ଦେଖନ୍ତୁ ଫୁଲ Video, ଓଡିଆ କମେଡିଆନ Pragyan ଙ୍କ ହଳଦୀ ଓ ବାଡୁଅ ପାଣି ଗାଧୁଆ,

ଜୀବନ ସାଥୀର ଇଛା ସଭିଙ୍କୁ ଥାଏ । ତେବେ ସେ ଓଲିଉଡ ର ଅଭିନେତା ହୁଅନ୍ତୁ କିମ୍ବା ଆଉ କେହି । ଆମେ ସାଧାରଣ ଭାବେ ଜାଣିଛେ କି ବିବାହ ରେ ଆଗରୁ ଉଭୟ ପରିବାର ରାଜି ହେବା ନିହାତି ଦରକାର । କିନ୍ତୁ ଏବେ ଆମେ ଜାଣିଛେ କି ଆଜି କାଲି ସବୁ ନିଜ ଇଚ୍ଛାରେ ଓ ନିଜ ପରିବାର ଲୋକଙ୍କ ମାତାରେ ବିବାହ କରୁଛନ୍ତି ତେବେ ଆଜି ଆମେ କହିବା କି ଓଡ଼ିଆର ଜଣା ଶୁଣା ଅଭିନେତା ପ୍ରଜ୍ଞା ଯାହାଙ୍କୁ ଆମେ ଅନେକ ଚଳଚିତ୍ର ରେ ଦେଖିବା ପାଇଁ ପାଇଛୁ ସେ ଏବେ ବିବାହ କରି ସାରିଛନ୍ତି ସୁନନ୍ଦା ଙ୍କୁ ।

ସେ ମଧ୍ୟ ଏକ ଅଭିନେତ୍ରି ଅଟନ୍ତି । ତାଙ୍କୁ ଆପଣ ନିଜର ଟିଭି ଶୋ ରେ ଦେଖିଥିବେ । ସେ ପ୍ରଜ୍ଞା ଙ୍କ ସହ ମିସିକି ଅନେକ ଲୋକଙ୍କୁ ହସାଇବାର କାମ କରିଛନ୍ତି । ତାଙ୍କ ଦୁନିଆ ପ୍ରଜ୍ଞା ଙ୍କ ଦୁନିଆ ଠାରୁ ଅଲଗା ନୁହେଁ । ତେବେ ଅନ ସ୍କ୍ରିନ ରେ ସୁଇ ଯୋଡି ଲୋକଙ୍କୁ ହସିଇବାରେ ବ୍ୟସ୍ତ ଥିବା ବେଳେ କେତେବେଳେ ନିଜେ ପ୍ରେମରେ ପଡି ଯାଇଛନ୍ତି ତାହା କହିବା କଷ୍ଟ ।

ତେବେ ପରିବାର ଲୋକଙ୍କ ମତ ନେଇକି ଦୁହେଁ ନିର୍ବାଣ୍ଡ କରିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବର ସାଜି ପ୍ରଜ୍ଞା ବିଧିବଦ୍ଧ ଭାବେ ପ୍ରଜ୍ଞାଙ୍କୁ ବିବାହ କରି ଛନ୍ତି । ହସ ଦୁନିଆର ତାରକା ହେବା ସହ ନିଜର ଅଲଗା ପରିଚୟ କରିବା ପାଇଁ ଦୁହେଁ ସଖାମ ହୋଇ ଛନ୍ତି ତେବେ ସୂତ୍ରରୁ ଜଣା ପଡ଼ିଛି କି ଦୁହିଁଙ୍କ ପ୍ରେମ ଅନେକ ପୁରୁଣା ।

କିନ୍ତୁ ନିଜ କ୍ୟାରିୟର କୁ ଏକ ପୋଜିସନ ରେ ରଖିବା ପରେ ଦୁହେଁ ବିବାହ କରିବା ପାଇଁ ସ୍ଥିର କରିଥିଲେ । ଆପଣ ମାନେ ପ୍ରଜ୍ଞଙ୍କ ବିବାହ ଆଗରୁ କରିଥିବା ଅନେକ ଫଟ ଦେଖିଥିବେ । ଏହା ମଧ୍ୟ ଜାଣିଥିବେ କି ସେ ଏକ ଭଲ କଳାକାର । ସବୁ କଳାକାର ମାନଙ୍କ ଭଳି ସେ ମଧ୍ୟ ନିଜ କତାରିୟାର ସାଇଡ ଆକଟର ଭଳି କରିଥିଲେ ।

କିନ୍ତୁ ଦେଖୁ ଦେଖୁ ସେ ସବୁଙ୍କ ମନ ଜିତିବାର ସଖାମ ହୋଇ ଥିଲେ । କୁହାଯାଏ କି ଜଣଙ୍କୁ କନ୍ଦାଇବା ଖୁବ ସହଜ କିନ୍ତୁ ଜଣଙ୍କୁ ହସାଇବା କଷ୍ଟ ହୋଇଥାଏ । ଯଦି ଆପଣ କାହାକୁ ହସାଇବେ ତେବେ ଭଗବାନ ଆପଣଙ୍କୁ ହସାଇବେ । ଅନ୍ୟ ମୁହଁରେ ଆଣିଥିବା ସହର ଆଶୀର୍ବାଦ ଆପଣଙ୍କ ଜୀବନର ସବୁଠାରୁ ଭଲ ମୁହୂର୍ତ୍ତ ଅଟେ ।

ଅନେକ କଳାକାରଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିବା ଏକ ନିଆରା କଥା ଅଟେ । ତେବେ ଆମେ ଉଭୟ ଙ୍କୁ ବିବାହର ଶୁଭ କାମନା ଦେବା ସହ ସେମାନଙ୍କ ଜୀବନର ପଥ ଭଲ ହେଉ ଏହା ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା । ତେବେ ପ୍ରଜ୍ଞା ଓ ସୁନନ୍ଦା ନିଜ ଜୀବନରେ ଖୁସିରେ ରୁହନ୍ତୁ ଜଗନ୍ନାଥ ତାଙ୍କ ସହ ସବୁ ବେଳେ ରୁହନ୍ତୁ । ତେବେ ଆପଣଙ୍କୁ କିଭଳି ଲାଗେ ଦୁଇଜଣଙ୍କ ଯୋଡି ମତ ଦେବେ ।

Leave a Reply

Your email address will not be published. Required fields are marked *