Cameraରେ ରେକର୍ଡ ହୋଇଥିବା ଏହି ଘଟଣା ଦେଖି ଆପଣଙ୍କ ହୋସ ଉଡିଯିବ- ଦେଖନ୍ତୁ Video

ଏ ଦୁନିଆରେ ମଣିଷ ଓ ପଶୁପକ୍ଷୀ ନିଜ ନିଜର ଆବଶ୍ୟକତା ଅନୁଯାୟୀ ବିକାଶ କରିଥାନ୍ତି । ଆମେ ମଣିଷ ଯେଉଁ ଜିନିଷ ତିଆରି କରିଥାଉ ଯାହାକୁ ଦେଖିଲେ ପଶୁ ମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି ଠିକ ସେହିପରି ପଶୁ ମାନେ କରୁଥିବା ଏମିତି କିଛି କାମ ବା ତାଙ୍କ ଦ୍ଵାରା ହେଉଥିବା ସୁପର ପାୱାର ଦେଖିଲେ ଆମେ ମଣିଷ ଭୟ କରିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥାଉ । ଏମିତି କିଛି ଅନୋଖା ଜିନିଷ ପଶୁ ପକ୍ଷୀ ମାନେ କରିଥାନ୍ତି ଯାହାକୁ ଦେଖିଲେ ଆମେ ମଣିଷ ସ୍ତବ୍ଧ ହୋଇଯାଉ ।

ଆଜି ଆମେ ଆପଣ ମାନଙ୍କୁ ପଶୁ ମାନଙ୍କର ଏମିତି କିଛି ହରକତ ବିଷୟରେ କହିବାକୁ ଯାଉଛୁ । ନଭେମ୍ବର ୨୦୨୦ ମସିହା ଥାଇଲ୍ୟାଣ୍ଡର ରାଜଧାନୀ ବ୍ଯାଙ୍କକକରେ ଏମିତି କିଛି ଘଟଣା କ୍ୟାମେରା ରେ କ୍ୟାପଚର ହୋଇଛି ଯାହା ଦେଖିଲେ ଭୟ ଲାଗିବ । ଏହି ଭିଡିଓ ରେ ଗୋଟେ କୁକୁର ରାତି ରେ ରାସ୍ତା ରେ ଯାଉଥିବା ସମୟରେ ଏମିତି କିଛି ଘଟିଛି ଯାହା ଆଶ୍ଚର୍ଯ୍ୟ କର ଘଟଣା ଅଟେ ।

ରାସ୍ତା ରେ ଗାଡି ଲାଇଟ ପଡିଥିବା ସତ୍ବେ କୁକୁର ଟି ରାସ୍ତା ରେ ଯାଉଥିବା ସମୟରେ ଆଗରେ ଥିବା ୮ ଫୁଟର ଅଜଗର ସାପକୁ ନ ଦେଖିପାରି ଅଜାଣତରେ ତା ଉପରେ ପାଦ ଦେଇ ଦେଲା । ଏହା ପରେ କୁକୁର ଟି ଯେତେବେଳେ ପଛକୁ ବୁଲି ଦେଖିଲା ସେତେବେଳେ ଦେଖିଲା ଅଜଗର ସାପକୁ ଡେଇଁ ସେ ନିଜର ମୃତ୍ୟୁକୁ ଜଷ୍ଟ ଛୁଇଁକୁ ଆସିଲା । ବାସ୍ତବରେ ଏହି ଘଟଣା ଟି ଭୟାନକ ଓ ବିରଳ ଦୃଶ୍ୟ ଅଟେ ।

ଅନ୍ୟ ଏକ ଭିଡିଓ ରେ ଜେଣ ଏମିତି ମାଛ ଧରାଳି ଯିଏ ଆମାଜନ ନଦୀରେ ମାଛ ଧରିବା ପାଇଁ ଯାଇଥିଲେ । ତାଙ୍କ ହାତରେ ଏମିତି ଏକ ଅଦଭୂତ ଓ ବିଚିତ୍ର ବଡ ମାଛ ଧାରା ପଡିଲା । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ମାଛର ଶରୀର ରେ କିଛି ରଙ୍ଗୀନ ଆକାରରେ ଚିତ୍ର ବିଚିତ୍ର ହୋଇଛି । ଯାହା ଅନ୍ୟ ମାଛ ଗୁଡିକରେ ଦେଖିବାକୁ ମିଳେ ନାହି ।

ମାଛ ଧରାଳି ପ୍ରଥମେ ଏହି ବିଚିତ୍ର ମାଛକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ପରେ ଜଣା ପଡିଲା ଏହା ଟେକିଂ କ୍ଯାଟଫିସ ଥିଲା । ଏହି ମାଛର ଶରୀରର ଗଠନ ଦେଖିବାକୁ ରଙ୍ଗୀନ ହୋଇଥାଏ ଯାହା ବହୁତ ରୋମାଞ୍ଚକର ଅଟେ । ଏହା ସହ ଏମାନଙ୍କର ଅନ୍ୟ ମାଛ ମାନଙ୍କ ଭଳି ସ୍କିଲ୍ସ ନ ଥାଏ ।

ଦୁନିଆରେ ମା ର ଜାଗା କେହି ନେଇ ପାରିବେ ନାହି । ତେଣିକି ସେ ଭଲ ପାଇବା ମଣିଷ ମାନଙ୍କ ଠାରୁ ହେଉ ବା ପଶୁ ମାନଙ୍କ ଠାରୁ ହେଉ । ଏହି ଭିଡିଓରେ ଆପଣ ଏହାର ଉଦାହରଣ ଦେଖି ପାରିବେ । ଏହି ଭିଡିଓରେ ମାଙ୍କଡ ଛୁଆଟି ଗଛରେ ଫସି ଯିବାର ଦେଖି ତା ମା ତାଙ୍କୁ ଯେ କୌଣସି ଉପାୟରେ କାଢି ଆଣି ତାଙ୍କୁ ଗେଲ କରି ପକାଉଛି । ସତରେ ପଶୁ ହେଲେ ମଧ୍ୟ ମାଙ୍କଡ ଠାରେ ମାର ଆକୁଳ ସ୍ନେହ ଭାରି ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *