୬ ଭାଇ ଭଉଣୀ ଙ୍କୁ ବିଷ ଦେବା ପରେ ସୁସାଇଡ ନୋଟ ରେ ଲେଖିଲେ , ମମି ପାପା ଆପଣ ଭଗବାନ- ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

କୁହାଯାଇଥାଏ କି ଭାଇ ବହୁଣୀ ସମ୍ପର୍କ ଏକେ ଅତୁଟ ସମ୍ପର୍କ ହୋଇଥାଏ । ଯେଉଁଠି ଭାଇ ଭଉଣୀ ଜଣେ ଅନ୍ୟ ସହ ଝଗଡା କରିଥାନ୍ତି ସେହି ହିଁ ଜଣେ ଅନ୍ୟ ଜଣକୁ ବହୁତ ଭଲ ବି ପାଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଭାଇ ବିଷୟରେ କହିବାକୁ ଯାଉଛୁ ଜିଏକି ନିଜ ୬ ଭାଇ ଭଉଣୀ ଙ୍କୁ ବର୍ଗର ରେ ବିଷ ମିଶାଇ ମାରିବାକୁ ଚେଷ୍ଟା କରିଥିଲେ ଏବଂ ବହୁତ ପର୍ଯ୍ୟନ୍ତ ତାର ଏହି ଚେଷ୍ଟା ସଫଳ ବି ହେଇଗଲା ।

ବିଷ ଥିବା ବର୍ଗର ଖାଇବା ପରେ ୫ ଜଣଙ୍କର ମୃତ୍ୟୁ ହୋଇଗଲା କିନ୍ତୁ ୨ ଜଣଙ୍କ ଅବସ୍ତା ଏବେ ବି ଖରାପ ଅଛି ।

ଏହାଛଡା ଆପଣଙ୍କୁ ଏହା ଜାଣି ଆଶ୍ଚଜ୍ୟ ଲାଗିବ କି ନିଜ ଭାଇ ଭଉଣୀ ଙ୍କୁ ବିଷ ଦେବା ପୂର୍ବରୁ ସେ ନିଜେ ବି ବିଷ ମିଶାଥିବା ବର୍ଗର ଖାଇଥିଲା ,ଯାହା ଦ୍ଵାରା ତାର ମୃତ୍ୟୁ ହେଇଗଲା । ଏହା ଜାଣିବା ପରେ ଆପଣଙ୍କୁ ନିହାତି ଝଟକା ଲାଗିଥିବ । ମରିଯାଇଥିବା ଭାଇ ନିଜ ମାତା ପିତା ଙ୍କ ପାଇଁ ଏକ ସୁଇସାଇଡ ନୋଟ ବି ଛାଡି ଥିଲେ ,ଯେଉଁଥିରେ ଲେଖା ଥିଲା କି ମାଆ ଏବଂ ବାପା ଭଗବାନ ଙ୍କ ସମାନ । କିନ୍ତୁ ମତେ କ୍ଷମା କରିଦିଅନ୍ତୁ ,କାରଣ ମୁଁ ମୋ ଭାଇ ଭଉଣୀ ଙ୍କୁ ମୋ ନିଜ ସହିତ ନେଇକି ଯାଉଛି ।

ପୁରା ଘଟଣା କଣ ବିଷୟରେ ଆମେ ଆପଣଙ୍କୁ କହିବୁ । ପୁଲିସ ଙ୍କ କହିବା ଅନୁସାରେ ସେହି ଯୁବକ ଏବଂ ତାର ଚାରି ଭାଇ ଭଉଣୀ ଙ୍କର ମୃତ୍ୟୁ ହୋଇସାରିଛି । ଏହା ସହିତ ଦୁଇଜଣଙ୍କର ଅବସ୍ତା ଏବେ ବି ଖରାପ ଅଛି । ଲକ୍ଷ୍ମୀନଗର ମହଲ ରେ ଘଟି ଥିବା ଏହି ଘଟଣା ପୁରା ଇଲାକାରେ ଏହା କୋଳାହାଳ ସୃଷ୍ଟି କରିଛି । ଏହାଛଡା ମରିଯାଇଥିବା ପିଲାର ବାପା ବିହାର ନିବାସୀ ଅଟନ୍ତି ଏବଂ ସେ ସେଠାରେ ଏକ ସେଲୁନ ଦୋକାନ ଚଲାଉ ଥିଲେ । ସେ ଯୁବକ ର ମା ଗୃହିଣୀ ଅଟନ୍ତି । ଯେତବେଳେ ପୁଲିସ ଏହି ଘଟଣାର ତଦନ୍ତ କରିବାକୁ ଆସିଲେ ସେତବେଳେ ତାଙ୍କୁ ବର୍ଗର ର ପ୍ୟାକେଟ ମିଳିଥିଲା ।

ଘଟଣା ସ୍ଥଳରେ ପୁଲିସଙ୍କୁ ଏକ ସୁଇସାଇଡ ନୋଟ ମିଳିଥିଲା । ଏହି ସୁଇସାଇଡ ନୋଟ ରେ ଲେଖା ଥିଲା କି ,ମୁ ଅଭିମନ୍ୟୁ କୁମାର ନିଜେ ପୁରା ହୋସ ସହିତ ଏହି ସୁଇସାଇଡ ନୋଟ ଲେଖୁଛି । ମୁ ନିଜ ପରିବାରକୁ ବହୁତ ଭଲ ପାଏ । ଏହା ସହିତ ଲେଖା ଥିଲା କି ମୁ ମୋ ବାପା ମାଆ ଙ୍କୁ କେବେ ଦୁଖଃ ରେ ଦେଖିପାରିବି ନାହିଁ । ବାପା ମାଆ ଚିନ୍ତାରେ ରହିଲେ ମତେ ବହୁତ କଷ୍ଟ ହୁଏ । ଏହା ପରେ ଲେଖାଥିଲା କି ମାଆ ବାପା ଆପଣ ଆମର ସବୁ ଇଚ୍ଛା ପୂରଣ କ ରନ୍ତି ,କିନ୍ତୁ ଆପଣ ଆପଣଙ୍କ ପାଇଁ କିଛି କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *