେ ଆଲୋଚନା କରୁଥିବା ଛାତ୍ରୀ କହିଛନ୍ତି । ଏ ନେଇ ଆ-ହ-ତ ଛାତ୍ରୀ ଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କର କାହା ସହ ଶତ୍ରୁତା ନାହି । କିନ୍ତୁ କିଏ ଓ କାହିଁକି ତାଙ୍କ ଝିଅକୁ ଅ-ପ-ହ-ର-ଣ କରିବାକୁ ଚେଷ୍ଟା କରୁଥିଲା ତାହା ଜଣା ପଡି ନାହି ।

ଯଦି କୌଶଳ କ୍ରମେ ଛାତ୍ରୀ ଖସି ନ ଥାନ୍ତେ ତେବେ ସ୍ଥିତି କଣ ଯେ ହୋଇଥାନ୍ତା ତାହା କେହି ଜାଣନ୍ତି ନାହି । ଏହି କଥା ଆ-ହ-ତ ଛାତ୍ରୀ ଙ୍କ ପରିବାର ଲୋକେ ଭାବି ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଅନ୍ୟ ପଟେ ପୋଲିସର ଏହି ଘଟଣାକୁ ନେଇ କିଛି ପ୍ରତିକ୍ରିୟା ମିଳିପାରି ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *